Shuru
Apke Nagar Ki App…
ବୀରମହାରାଜପୁରରେ ଆଜି ଆଖ ଚକ ବନ୍ଦ, ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ସମୟ ରେ ପ୍ରଭୂ ରାମଚନ୍ଦ୍ର ଓ ହନୁମାନ ଙ୍କ ଫୋଟ ଚିତ୍ର ମାଡି ଦକଚି ଦେବା ଅଭିଯୋଗରେ ସମ୍ପୂର୍ଣ୍ଣ ବି.ଏମ.ପୁର ବନ୍ଦ
SAHADEV MEHER
ବୀରମହାରାଜପୁରରେ ଆଜି ଆଖ ଚକ ବନ୍ଦ, ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରା ସମୟ ରେ ପ୍ରଭୂ ରାମଚନ୍ଦ୍ର ଓ ହନୁମାନ ଙ୍କ ଫୋଟ ଚିତ୍ର ମାଡି ଦକଚି ଦେବା ଅଭିଯୋଗରେ ସମ୍ପୂର୍ଣ୍ଣ ବି.ଏମ.ପୁର ବନ୍ଦ
More news from ଓଡ଼ିଶା and nearby areas
- Post by SAHADEV MEHER1
- ସୁବର୍ଣ୍ଣପୁର: ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର (୧୬୯୫ ଗୋଟି ୫୦୦ ଟଙ୍କିଆ) ନକଲି ଭାରତୀୟ ନୋଟ ଜବତକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।1
- Post by Sonepur news khulasa1
- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାଜେଶ ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |1
- Post by RAGHUNANDAN SINGH1
- ଡ଼ଃ ବିଆର ଆମ୍ବେଦକର ଜୟନ୍ତୀ ସମାରୋହ1
- ସରକାରୀ ପଲିଟେକନିକ୍ ସୋନପୁରରେ ଛାତ୍ରୀଛାତ୍ର ଅଶାନ୍ତି1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୫/୦୪/୨୦୨୬ ଵୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭1
- ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି ସେହି ଗୃହ ରେ ବିଦ୍ୟୁତ ରେ କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି1