ସାମନ୍ତ ଚନ୍ଦ୍ରଶେଖର ସ୍ୱଂୟ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ।ଏହାଦ୍ୱାରା ସାଧାରଣ ଲୋକ ଅନେକ ସୁଫଳ ପାଉଥିବା ବେଳେ ଅଧିକାରୀ ବା କର୍ମଚାରୀ ମାନଙ୍କୁ କର୍ମତତ୍ପର କରାଇ ପାରିଛି ବୋଲି କହିଛନ୍ତି ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ଚିତ୍ତରଞ୍ଜନ ଦ୍ବିବେଦୀ।ଆଜି ଅପରାହ୍ନ ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଆଇନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷ ଡ. ଦ୍ବିବେଦୀ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହେବା ପରେ ସମାଜ ରେ ବ୍ୟାପକ ପରିବର୍ତ୍ତନ ଆସିଛି।ସାଧାରଣ ଭାବେ ସମସ୍ତ କାର୍ଯ୍ୟାଳୟ ମାନଙ୍କ ରେ କର୍ମ ପ୍ରବଣତା ବୃଦ୍ଧି ପାଇଛି।ପୂର୍ବାପେକ୍ଷା ଆଇନ ରେ ଆବଶ୍ୟକତା ଅନୁସାରେ ସଂଶୋଧନ ଏହାକୁ ଅଧିକ ଦକ୍ଷ କରିଛି ବୋଲି ସେ କହିବା ସହ ସମସ୍ତ ନାଗରିକ ଏହାର ଉପଯୋଗ କରି ସୁଫଳ ନେବାକୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜନ ସୂଚନା ଅଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ, ସହକାରୀ ଜନ ସୂଚନା ଅଧିକାରୀ ଡ. ସ୍ନିଗ୍ଧା ସୁହାଗିନୀ ପ୍ରମୁଖ ଯୋଗ ଦେଇ ସୂଚନା ଅଧିକାର ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅନୁପାଳନ ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କର୍ମଶାଳା କୁ ପରିଚାଳନା କରିବା ସହ ଏହି ଆଇନ ଭଲ କାମ କରୁଥିବା କର୍ମଚାରୀ ଙ୍କ ପାଇଁ ଯେତିକି ଆନନ୍ଦ ଦାୟକ ଅନିୟମିତତା ବା ଦୁର୍ନୀତି କରୁଥିବା କର୍ମଚାରୀ ମାନଙ୍କ ପାଇଁ ତତୋଧିକ ଭୟ ପ୍ରଦାନକାରୀ।ଯଦି ନିଜ କାମକୁ ନିୟମ ଅନୁସାରେ ଜଣେ ସଠିକ ଭାବେ ନିର୍ବାହ କରୁଛନ୍ତି ତଥ୍ୟ ଠିକ ଭାବେ ଦେଇ ପାରୁଛନ୍ତି ତେବେ ଏ ଆଇନ ଦ୍ୱାରା ତାଙ୍କର କିଛି କ୍ଷତି ହେବ ନାହିଁ।କିନ୍ତୁ ଅନିୟମିତତା ବା ତଥ୍ୟ ନ ଦେବା କ୍ଷେତ୍ର ପାଇଁ ଏହି ଆଇନ ରେ କାର୍ଯ୍ୟାନୁଷ୍ଠାନ ରହିଛି ବୋଲି ସେ ସୂଚନା ଦେବା ସହ ସଠିକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ମାଷ୍ଟର ଟ୍ରେନର ସଂଗ୍ରାମ କେଶରୀ ପୃଷ୍ଟି, ହରିହର ମହାନ୍ତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପୂର୍ବରୁ ଅନୁଷ୍ଠିତ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ର, ଛାତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।

- Post by NEWS MANORANJAN1
- Post by Darbar Tv1
- ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ପ୍ରତିଯୋଗୀ କଲେ ଜଗା ଦର୍ଶନ #FeminaMissIndia #SJTA #Srimandir1
- ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l1
- On dtd 16.04.2026 the OIC of District mobile unit Jagatsinghpur detected one NDPS case on the Pani salia village road in front of cure well hospital and seized 18 grams Heroin. Value Rs 1 lakh 80 thousand. In this connection one male person namely Saroj Kumar Biswal aged 43 yrs of Pani salia village arrested and forwarded in the Hon'ble court. Officers participate 1. Smt. Bandana Pattnaik, Inspector of Excise,I/c OIC of Excise District mobile unit Jagatsinghpur 2. Santosh Nayak ASI of Excise 3. Sabita Nayak L. Constable 4. Biswaranjan Swain Excise constable 5. Sukanta Majhi Excise constable2
- Post by Amrit Prasad Das1
- Post by SOUMYA RANJAN1
- Post by NEWS MANORANJAN1
- Post by Darbar Tv1