ଧରାବତରଣ କଲେ ମା’ ଜଗତ ଜନନୀ ଭୁବନ ଅଞ୍ଚଳର 22 ଟି ମଣ୍ଡପରେ ଷଷ୍ଠୀ, ପୂଜା ଆରମ୍ଭ ଭୁବନ, ୨୮।୯ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଧରାବତରଣ କଲେ ଜଗତ ଜନନୀ ମା'ଦୁର୍ଗା। ସେଥ୍ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର। ରବିବାର ୨୮ ତାରିଖରେ ମା' ଦୁର୍ଗାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇ ମୃଣ୍ମୟୀ ମୃତ୍ତି ପୂଜା ସନ୍ଧ୍ୟାରୁ ଆରମ୍ଭ ହୋଇ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଚାଲୁରହିଛି ।ଭୁବନ ସହରର ସମସ୍ତ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମାରେ କାରିଗର ତୁଳୀର ଶେଷ ସ୍ପର୍ଶ ଅପରାହ୍ନରେ ଦେଇସାରିଛି। ସେହିପରି ମଣ୍ଡପରେ ରଙ୍ଗୀନ ଆଲୋକମାଳା ଓ ଫୁଲରେ ସାଜସଜ୍ଜା ମଧ୍ୟ କରାଯାଇଛି। ପୂଜା କମିଟିର କର୍ମକର୍ତ୍ତା ପୂଜା ପାଇଁ ସମସ୍ତ ପ୍ରସ୍ତୁତିସାରିଲେଣି। ମା' ଦୁର୍ଗାଙ୍କୁ କିଛି ମଣ୍ଡପରେ ଚାନ୍ଦିର ଆଭୂଷଣରେ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଛି। ମା' ଦୁର୍ଗାଙ୍କ ସମେତ ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ଷିକ ପ୍ରମୁଖ ପାର୍ଶ୍ଵ ଦେବାଦେବୀଙ୍କ ସାଜସଜ୍ଜା ଅତିଚିତ୍ତାକର୍ଷକ ହୋଇଛି। ଭୁବନ ସହରର ଅନେକ ଘରୁଆ ପୂଜା ମଣ୍ଡପରେ ମଧ୍ୟ ମା' ଦୁର୍ଗାଙ୍କୁ ଅତି ସୁନ୍ଦର ଭାବେ ସାଜସଜ୍ଜା କରି ସାରିଲେଣି। ସହରର ଅତି ପ୍ରାଚୀନ ୧୯୪୫ କୁହାଯାଉଥିବା ବନଦୁର୍ଗା ୧୯୭୧ ଦେଶଦୁର୍ଗା୧୯୯୯ ହର ପାର୍ବତୀ 2000ରେ ସେନ ସାହି ହରଗୌରୀ 2001 ର ନୂଆଭୁବନ ଓ ବାଜିଛକ 2002 କ୍ଲାସିକ କ୍ଲବ , ହାଟୁଆ ବଣିକ ସଂଘ, ପୋଥାଳ ସାହି , ବିଘ୍ନ ମହାନ୍ତି ଛକ, ନୂଆ ଭୁବନ ମଝୀ ସାହିରେ ପୂଜା ଆରମ୍ଭ ହୋଇଯାଇଛି। ବିଧି ମୁତାବକ ରୀତିରୀତିରେ ପୂଜା କରାଯାଉଥିବାରୁ ସେଠାରେ ମା'ଙ୍କ ଆଭୂଷଣ ମଧ୍ୟ ଅତି ସୌନ୍ଦର୍ଯ୍ୟ ଭାବେ ସାଜସଜ୍ଜା କରାଯାଇଛି। ରବିବାର ଷଷ୍ଠୀ ସନ୍ଧ୍ୟାରେ ବେଲବରଣୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହିପରି ଭୁବନ ବ୍ଲକର 9 ଟି ସ୍ଥାନରେ ପୂଜା ଆରମ୍ଭ ହୋଇଯାଇଛି।