*ବାଇଟ୍ -୧- ଝିଲି ମାଝି(ଆକ୍ରମଣ ର ଶିକାର ହୋଇଥିବା ଝିଅ)* ଏକୁଟିଆ ଥିବାବେଳେ ଘରେପଶି ଝିଅକୁ ଆକ୍ରମଣ, ଦୃବୃତ୍ତଙ୍କୁ ଆଣି ସସମ୍ମାନେ ଖଲାସ କରିଦେଲା ପୋଲିସ । ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମ ମଙ୍ଗଳା ସାହି ବାସିନ୍ଦା ଗିରିଧାରୀ ମାଝିଁ ଏବଂ ମମତା ମାଝୀଙ୍କ ଝିଅ ଶିଲି ମାଝି ଘରେ ଏକୁଟିଆ ଥିବା ସମୟରେ ଗ୍ରାମର ଚନ୍ଦନ ମଲ୍ଲିକ ଘରେ ପଶି ଆକ୍ରମଣ ସହିତ ଦୁର୍ବ୍ୟବହାର କରିଥିଲେ । ଆକ୍ରମଣରେ ସିଲୀଙ୍କର ହାତ ଆଙ୍ଗୁଠି ଏବଂ ପିଠିରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ବାପା ମାଁ ଏବଂ ସାହିପଡିଶା ଝିଅକୁ ଅଚେତ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଏନେଇ ଭୁବନ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।ମାତ୍ର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଦୁର୍ବୃତ୍ତ ଚନ୍ଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ମନେ କରୁନାହିଁ ଭୁବନ ପୋଲିସ।ସୂଚନାରୁ ଏହା ମଧ୍ୟ ଜଣା ପଡ଼ିଛି,ଚନ୍ଦନ କୁ ଭୁବନ ପୋଲିସ ଥାନାକୁ ଆଣି ମଧ୍ୟ ସସ୍ନମାନେ ଖଲାସ କରିଦେଇଛି । ପକେଟ୍ ଭଲ ଗରମ କରିଥିବା ଜଣାପଡ଼ୁଛି ପୋଲିସ ।ନହେଲେ ଜଣେ ମହିଳାଙ୍କ ଉପରେ ଆକ୍ରମଣ ସହିତ ର୍ଦୁବ୍ୟବହାର ଦଣ୍ଡ କଣ ପୋଲିସ ଷ୍ଟେସନ ରୁ ଖସାଇ ଦେବା । ଏନେଇ ଭୁବନ ପୋଲିସ ଉପରେ ବର୍ଷିଛନ୍ତି ଆକ୍ରମଣ ର ଶିକାର ହୋଇଥିବା ସିଲୀ ଏବଂ ମମତା ।କହିଛନ୍ତି ଭୁବନ ପୋଲିସ ଯଦି ନ୍ୟାୟ ଦେବାକୁ କୁଣ୍ଠାବୋଧ କରିବ ତେବେ ଉପରେ ତ କେହି ଜଣେ ସଚ୍ଚୋଟ ଅଫିସର ଥିବେ ।ଆମେ ତାଙ୍କୁ ଗୁହାରି କରିବୁ ।ତେବେ ଜଣେ ମହିଳାଙ୍କୁ ପୋଲିସ ନ୍ୟାୟ ଦେଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । *ବାଇଟ୍ -୨-ମମତା ମାଝି (ମାଁ)*

- LLLucky LikuDhenkanal Sadar, Odisha😡11 hrs ago
- PNPratap NayakKankadahad, Dhenkanal😢15 hrs ago
- PNPratap NayakKankadahad, Dhenkanal🙏15 hrs ago
- ଢେଙ୍କାନାଳ ସଦର: ଆମ୍ବେଦକର ସେବା ସଙ୍ଗଠନ ପକ୍ଷରୁ ସହରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି // Durga News 24 Odia1
- ଢେଙ୍କାନାଳ ସଦର: ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ୭୫ତମ ସମ୍ବିଧାନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି1
- Post by Raju Rajak1
- ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ll ଢେଙ୍କାନାଳ ll THE NEWS TODAY II1
- ରଥ ଦେଗଡେଇ କଣ୍ଠଶିଳ୍ପୀ ନିହାର ରଞ୍ଜନ ସାଇ ଭଜନ ସଂନ୍ଧ୍ୟା ଢେଙ୍କାନାଳ ଯୋଗାଯୋଗ ଜଗାଭାଇ ନମ୍ବର 82495919331
- RED APPLE 🍏 DJ ଗୁଡିଆକାଟେଣି ବଡ଼ ବାହା ଘର ଢେଙ୍କାନାଳ1
- କହ୍ନେଇ ରଜା କୁଆଡେ ଗଲା କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ସାଇ ଭଜନ ସଂନ୍ଧ୍ୟା ଢେଙ୍କାନାଳ 82495919331
- ଓଡ଼ିଆ ଅସ୍ମିତା ଉପରେ ଜୟଶ୍ରୀ ଧଳ ଙ୍କ ସୁନ୍ଦର ଗୀତ1
- Post by Subhankar Yt1