logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୬ତମ କ୍ଷୀରୋଦ ସ୍ମାରକୀ କ୍ରିକେଟ ଉଦ୍ଘାଟିତ: କମଳପୁର ବିଜୟୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ସାଗଯୁରୀ ଗ୍ରାମରେ ୧୭ ତମ କ୍ଷୀରୋଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ସୈନ୍ୟ ବାହିନୀ ର ଶ୍ରୀକାନ୍ତ ମହାକୁର ଓ କ୍ରୀଡାବିତ ଚିତ୍ତରଞ୍ଜନ କମ୍ପ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚରେ ବମରାଜ କୁ ହରାଇ ମେଣ୍ଡିଲିପାଲି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ରେ ଭାଲିଆପଦର କୁ ହରାଇ କମଲପୁର ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ରେ ମେଣ୍ଡିଲିପାଲି କୁ ହରାଇ କମଲପୁର ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମନରଞ୍ଜନ ହାତୀ ଓ ଭରତ ଥାପା ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ସୁଶିଲ ସେଠୀ ସ୍କୋରିଙ୍ଗ ଏବଂ ରମାକାନ୍ତ ଗହିର ଧାରାବିବରଣୀ ପ୍ରଦାନ କରିଥିଲେ।

16 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
16 hrs ago
0da3ec4c-e8ee-4914-9887-f6f11fe27831
eaf6e238-f6e9-4434-8406-e520e858a05f
446ee8a4-4a5f-46b3-bf8b-13d297650815
617692d6-4f47-4c62-b532-485784a7162f

୧୬ତମ କ୍ଷୀରୋଦ ସ୍ମାରକୀ କ୍ରିକେଟ ଉଦ୍ଘାଟିତ: କମଳପୁର ବିଜୟୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ସାଗଯୁରୀ ଗ୍ରାମରେ ୧୭ ତମ କ୍ଷୀରୋଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ସୈନ୍ୟ ବାହିନୀ ର ଶ୍ରୀକାନ୍ତ ମହାକୁର ଓ କ୍ରୀଡାବିତ ଚିତ୍ତରଞ୍ଜନ କମ୍ପ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚରେ ବମରାଜ କୁ ହରାଇ ମେଣ୍ଡିଲିପାଲି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ରେ ଭାଲିଆପଦର କୁ ହରାଇ କମଲପୁର ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ରେ ମେଣ୍ଡିଲିପାଲି କୁ ହରାଇ କମଲପୁର ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମନରଞ୍ଜନ ହାତୀ ଓ ଭରତ ଥାପା ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ସୁଶିଲ ସେଠୀ ସ୍କୋରିଙ୍ଗ ଏବଂ ରମାକାନ୍ତ ଗହିର ଧାରାବିବରଣୀ ପ୍ରଦାନ କରିଥିଲେ।

More news from Sonepur and nearby areas
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    1 hr ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    7 hrs ago
  • ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    1
    ଅଦ୍ଭୁତ ପ୍ରକାର ର ଏକ  ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    user_Ajira Samachar
    Ajira Samachar
    Journalist Sonepur, Odisha•
    11 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    11 min ago
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    2 hrs ago
  • भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire
    1
    भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    1
    ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    user_ODISHA NEWS
    ODISHA NEWS
    Reporter Balangir, Odisha•
    12 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.