Shuru
Apke Nagar Ki App…
#MRI_କରିବାକୁ_କେହି_ନାହାନ୍ତି_ତାତିଲେ_ଡାକ୍ତରୀ_ଛାତ୍ର MRI କରିବାକୁ କେହିନାହାନ୍ତି କହି ତାତିଲେ ଡାକ୍ତରୀ ଛାତ୍ର । ରୋଗୀମାନଙ୍କ ସମସ୍ୟା ଦୂର କରିବାକୁ ତୁରନ୍ତ MRI ପାଇଁଷ୍ଟାଫ୍ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଭିମସାର୍ ଛାତ୍ର #MRI_କରିବାକୁ_କେହି_ନାହାନ୍ତି_ତାତିଲେ_ଡାକ୍ତରୀ_ଛାତ୍ର MRI କରିବାକୁ କେହିନାହାନ୍ତି କହି ତାତିଲେ ଡାକ୍ତରୀ ଛାତ୍ର । ରୋଗୀମାନଙ୍କ ସମସ୍ୟା ଦୂର କରିବାକୁ ତୁରନ୍ତ MRI ପାଇଁଷ୍ଟାଫ୍ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଭିମସାର୍ ଛାତ୍ର । #MRI #vimsar #OdishaReporter
Rajib Behera
#MRI_କରିବାକୁ_କେହି_ନାହାନ୍ତି_ତାତିଲେ_ଡାକ୍ତରୀ_ଛାତ୍ର MRI କରିବାକୁ କେହିନାହାନ୍ତି କହି ତାତିଲେ ଡାକ୍ତରୀ ଛାତ୍ର । ରୋଗୀମାନଙ୍କ ସମସ୍ୟା ଦୂର କରିବାକୁ ତୁରନ୍ତ MRI ପାଇଁଷ୍ଟାଫ୍ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଭିମସାର୍ ଛାତ୍ର #MRI_କରିବାକୁ_କେହି_ନାହାନ୍ତି_ତାତିଲେ_ଡାକ୍ତରୀ_ଛାତ୍ର MRI କରିବାକୁ କେହିନାହାନ୍ତି କହି ତାତିଲେ ଡାକ୍ତରୀ ଛାତ୍ର । ରୋଗୀମାନଙ୍କ ସମସ୍ୟା ଦୂର କରିବାକୁ ତୁରନ୍ତ MRI ପାଇଁଷ୍ଟାଫ୍ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଭିମସାର୍ ଛାତ୍ର । #MRI #vimsar #OdishaReporter
More news from ଓଡ଼ିଶା and nearby areas
- Post by Khabar1
- चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद1
- Post by Prakash1
- ଗୁଲୁଆ ପୁଣି ଛାଡ଼ିଲେ ନୂଆ ଭିଡିଓ, ବର୍ଷାଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ବର୍ଷାଙ୍କ ଡାନ୍ସ କ୍ଲିପ୍ ନେଇ ଚର୍ଚ୍ଚା1
- #ମହିଳା_ସଂରକ୍ଷଣ_ଵିଲ୍_ନୁହେ #ସମ୍ବିଧାନ_ସଂଶୋଧନ_ଵିଲ୍_କାଟଖାଇଲା ! କଣ କହୁଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ Sulata Deo Naveen Patnaik @top fans Surajtv Goutambuddha Das Er Kedar Dash #highlight #follower #sulataspeaks1
- Pls Like & Share1
- 👇 🚨 ରାଇଡ଼lହି ଛକରେ ପୁଣି ମୃତ୍ୟୁର ଖେଳ! 😡 💥 ବାଇକ-କାର ମୁହାଁମୁହିଁ ଧକ୍କା, ୩ ଆହତ ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ପୁଣି ଘଟିଲା ଭୟାବହ ସଡ଼କ ଦୁର୍ଘଟଣା। ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ପରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା। ଧକ୍କା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲା, ଯାହାରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। 👉 ବାଇକରେ ବସିଥିବା ଯୁବକ ଓ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ। 👉 ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଆହତମାନଙ୍କୁ ଉଦଳା ହସ୍ପିଟାଲକୁ ପଠାଇଥିଲେ। 😢 ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ଔଷଧ ଆଣିବାକୁ ଉରା ଯାଉଥିଲେ। ମୃତ୍ୟୁକୁ ନିକଟରୁ ଦେଖି ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ⚠️ ସବୁଠାରୁ ବଡ଼ ପ୍ରଶ୍ନ — 👉 ରାଇଡ଼lହି ଛକରେ ବାରମ୍ବାର ଦୁର୍ଘଟଣା କାହିଁକି? 👉 ପ୍ରଶାସନ କେବେ ଜାଗିବ? ସ୍ଥାନୀୟ ଲୋକଙ୍କ ଦାବି — 🚧 ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଉ 🚸 ସଚେତନତା ବୋର୍ଡ ଓ ସ୍ପିଡ୍ ବ୍ରେକର ବ୍ୟବସ୍ଥା ହେଉ 🚔 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବଦ କରି ତଦନ୍ତ ଆରମ୍ଭ କରିଛି। 👉 ଏଭଳି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି। 📢 #BreakingNews #Accident #Mayurbhanj #Udala #RoadSafety #OdishaNews #ViralNews1
- Post by Khabar1
- BREAKING NEWS 🗞️ ରେମୁଣା ଛଣପୁରରେ ଖଲିପତ୍ର କାରଖାନାରେ ଭୟାବହ ଅଗ୍ନିକାଣ୍ଡ।1