ଆଜି ନେଦରଲାଣ୍ଡ୍ସକୁ ଭେଟିବ ଭାରତ ଅହମଦାବାଦ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆୟୋଜକ ଭାରତ ନିଜର ୩ ମ୍ୟାଚ୍ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି। ହେଲେ ଏହି ଦଳ ଏବେ ଗ୍ରୁପ୍-ଏ'ର ସମସ୍ତ ମ୍ୟାଚ୍ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି। ତେଣୁ ବୁଧବାର ନେଦରଲାଣ୍ଡ୍ସ ବିପକ୍ଷ ଗ୍ରୁପ୍ର ଶେଷ ମ୍ୟାଚ୍ରେ ପୂରା ଶକ୍ତି ସହ ଓହ୍ଲାଇବ। ଜିତି ଭାରତୀୟ ଖେଳାଳି ଅହମଦାବାଦରେ ସୋମବାର ପହଞ୍ଚି ଯାଇଛନ୍ତି। ବିପକ୍ଷରେ ଦୂର୍ବଳ ଦଳ ଥିଲେ ମଙ୍ଗଳବାର ମୋଟରା ଷ୍ଟାଡିୟମ୍ରେ ହାଲ୍କା ଅଭ୍ୟାସ କରିଛନ୍ତି। ଗତ ୩ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ୨୦୯ ରନ୍ଠୁ ଅଧିକ ସ୍କୋର୍ କରିନି। ନେଦରଲାଣ୍ଡ୍ସ ବିପକ୍ଷରେ ବଡ଼ ସ୍କୋର୍ କରିବାକୁ ଚେଷ୍ଟା କରିବ ଭାରତ। ଅହମଦାବାଦ ପିଚ୍ ବି ସହାୟତା ଦେବା ସମ୍ଭାବନା ରହିଛି। ଏଠାରେ ଖେଳାଯାଇଥିବ ଗତ ୫ ମ୍ୟାଚ୍ରୁ ୪ ଥର ସ୍କୋର୍ ୨୧୦ ଉପରେ ରହିଛି। ଭାରତର ଯୁବ ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମା ୨ ମ୍ୟାଚ୍ ଖେଳିଥିଲେ ମଧ୍ୟ ଖାତା ଖୋଲିପାରି ନାହାନ୍ତି। ଏହି ମ୍ୟାଚ୍ରେ ରନ୍ କରି ସୁପର-୮ ପୂର୍ବରୁ ନିଜ ଆତ୍ମବିଶ୍ବାସ ଉଚ୍ଚରେ ରଖିବା ଆଶାରେ ଅଛନ୍ତି ସେ। ଅଭିଷେକଙ୍କ ସହ ଈଶାନ କିଶାନଙ୍କ ବ୍ୟାଟ୍ ପୂର୍ବପରି ଚାଲିବ ତେବେ ଭାରତ ନିଶ୍ଚିତ ବଡ଼ ସ୍କୋର୍ କରିପାରିବ। ଗତ ମ୍ୟାଚ୍ରେ ଖେଳିଥିବା ଏକାଦଶରୁ ଭାରତ କେବଳ କୁଲଦୀବ ଯାଦବଙ୍କୁ ବାଦ୍ ଦେଇ ଅର୍ଶଦୀପ ସିଂହଙ୍କୁ ସାମିଲ କରିପାରେ। ତାରକା ଦ୍ରୁତବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବନି ବୋଲି ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ୍ ସୂଚନା ଦେଇଛନ୍ତି।

- ସ୍ଥାନୀୟ ପୋଲିସ ପଡ଼ିଆ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା1
- ସୁବର୍ଣ୍ଣପୁର ରୟାଲ ପଡିଆରେ ବେଶ ଜମୁଛି ପୁସ୍ତକ ମେଳା1
- ସୋନପୁର ଜିଲ୍ଲା ରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ସହ ସହ ପରିବାର ଏକାଠି ହୋଇ ଚଲିତ ବର୍ଷ ପାଇଁ ପାଲନ କରିଵାର ଦେଖିବାକୁ ମିଳିଛି । ଏହା ପାଳନ କରିବା ସହିତ ଭବିଷ୍ୟତ ପିଢି ପାଇଁ ଏହା ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ସମସ୍ଥ ପରିଵାର ଆନନ୍ଦ ରେ ପାଲନ କରିଛନ୍ତି ।1
- ବୀରମହାରାଜପୁର ହିଲୁଙ୍ଗ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ତିନିଜଣ ଆହତ l1
- ସୁବର୍ଣ୍ଣପୁର ଜିଲ୍ଲାରେ ୯୦ ଜଣ ନବ ନିଯୁକ୍ତ ହୋମଗାର୍ଡ ଆଜି ପାସିଂ ଆଉଟ ହୋଇଛନ୍ତି। ଆଜି ଠାରୁ ନିଜ ନିଜ ଥାନାକୁ ଯିବେ1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l1
- ଘଣ୍ଟେଶ୍ୱରୀ ଜଙ୍ଗଲ ଭିତରେ ମାଁ ବନଦୂର୍ଗା ମନ୍ଦିର: ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ମୁଖ୍ୟ ସମସ୍ୟା !1