Shuru
Apke Nagar Ki App…
କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସଙ୍କୁ ନିଜର ଟାର୍ଗେଟ କରିଛନ୍ତି। ପୂର୍ବରୁ ପରୋକ୍ଷରେ ମତ ରଖୁଥିବା ସୋଫିଆ ଏଥର କୌଣସି ପ୍ରକାର ବୁଲେଇ ବଙ୍କେଇ କଥା ନ କହି ଭକ୍ତଚରଣ ଦାସଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି।
ସୁଧାଂଶୁ ଶେଖର ନାୟକ
କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସଙ୍କୁ ନିଜର ଟାର୍ଗେଟ କରିଛନ୍ତି। ପୂର୍ବରୁ ପରୋକ୍ଷରେ ମତ ରଖୁଥିବା ସୋଫିଆ ଏଥର କୌଣସି ପ୍ରକାର ବୁଲେଇ ବଙ୍କେଇ କଥା ନ କହି ଭକ୍ତଚରଣ ଦାସଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି।
More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥ କୁନ୍ଦଳ ଛକ ନିକଟରେ ଥିବା ଏକ ପୋଖରୀରୁ ଏକ ଅଚିନ୍ନା ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥ କଡ଼ କୁନ୍ଦଳ ଛକ ନିକଟରେ ଥିବା ପୋଖରୀରୁ ଏହି ଅଚିନ୍ନା ଶବକୁ ଉଦ୍ଧାର କରାଯାଇଛି।1
- ଜୟ ମା ମଙ୍ଗଳା। ମା ମଙ୍ଗଳାଙ୍କ ଉପରେ ଆଧାରିତ ଏହି ବିଶେଷ ବନ୍ଦନାରେ ଅତ୍ୟନ୍ତ ଭକ୍ତିପୂତ ଭାବରେ ମା’ଙ୍କ ନିକଟରେ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଯାଇଛି।1
- ଓଡ଼ିଶାରେ କେଜି (KG) ରୁ ପିଜି (PG) ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରଦାନ କରିଛନ୍ତି।1
- ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ 'ସୁଭଦ୍ରା ଯୋଜନା' ପହଞ୍ଚାଇବା ହିଁ ବର୍ତ୍ତମାନର ସରକାରଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଥିବା ହିତାଧିକାରୀମାନେ ଆସନ୍ତା ଅଗଷ୍ଟ ମାସରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି।1
- ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମହାନଦୀ ସମସ୍ୟାର ସମାଧାନ ପାଇଁ ଆପୋଷ ଆଲୋଚନା ମାଧ୍ୟମରେ ସହମତି ପ୍ରକାଶ ପାଇଛି। ଏହି ବିବାଦର ସମାଧାନ ପାଇଁ କୌଣସି ଟ୍ରିବୁନାଲ ନୁହେଁ, ବରଂ ଟେବୁଲ ଉପରେ ବସି ଆଲୋଚନା କରାଯିବ। ଆଇନଗତ ପ୍ରକ୍ରିୟାରୁ ଓହରି ଆପୋଷ ଆଲୋଚନା ଜରିଆରେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ହୋଇଛି, ଯାହାଦ୍ୱାରା ଏହି ଦୀର୍ଘ ଦିନର କଳି ତୁଟିବ।1
- ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଜାରକା ବଜାରରେ ଥିବା ଗାୟତ୍ରୀ ଫର୍ମା ଦୋକାନ ମାଲିକ ଶରତ ଦାସଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ନୀଳାଦେଇପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ବାବୁଲ ବେହେରା ଏହି ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି କରିଥିଲା। ଏହି ମାମଲାରେ ଧର୍ମଶାଳା ପୋଲିସ ତଦନ୍ତ କରି ଚୋରି ହୋଇଥିବା ସମସ୍ତ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ବାବୁଲ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧର୍ମଶାଳା ଥାନାରେ ଆୟୋଜିତ ଏକ ପ୍ରେସ ମିଟ୍ରେ ଏସଡିପିଓ ଶରତ ଚନ୍ଦ୍ର ପାତ୍ର ଏହି ଚୋରି ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।4
- ଓ ଟିଭିରେ ପ୍ରସାରିତ ୧୧.୦୭.୨୦୨୬ ତାରିଖ ସକାଳ ୭ଟା ସମୟର ମୁଖ୍ୟ ସଂକ୍ଷେପ ଖବର ଏଥିରେ ପ୍ରଦାନ କରାଯାଇଛି।1
- କଟକର ଟାଙ୍ଗୀ ଟୋଲଗେଟ ନିକଟରେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରଲର ମଧ୍ୟରେ ଦୁର୍ଘଟଣା ଘଟିଛି। ବସ୍ଟି ଟ୍ରଲରକୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଛି।1