Shuru
Apke Nagar Ki App…
ରାଜନଗର ବ୍ଲକ ଗୋପାଳପୁର ଅଧିନସ୍ଥ ଭାଟପଡା ଗୋଖାସାହି ଯୁବଗୋଷ୍ଟି କେନ୍ଦ୍ର ନିର୍ମାଣ ନିମନ୍ତେ ଆମ ଓଡିଶା ନବୀନ ଓଡିଶା ଯୋଜନାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମହାନ୍ତି ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ ନକରି ସରକାରୀ ତହବିଲରୁ ଚଞ୍ଚକତା ପୂର୍ବକ ଅର୍ଥ ଉଠାଇ ନେଇଥିବା ନେଇ ଜିଲ୍ଲା ଗୋଖା ମହାସଂଘର ସଭାପତି ବସନ୍ତ କୁମାର ସେଠି ରାଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ରାଜନଗର ପଞ୍ଚାୟତ ସମିତି ଅଧକ୍ଷାଙ୍କୁ ଅପିଲ କରିଛନ୍ତି ।
Bebina Malla
ରାଜନଗର ବ୍ଲକ ଗୋପାଳପୁର ଅଧିନସ୍ଥ ଭାଟପଡା ଗୋଖାସାହି ଯୁବଗୋଷ୍ଟି କେନ୍ଦ୍ର ନିର୍ମାଣ ନିମନ୍ତେ ଆମ ଓଡିଶା ନବୀନ ଓଡିଶା ଯୋଜନାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମହାନ୍ତି ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ ନକରି ସରକାରୀ ତହବିଲରୁ ଚଞ୍ଚକତା ପୂର୍ବକ ଅର୍ଥ ଉଠାଇ ନେଇଥିବା ନେଇ ଜିଲ୍ଲା ଗୋଖା ମହାସଂଘର ସଭାପତି ବସନ୍ତ କୁମାର ସେଠି ରାଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ରାଜନଗର ପଞ୍ଚାୟତ ସମିତି ଅଧକ୍ଷାଙ୍କୁ ଅପିଲ କରିଛନ୍ତି ।
More news from ଓଡ଼ିଶା and nearby areas
- ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,1
- କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପାଗା ଛକ ନିକଟରେ ଷଣ୍ଢ କୁ ଧକ୍କାଦେଇ ଅଟୋ।ଅଟୋରେ ଥିବା ୪ଜଣ ମଧ୍ୟରୁ ୩ଜଣ ଆହତ ଜଣେ ଗୁରୁତର। ଘଟଣା ସ୍ଥଳରେ ପାଗାଫାଣ୍ଡି ପୋଲିସ ଗୁରୁତର ଷଣ୍ଢକୁ ଚିକିତ୍ସା କରିବା ସହ ଏକ ଗୋ ଶାଳାକୁ ପଠାଇଦେଇଥିବା ସୁଚନା ମିଳିଛି। ଅଟୋରେ ଯାଉଥିବା ଖେଳନା ବେପାରୀ ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପାଗାଫାଣ୍ଡି ପୋଲିସ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି।1
- Post by Jitubehera Mo Adhikar news1
- ଜଗତସିଂହପୁର ୨୧/୪- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୫୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୩ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୫ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ଯୋଜନା ସମ୍ପର୍କୀୟ ୭ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୮ ଟି, ଭତ୍ତା ପାଇବା ପାଇଁ ୪ ଟି, ପୋଲିସ ସହାୟତା ପାଇବା ପାଇଁ ୪ ଟି ଏବଂ ଅନ୍ୟାନ୍ୟ ୨୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୪ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅକ୍ଷୟ କୁମାର ପିଲ୍ଲେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାଶ,ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବ୍ଲକ୍ ଉନ୍ନୟନ ଅଧିକାରୀ, ଜଗତସିଂହପୁର, ଆଶୁତୋଷ ମିଶ୍ର, ତହସିଲଦାର,ଜଗତସିଂହପୁର, ଅଜୟ କୁମାର ମହାନ୍ତି,ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ପୌର ପରିଷଦ, ଜଗତସିଂହପୁର, ସନ୍ଦିପ ସିଂ,କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ ।1
- ମା ଜାଗୋଳେଇ ପାଣିକୋଇଲି ଯାଜପୁର ଓଡିସା2
- ନବ ଓଡ଼ିଶାର ବିନ୍ଧାଣୀ, ବିଶିଷ୍ଟ ସାହିତ୍ୟିକ, ପ୍ରଜ୍ଞା ପୁରୁଷ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ ଜାନକୀ ବଲ୍ଲଭ1
- Post by NEWS7ODIA1
- କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା1