Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l
BINKA KHABAR
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l
More news from ଓଡ଼ିଶା and nearby areas
- ଜାତୀୟ ରାଜପଥ ୫୭ ଅବରୋଧ1
- ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ବରଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦ କୁ ମନୋନୀତ କରାଯାଇଛି। ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଆପ୍ ର ଏହି ମନୋନୟନ ପ୍ରକ୍ରିୟା ରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭା ର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭା ର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଳା ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର,ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ,ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ,ମମତା ବେହେରା,ସୁବଳ ପ୍ରଧାନ,ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ।1
- ବର୍ଷାରେ ଭାଙ୍ଗିଗଲା ଶହ ଶହ ଘର, ବଡ଼ ସମସ୍ୟାରେ ଥିଲେ ଚକରକେନ୍ଦ ଗାଁ ଲୋକେ, ବର୍ଷାରେ ଭାଙ୍ଗିଗଲା ଶହ ଶହ ଘର, ବଡ଼ ସମସ୍ୟାରେ ଥିଲେ ଚକରକେନ୍ଦ ଗାଁ ଲୋକେ, ପ୍ରଶାସନ ଅଧିକାରୀଙ୍କୁ ଧରି ପହଁଚିଲେ ବରଗଡ଼ ବିଧାୟକ..ଦେଖନ୍ତୁ.....1
- ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।3
- 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews1
- ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି। ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।1
- ଜଳାଧାର ଅବରୋଧ ଚାଷୀଙ୍କୁ ଅଡୁଆ1
- କାହିଁକି_ଆକ୍ସନ_ନେଲା_ପ୍ରଶାସନ #ସିଲ୍_କଲା_ଘରୋଇ_ନର୍ସିଂହୋମ୍ବଡ ଆକ୍ସନ ନେଲେ #କାହିଁକି_ଆକ୍ସନ_ନେଲା_ପ୍ରଶାସନ #ସିଲ୍_କଲା_ଘରୋଇ_ନର୍ସିଂହୋମ୍ ବଡ ଆକ୍ସନ ନେଲେ ବରଗଡ ଜିଲ୍ଲାପାଳ । ଜିଲ୍ଲାର ବିଜେପୁରରେ ଥିବା ଘରୋଇ ନର୍ସିଂହୋମ୍ - ଅମୃତଧାରା କୁ ତହସିଲଦାର ଓ ପୋଲିସ୍ ସିଲ୍ କରିଛନ୍ତି । ତେବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ହସ୍ପିଟାଲ୍ ମାଲିକ । ଶୁଣନ୍ତୁ ....1
- 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate1