Shuru
Apke Nagar Ki App…
ଆଜି ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶାର ଗାଁଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ ସହ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଘ୍ନହର୍ତ୍ତା ଗଜାନନଙ୍କ ଆରାଧନା ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି।ଓଡ଼ିଶାର ବିଭିନ୍ନ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକରେ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପିନ୍ଧି ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରସାଦ ସେବନ ସହ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ରାଜନଗର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛନ୍ତି।
Bebina Malla

More news from ଓଡ଼ିଶା and nearby areas
- ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ସମସ୍ତଙ୍କୁ ନୂଆଁଖାଇ ଜୁହାର!1
- ବାଘାଯତୀନ ସ୍ମୁତି ପରିଷଦ-ବାଲିଆପାଳ ତରଫରୁ ଦ୍ୱାଦଶ ବର୍ଷ ସାଇକେଲ ଶୋଭାଯାତ୍ରା, ବାଲିଆପାଳ ରୁ ଗୁରୁଜାଙ୍ଗ... ବାଘାଯତୀନ ସ୍ମୁତି ପରିଷଦ-ବାଲିଆପାଳ ତରଫରୁ ଦ୍ୱାଦଶ ବର୍ଷ ସାଇକେଲ ଶୋଭାଯାତ୍ରା, ବାଲିଆପାଳ ରୁ ଗୁରୁଜାଙ୍ଗ...1
- ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ4
- ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପଶ୍ଚିମ ଓଡିଶା ପରିବେଶ। ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପରିବେଶ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ପରମ୍ପରା। ଏହି ରୀତିନୀତିକୁ ସ୍ଥାନୀୟ ଭାଷାରେ 'ଡାକ ହାକ' ବା ନିମନ୍ତ୍ରଣ ପର୍ଯ୍ୟାୟର ଏକ ମୁଖ୍ୟ ଅଂଶ ଭାବେ ଗଣାଯାଏ1
- ମନ୍ଦିର ବିବାଦ ଦୁଇ ଗ୍ରାମର ଆସ୍ଥା, ବିଶ୍ୱାସ ଓ ଭାଇଚାରା ସମ୍ପର୍କକୁ ଭାଙ୍ଗିଦେଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସରବଣା ଓ ହାଟ ସିଙ୍ଗାପୁର ମଧ୍ୟରେ ଲାଗିଥିବା ମନ୍ଦିର ବିବାଦ କୁ ନେଇ ୧୪୪ଧାରା ଜାରି କରି ନୋଟିସ ମାରିଲା ପ୍ରଶାସନ l ଯେଉଁଠି ବର୍ଷ ବର୍ଷର ଭାଇଚାରା, ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେଇଛି ।1
- *📺ମହିଳା ବାଇକରଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରିଲା କାର। ରାସ୍ତା ଉପରେ ଘଷି ହୋଇ ବାଇକରୁ ଚକ୍ ଚକ୍ ଉଠିଲା ନିଆଁ। ଜାଣିଶୁଣି ଦୁର୍ଘଟଣା ଘଟାଇ ଖସିଗଲା କାର୍ ଡ୍ରାଇଭର୍*1
- police କୁ ମାରି ମୁହଁ ଲୁଚାଉଛନ୍ତି ଏବେ ll Breaking News ll ଦେଖନ୍ତୁ ପୂରା ଘଟଣା police କୁ ମାରି ମୁହଁ ଲୁଚାଉଛନ୍ତି ଏବେ ll Breaking News ll ଦେଖନ୍ତୁ ପୂରା ଘଟଣା1
- ଗାଧେଇବାକୁ ଯାଇଥିଲେ ହେଲେ ଘଟିଲା ଏମିତି ll Big Breaking News ll ଦେଖନ୍ତୁ ପୂରା ଘଟଣା ll ଗାଧେଇବାକୁ ଯାଇଥିଲେ ହେଲେ ଘଟିଲା ଏମିତି ll Big Breaking News ll ଦେଖନ୍ତୁ ପୂରା ଘଟଣା ll1