ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ର ନିଷ୍ପତ୍ତି କ୍ରମେ ୩୭ ହେକ୍ଟର ଜଙ୍ଗଲ ଜମି କୁ ରେଳ ବିଭାଗ ର ଝାରପଡ଼ା ଓ ବୁଢ଼ାପଙ୍କ ୩ ୟ ଓ ୪ର୍ଥ ରେଲୱେ ଲାଇନ ପାଇ ରାଜ୍ୟ ସରକାର ହସ୍ତାନ୍ତର ପ୍ରତିବଦଳ ରେ ଢେ଼ଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନ୍ ଖଣ୍ଡ ର ନିହଲ୍ ପ୍ରସାଦ ଅନ୍ତର୍ଗତ ନିଶ୍ଚିନ୍ତ। ରିଜର୍ଭ ପାହାଡ ରେ କ୍ଷତି ପୁରଣ ବନି କରଣ ( compensatory afforestation) ପାଇଁ ୩୭ ହେକ୍ଟର ଜଙ୍ଗଲ ଜମି ବନି କରଣ ପାଇଁ ହସ୍ତାନ୍ତର ହୋଇଥିଲା । ଏହି ବନି କରଣ କାର୍ଯ୍ୟ ନିଶ୍ଚିନ୍ତ ପାହାଡ ର ୧୮ ଠାରୁ ୬୬ ପିଲାର ମଧ୍ୟରେ ହେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ହୋଇ ଥିଲା ।କିନ୍ତୁ ଏହି ବନୀକରଣ କାର୍ଯ୍ୟକ୍ରମ ଢେ଼ଙ୍କାନାଳ ଜଙ୍ଗଲ ଡିଭିଜନ ତରଫରୁ ଏ ପର୍ଯ୍ୟନ୍ତ ଆରମ୍ଭ କରାଯାଇ ନଥିବାରୁ ଏହି ବନୀକରଣ କାର୍ଯ୍ୟ ଆସନ୍ତା ବର୍ଷା ଋତୁ ପୂର୍ବରୁ ସରିବା ପାଇଁ ରାଜ୍ୟ ସରକାର ଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଙ୍କୁ ମୁଁ ଆଜି ମେଲ ଯୋଗେ ଅନୁରୋଧ କରିଛି । ଏହି ପତ୍ର ର ନକଲ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଢେ଼ଙ୍କାନାଳ ବନ ଖଣ୍ଡ ଅଧିକାରୀ ଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଆଯାଇଛି ଏହି ବନି କରଣ କାର୍ଯ୍ୟ କୁ ତୁରନ୍ତ ସମ୍ପାଦନ କରାଗଲେ ନିଶ୍ଚିନ୍ତ ପାହାଡ ରେ ଯେଉଁ କଳା ପଥର ଚୋରି ହେଉଛି ତାହା ରୋକା ଯାଇ ପାରିବା ସଙ୍ଗେ ସଙ୍ଗେ ପରିବେଶ ର ସୁରକ୍ଷା ହେବାରେ ସହାୟକ ହେବ ।

- ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।1
- ଭାରତ ବଞ୍ଚିଲେ ଭାଗବତ ବଞ୍ଚିବ ସୁନୀୟ ବ୍ରହ୍ମ ଆଶ୍ରମ ଜଗତ ପୁର ନିମପୁର ଖେଳ ପଡିଆ ଠାରେ 4ରି ଦିନ ପ୍ରୋଗ୍ରାମ ବିଷୟ ରେ କଟକ ସର୍କିଟ ହାଉସ ଠାରେ ମାଛୁଆ ବଜାର ବାୟାବାବା ଙ୍କ ନେତୃତ୍ୱରେ ବୈଠକ ରେ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ସଦର BJP ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ଢେଙ୍କାନାଳ BJP ଜିଲ୍ଲା ପାଭାରୀ ସୁ୍ମୃତି ପେଟଟନାୟକ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କଟକ ନଗର ଲଲାଟେନ୍ଦୁ Badu ଭାଇ BJP ର ପୂର୍ବତନ ଦାୟତ୍ୱର ଥିବା ନୟନ ମହାନ୍ତି ଭାଇ ବିଶ୍ୱ ହିନ୍ଦୁ ପରିଷଦ କଟକ ର ଦାୟତ୍ୱ ରେ ଥିବା ଦେବି ରଞ୍ଜନ ମହାପାତ୍ର, ବୁଶ୍ୱ ହିନ୍ଦୁ ପରିଷଦ କଟକ ନଗର ସେବା ପମୁଖ ହେମନ୍ତ କୁମାର ଭରଦ୍ୱାଜ ଯୁବ ସମାଜ ସେବି ସୁମିତ କୁମାର ଲେଙ୍କା4
- Post by User5115 Susanta Kumar Pattnaik1
- ଫରେଷ୍ଟ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ରେଡ1
- Jay Jagannath 🙏1
- Post by Jay kala _ jay Kalinga1
- Post by Subrat Behera1
- Atal Yatra1