୫୭ବର୍ଷରେ ଅନଳ ୧ମ ବର୍ଷ ପଳାଶ ପିଠିଆ । ଭୁବନ ବ୍ଲକର ସର୍ବପୁରାତନ ଅନୁଷ୍ଠାନ କହିଲେ ଅନଳ ଦୁର୍ଗାପୂଜା ପ୍ରତିଷ୍ଠାନ ଏଠାରେ ୫୭ ବର୍ଷ ଧରି ପୂଜା ପାଉଛନ୍ତି ମା ଦୁର୍ଗା। ୧୯୬୯ ମସିହାରୁ ଆରମ୍ଭ ହୋଇଥିଲା । ୪୮ ବର୍ଷରେ ଜିରାଳ ଦୁର୍ଗା ପୂଜା ଭୁବନ ବ୍ଲକ ର ଜିରାଳ ଚଣ୍ଡି ମନ୍ଦିର ପରିସରରେ ୧୯୭୮ ମସିହାରେ ଆରମ୍ଭ ହୋଇଥିଲା। ୩୫ ବର୍ଷରେ ଦୀଘି ଦୁର୍ଗା ପୂଜା ଭୁବନ ବ୍ଲକର ଦୀଘିର ପଶ୍ଚିମ ସାହିରେ ୧୯୯୧ ମସିହାରେ ଆରମ୍ଭ ହୋଇଥିଲା। ଏକତାଳି ଓ ମୃଦଙ୍ଗା 32 ବର୍ଷ ରେ ପହଁଞ୍ଚିଛି...ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମର କ୍ଷତ୍ରିୟ ସାହି । ୩୦ ବର୍ଷରେ ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହିଁପୁର ଗ୍ରାମରେ ୧୯୯୫ ମସିହାରେ ଆରମ୍ଭ କରିଥିଲେ ୨୬ ବର୍ଷରେ କୁଣ୍ଡା ଦୁର୍ଗାପୂଜା ...ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୀମାନ୍ତରେ ଥିବା ଢେଙ୍କାନାଳ ଜିଲ୍ଲା ମୃଦଙ୍ଗା ପଞ୍ଚାୟତର କୁଣ୍ଡା ଗ୍ରାମରେ ୨୬ ବର୍ଷ ହେଲା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ପ୍ରଥମଥର ପାଇଁ ପଳାଶପିଠିଆ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି । ଯାହାର ମଙ୍ଗ ଧରିଛନ୍ତି ପ୍ରତ୍ୟୁଷ କୁଅଁର, ।

- ରାମେଶ୍ବରପୁର ଓଭର ବ୍ରିଜ ନିକଟରେ ଟ୍ରେନ ରେ କଟି ଜଣେ ଯୁବକ ମୃତ। ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଟାଉନ ଥାନା ବାଜିଚୌକ ନିକଟ ରାମେଶ୍ବରପୁର ଓଭର ବ୍ରିଜ ନିକଟ ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀରାମ ସାହୁଙ୍କ ପୁଅ ମନ ସାହୁ ବୋଲି ଜଣାପଡିଛି। କେଉଁ କାରଣରୁ ଟ୍ରେନରେ କଟି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। #fbpost2025シfbpost2025シ #postviralシfypシ゚viralシal #fblifestylechallenge #highlights2025 #fbpost2025シ #dhenkanal #facebookreelsviral #trendingpost Dhenkanal News DHENKANAL NEWS Dhenkanal Municipality1
- Post by Anwar ali khan1
- ଭୁବନେଶ୍ୱର ରେ ବଡ଼ ଟ୍ରକ୍ ACCIDENT, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଘ. ରେ ଜାତୀୟ ରାଜପଥ ୧୬ ରେ ବରମୁଣ୍ଡା ରୁ ଫ୍ଲାଇଓଭର ଦେଇ କିଛି ଦୂର ରେ ଏହି ଘଟଣା ଘଟିଥିଲା1
- Post by User5115 Susanta Kumar Pattnaik1
- ଜମି ପାଇଁ ଟାଟା ବିରୁଦ୍ଧରେ ଥାନା ଘେରାଉ କଲେ ଗ୍ରାମ ବାସି3
- ବାଙ୍ଗାଲୋର ଯାତ୍ରା ପାର୍ଟି ହଟହଟା1
- Post by Mangu Mallik1