Shuru
Apke Nagar Ki App…
BJD କର୍ମୀଙ୍କ ମାଡ଼ରେ BJP କର୍ମୀଙ୍କ ମୃତ୍ୟୁ (ଗଞ୍ଜାମ:ଖଲିକୋଟ) ନିର୍ବାଚନୀ ହିଂସାରେ ଜଣେ ମୃତ ତିନି ଗୁରୁତର 144 ଧାରା ଜାରି
NN
Nilanchala Naik
BJD କର୍ମୀଙ୍କ ମାଡ଼ରେ BJP କର୍ମୀଙ୍କ ମୃତ୍ୟୁ (ଗଞ୍ଜାମ:ଖଲିକୋଟ) ନିର୍ବାଚନୀ ହିଂସାରେ ଜଣେ ମୃତ ତିନି ଗୁରୁତର 144 ଧାରା ଜାରି
More news from Rambha and nearby areas
- Family ସହିତ ବାହାରିଲୁ ଯାତ୍ରା ଦେଖିବାକୁ (ରମ୍ଭା) | କଳିଙ୍ଗ ଅପେରା |1
- ସରିଲା ରମ୍ଭା ଚନ୍ଦନ ସମ୍ବଲପୁରୀ ନୃତ୍ୟରେ ଝୁମିଲ ଦର୍ଶକ l1
- ରମ୍ଭା ଚନ୍ଦନ ଯାତ୍ରାର ବିଭିନ୍ନ ପ୍ରକାରର ନାଚ, ଖେଳ full video1
- ପଦ୍ମ ଚିହ୍ନରେ କାହିଁକି ଭୋଟ ଦେଉନ କହି ବିଜେଡି କର୍ମୀଙ୍କୁ କୋଦାଳ ବେଣ୍ଟରେ ମାଡ || Chandbali News ||1
- ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହେବଓ ସହ ପ୍ରାୟ ଏକ ମାସ ଧରି ଅନୁଷ୍ଠିତ ହୋଇଥାଏ ଜ୍ଝ ଏହି ଯାତ୍ରା ପାଇଁ ବହୁ ଦିନ ଆଗରୁ ସହରକୁ ସୁସଜ୍ଜିତ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥାଏ।1
- ପୁରୁଷୋତ୍ତମପୁର ବ୍ଲକ ଝାଡବାଇ ପଞ୍ଚାୟତରେ ନାମ ଯଜ୍ଞରେ ଯୋଗ ଦେଲେ ଆମ ପ୍ରିୟ ଶ୍ରୀମତି ଲତିକା ପ୍ରଧାନ ମହୋଦୟା.....1
- କେଶରୀପଲ୍ଲୀ ପାଣିଦଣ୍ଡ ଏବଂ ଅଗ୍ନିଦଣ୍ଡ , kesharapalli ଗଂଜାମ ପ୍ରସିଦ୍ଧ ଦଣ୍ଡନାଚ ||Ganjam famous danda nacha1
- ବିପୁଲିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ #ଖଣ୍ଡପଡ଼ା ବାର୍ତ୍ତା# ନିକଟସ୍ଥ ବିପୁଲିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଜଣ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାମାଜିକ ବିଶୃଙ୍ଖଳାକୁ ରୋକିବା ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ ଓ ତ୍ୟାଗ ଅବିସ୍ମରଣୀୟ ବୋଲି ସାଧୁସନ୍ଥମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ କଞ୍ଚୁଡୁ ମଠ ମହନ୍ତ ତଥା ବ୍ରହ୍ମପୁର ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହରିହର ଦାସ ଅଧ୍ୟକ୍ଷତା କରିଥିଲେ। ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ନବଦିନର କାର୍ଯ୍ୟକ୍ରମ ସଂମ୍ପର୍କର ସୂଚନା ପ୍ରଦାନ କରିଥିଲେ। ସନ୍ଥ ପୂଜନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ସନ୍ଥ ମଦନ ଗୋପାଳ ମହାରାଜ, ସନ୍ଥ ରାମକୃଷ୍ଣ ଦାଶ ମହାରାଜ, ପରମାନନ୍ଦ ଦାଶ ମହାରାଜ, ରାଧାକାନ୍ତ ଦାଶ ମହାରାଜ, ସୁନ୍ଦର ରାମଦାସ ମହାରାଜ, ଚିନ୍ମୟ ମିଶନର ପ୍ରଚାରକ ସ୍ୱାମୀ ଓଁକାରନନ୍ଦ ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାମୀ ସଦାନନ୍ଦ ମହାରାଜ (ଜଟଣୀ) ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଥିବା ସାଧୁସନ୍ଥମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂମ୍ପାଦକ ରବି ରଥ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ପାଞ୍ଚ ଜଣ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା। ଆଦିକନ୍ଦ ପାଣିଗ୍ରାହୀ (ଛତ୍ରପୁର), ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ (ଛତ୍ରପୁର), ଜି. ରଘୁନାଥ ରେଡ୍ଡୀ (କରାତଳି), ରାମକୃଷ୍ଣ ନାହାକ (ଦୁଆନପଲ୍ଲୀ), ଏବଂ ସିମାଞ୍ଚଳ ଆଚାର୍ଯ୍ୟଙ୍କୁ ମରଣତ୍ତର ସମ୍ମାନ ତାଙ୍କ ପତ୍ନୀ ପ୍ରତିମା ଆଚାର୍ଯ୍ୟ ଗ୍ରହଣ କରିଥିଲେ। ମନୋଜ କୁମାର ପଣ୍ଡା ଓ ସତ୍ୟନାରାୟଣ ଆଚାର୍ଯ୍ୟ, ଶମ୍ଭୁନାଥ ପଣ୍ଡା, ଶ୍ରୀମତୀ ରଞ୍ଜିତା ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁମାରୀ ସ୍ୱପ୍ନାରାଣୀ ଆଚାର୍ଯ୍ୟଙ୍କ ଓଡିଶା ନୃତ୍ୟ ପରିବେଷଣ ବେଶ ଚିତ୍ତାକର୍ଷକ ଥିଲା। ନବଦିନ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମ ଉଦଯାପନୀ ଦିବସରେ ବଡକୋଦଣ୍ଡାର ହାଡିବନ୍ଧୁ ବିଷୋୟୀଙ୍କ ଦ୍ୱାରା ମା ବ୍ୟାଘ୍ରଦେବୀ କଣ୍ଢେଇ ଅପେରା ମାଧ୍ୟମରେ ସମ୍ପୂର୍ଣ୍ଣ ରାମାୟଣ ପରିବେଷଣ ହେବ।1