logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିନ୍ଦଲ ଷ୍ଟିଲ ପିଲାଟେ ମେଡିସି❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹

on 13 March
user_ଯିରିମିୟ ଗନ୍ତାୟତ 🙋🙋🙋
ଯିରିମିୟ ଗନ୍ତାୟତ 🙋🙋🙋
Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
on 13 March

ଜିନ୍ଦଲ ଷ୍ଟିଲ ପିଲାଟେ ମେଡିସି❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹❤️‍🩹

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    21 hrs ago
  • ଭୁବନେଶ୍ୱର ରୁ ରୋଗି ଛାଡି ଫେରୁଥିବା ଆମ୍ବୁଲାନ୍ସ ରାସ୍ତାରେ ଆକସିଡେଣ୍ଟ ରୋଗୀ ର ପୁଅ ମୃତ ଡ୍ରାଇଭର ସଂକଟାପନ୍ନ ଭାବେ ମେଡିକାଲ ରେ ଭତ୍ତୀ
    1
    ଭୁବନେଶ୍ୱର ରୁ ରୋଗି ଛାଡି ଫେରୁଥିବା ଆମ୍ବୁଲାନ୍ସ ରାସ୍ତାରେ ଆକସିଡେଣ୍ଟ ରୋଗୀ ର ପୁଅ ମୃତ ଡ୍ରାଇଭର ସଂକଟାପନ୍ନ ଭାବେ ମେଡିକାଲ ରେ ଭତ୍ତୀ
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    1
    ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    23 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।
    3
    ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ 
ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”।  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି  ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    8 hrs ago
  • ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।
    1
    ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    19 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
  • ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ 'ମହାବିଷୁବ ସଂକ୍ରାନ୍ତି' ଓ 'ଓଡ଼ିଆ ନବ ବର୍ଷ' ପାଳିତ ମେରାମଣ୍ଡଳୀ, ୧୪ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଟିଏସ୍‌ଏମ୍ ପ୍ଲାଣ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ସମାରୋହରେ ଓଡ଼ାପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଓଡ଼ିଆ ଲେଖିକା ଶ୍ରୀମତୀ ପୁଷ୍ପଲତା ରଥ ମୁଖ୍ୟବକ୍ତା ଭୋବ ଯୋଗେଦଇଥେିଲ। ଏଥିସହିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ମାନବ ସମ୍ବଳ ବିଭାଗ ମୁଖ୍ୟ ସଚ୍ଚିଦାନନ୍ଦ ରାଉତ,ପ୍ରଶାସନ ବିଭାଗ ମୁଖ୍ୟ ଅନୁଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜପଡ଼ା ସରପଞ୍ଚ ଶୈଳେନ୍ଦ୍ରୀ ଅମାନ୍ତ, କୁଶୁପଙ୍ଗା ସରପଞ୍ଚ ଅନିତା ନାୟକ ଓ ମଙ୍ଗଳପୁର ସରପଞ୍ଚ କାନନବାଳା ରାଉତ ଉପସ୍ଥିତ ଥିଲେ। ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହିତ ଓଡ଼ଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ଲୋକ ସଙ୍ଗୀତ ଏବଂ ସଂକୀର୍ତ୍ତନ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଝୋଟି, ପିଠା ପ୍ରସ୍ତୁତି, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ I ଟାଟା ଷ୍ଟିଲ୍ ଫାଉଣ୍ଡେସନର ମେରାମଣ୍ଡଳୀର ଟିମ୍ ଉପସ୍ଥିତ ରଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିଥିଲେ। ଏହିଭଳି ପଦକ୍ଷେପ ମାଧ୍ୟମରେ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ସହିତ ସଂସ୍କୃତିର ପ୍ରସାର ଦିଗରେ ନିଜର ଯୋଗଦାନ ଦେଇଛି।
    2
    ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ 'ମହାବିଷୁବ ସଂକ୍ରାନ୍ତି' ଓ 'ଓଡ଼ିଆ ନବ ବର୍ଷ' ପାଳିତ
ମେରାମଣ୍ଡଳୀ, ୧୪ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଟିଏସ୍‌ଏମ୍ ପ୍ଲାଣ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା।
ସମାରୋହରେ ଓଡ଼ାପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  ବିଶିଷ୍ଟ ଓଡ଼ିଆ ଲେଖିକା ଶ୍ରୀମତୀ ପୁଷ୍ପଲତା ରଥ ମୁଖ୍ୟବକ୍ତା ଭୋବ ଯୋଗେଦଇଥେିଲ। ଏଥିସହିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ମାନବ ସମ୍ବଳ ବିଭାଗ ମୁଖ୍ୟ ସଚ୍ଚିଦାନନ୍ଦ ରାଉତ,ପ୍ରଶାସନ ବିଭାଗ ମୁଖ୍ୟ ଅନୁଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। 
ଅନ୍ୟମାନଙ୍କ ମଧ୍ୟରେ ସଞ୍ଜପଡ଼ା ସରପଞ୍ଚ ଶୈଳେନ୍ଦ୍ରୀ ଅମାନ୍ତ, କୁଶୁପଙ୍ଗା ସରପଞ୍ଚ ଅନିତା ନାୟକ ଓ ମଙ୍ଗଳପୁର ସରପଞ୍ଚ କାନନବାଳା ରାଉତ ଉପସ୍ଥିତ ଥିଲେ।
ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହିତ ଓଡ଼ଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ଲୋକ ସଙ୍ଗୀତ ଏବଂ ସଂକୀର୍ତ୍ତନ ଆଦି  ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଝୋଟି, ପିଠା ପ୍ରସ୍ତୁତି, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ I 
ଟାଟା ଷ୍ଟିଲ୍ ଫାଉଣ୍ଡେସନର ମେରାମଣ୍ଡଳୀର ଟିମ୍ ଉପସ୍ଥିତ ରଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିଥିଲେ।
ଏହିଭଳି ପଦକ୍ଷେପ ମାଧ୍ୟମରେ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ସହିତ  ସଂସ୍କୃତିର ପ୍ରସାର ଦିଗରେ ନିଜର ଯୋଗଦାନ ଦେଇଛି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.