ପ୍ରେସ୍ ବିଜ୍ଞପ୍ତି ୫୧ତମ ଜଗନ୍ନାଥ ନଗର ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠିତ ପ୍ରେସ୍ ବିଜ୍ଞପ୍ତି ୫୧ତମ ଜଗନ୍ନାଥ ନଗର ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠିତ ବରପାଲି, ୧୫/୦୯/୨୦୨୬: ବରପାଲି ଜଗନ୍ନାଥ ନଗରର ୫୧ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ନିମନ୍ତେ ପବିତ୍ର ନୂଆଁଖାଇ ଦିନ ଆଜି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାଟି ପୂଜା କମିଟିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ସର୍ବସମ୍ମତିକ୍ରମେ ଚଳିତ ବର୍ଷର ଦୁର୍ଗାପୂଜା ପାଇଁ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାମାନେ: - ସଭାପତି: ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ - ଉପସଭାପତି: ଶ୍ରୀ ରୋହିତ ବଢ଼ଲ ଶ୍ରୀ ସୁଶାନ୍ତ ଗହୀର - ସାଧାରଣ ସମ୍ପାଦକ: - ଶ୍ରୀ ଯଦୁମଣି ତ୍ରିପାଠୀ - ସହ-ସମ୍ପାଦକ: ଶ୍ରୀ ସଞ୍ଜୟ ଅଗ୍ରୱାଲ ଓ ଶ୍ରୀ କିଶୋର କୁଷ୍ଠା - କୋଷାଧ୍ୟକ୍ଷ: ଶ୍ରୀ ଜିତେନ୍ଦ୍ର ଅଗ୍ରୱାଲ, ଶ୍ରୀ ନେତରାମ ଅଗ୍ରୱାଲ ଓ ଶ୍ରୀ କୈଳାଶ ଅଗ୍ରୱାଲ ଏଥିସହିତ ୨୦ ଜଣିଆ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ମଧ୍ୟ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସଭାରେ ଶ୍ରୀ ମୋତିଲାଲ ଅଗ୍ରୱାଲଙ୍କୁ ଚଳିତ ବର୍ଷର ଦୁର୍ଗାପୂଜାର ପୂଜା କର୍ତ୍ତା ଭାବେ ଚୟନ କରାଯାଇଥିଲା। ଏହାସହିତ ପୂଜାର ସୁଚାରୁ ପରିଚାଳନା ପାଇଁ ବିଭିନ୍ନ ଉପକମିଟି ଗଠନ କରାଯାଇ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସଭାରେ ଆଗାମୀ ଦୁର୍ଗାପୂଜାକୁ ଶୃଙ୍ଖଳିତ, ଭକ୍ତିମୟ ଓ ଆକର୍ଷଣୀୟ ଭାବରେ ଆୟୋଜନ କରିବା ସହ ଜଗନ୍ନାଥ ନଗରବାସୀଙ୍କ ସମସ୍ତଙ୍କ ସହଯୋଗରେ ପୂଜାକୁ ସଫଳ କରିବା ନେଇ ଆଲୋଚନା କରାଯାଇଥିଲା। ଶ୍ରୀ ଯଦୁମଣି ତ୍ରିପାଠୀ ନିର୍ବାଚନ ପରିଚାଳନା କରିଥିବା ବେଳେ ଶ୍ରୀ ଅଜିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରେସ୍ ବିଜ୍ଞପ୍ତି ୫୧ତମ ଜଗନ୍ନାଥ ନଗର ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠିତ ପ୍ରେସ୍ ବିଜ୍ଞପ୍ତି ୫୧ତମ ଜଗନ୍ନାଥ ନଗର ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠିତ ବରପାଲି, ୧୫/୦୯/୨୦୨୬: ବରପାଲି ଜଗନ୍ନାଥ ନଗରର ୫୧ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ନିମନ୍ତେ ପବିତ୍ର ନୂଆଁଖାଇ ଦିନ ଆଜି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାଟି ପୂଜା କମିଟିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ସର୍ବସମ୍ମତିକ୍ରମେ ଚଳିତ ବର୍ଷର ଦୁର୍ଗାପୂଜା ପାଇଁ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାମାନେ: -
ସଭାପତି: ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ - ଉପସଭାପତି: ଶ୍ରୀ ରୋହିତ ବଢ଼ଲ ଶ୍ରୀ ସୁଶାନ୍ତ ଗହୀର - ସାଧାରଣ ସମ୍ପାଦକ: - ଶ୍ରୀ ଯଦୁମଣି ତ୍ରିପାଠୀ - ସହ-ସମ୍ପାଦକ: ଶ୍ରୀ ସଞ୍ଜୟ ଅଗ୍ରୱାଲ ଓ ଶ୍ରୀ କିଶୋର କୁଷ୍ଠା - କୋଷାଧ୍ୟକ୍ଷ: ଶ୍ରୀ ଜିତେନ୍ଦ୍ର ଅଗ୍ରୱାଲ, ଶ୍ରୀ ନେତରାମ ଅଗ୍ରୱାଲ ଓ ଶ୍ରୀ କୈଳାଶ ଅଗ୍ରୱାଲ ଏଥିସହିତ ୨୦ ଜଣିଆ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ମଧ୍ୟ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସଭାରେ ଶ୍ରୀ ମୋତିଲାଲ ଅଗ୍ରୱାଲଙ୍କୁ ଚଳିତ ବର୍ଷର ଦୁର୍ଗାପୂଜାର
ପୂଜା କର୍ତ୍ତା ଭାବେ ଚୟନ କରାଯାଇଥିଲା। ଏହାସହିତ ପୂଜାର ସୁଚାରୁ ପରିଚାଳନା ପାଇଁ ବିଭିନ୍ନ ଉପକମିଟି ଗଠନ କରାଯାଇ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସଭାରେ ଆଗାମୀ ଦୁର୍ଗାପୂଜାକୁ ଶୃଙ୍ଖଳିତ, ଭକ୍ତିମୟ ଓ ଆକର୍ଷଣୀୟ ଭାବରେ ଆୟୋଜନ କରିବା ସହ ଜଗନ୍ନାଥ ନଗରବାସୀଙ୍କ ସମସ୍ତଙ୍କ ସହଯୋଗରେ ପୂଜାକୁ ସଫଳ କରିବା ନେଇ ଆଲୋଚନା କରାଯାଇଥିଲା। ଶ୍ରୀ ଯଦୁମଣି ତ୍ରିପାଠୀ ନିର୍ବାଚନ ପରିଚାଳନା କରିଥିବା ବେଳେ ଶ୍ରୀ ଅଜିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
- ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।1
- ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼1
- 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews1
- ବେଲପାହାଡ଼ ସମଡ଼ା ବଜାର ପଡ଼ାରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Samada BajarPada Belpahad ବେଲପାହାଡ଼ ସମଡ଼ା ବଜାର ପଡ଼ାରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।1
- Post by Ram Shankar Bhoi1
- ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର1
- ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ............. ଭୁବନେଶ୍ୱର ,: ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ....... ଭୁବନେଶ୍ବରରୁ ସୁବୋଧ ସାହୁଙ୍କ ରିପୋର୍ଟ ପି ଏନ ସି1