ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ତୋରା ଯୁକ୍ତ ଦୁଇ ମହାବିଦ୍ୟାଳୟର ମିଳିତ କାର୍ଯ୍ୟକ୍ରମ ବରିଷ୍ଠ ହତାଦର ସଚେତନତା ସଭା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ତୋରା ଯୁକ୍ତ ଦୁଇ ମହାବିଦ୍ୟାଳୟର ମିଳିତ କାର୍ଯ୍ୟକ୍ରମ ବରିଷ୍ଠ ହତାଦର ସଚେତନତା ସଭା ବରଗଡ଼ ତା: ୦୧.୦୮.୨୦୨୬ ଆଜି ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ତୋରା ଯୁକ୍ତ ଦୁଇ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବରିଷ୍ଠ ହତାଦର ସଚେତନତା ସଭାରେ ଘରେ ଥିବା ବୃଦ୍ଧ ପିତା ମାତା ଙ୍କୁ କିପରି ସମ୍ମାନ ଦେଇ ଆଦର ଯତ୍ନରେ ଲାଳନପାଳନ କରାଯାଏ ଏବଂ ଏହିପରି ଆଦରରେ ରଖିଲେ ବୃଦ୍ଧା ଶ୍ରମ ର ଆବଶ୍ୟକତା ପଡ଼ିବ ନାହିଁ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ପୂର୍ବରୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟର ସମ୍ମୁଖରେ ମୁରୁଜ ପକାଇ ଅତିଥି ମାନଙ୍କୁ ଚନ୍ଦନ ପୁଷ୍ପ ତଥା ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସମଲେଶ୍ଵରୀ ଦେବୀ ଓ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ, ପୂଜାର୍ଚ୍ଚନା ଓ ସ୍ୱାଗତ ସଂଗୀତ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମଞ୍ଚାସିନ ଉପସଭାପତି ଗୌନ୍ତିଆ ସାହୁ, ନିର୍ମଳ କିଶୋର କର, ସଂପାଦକ ଗୋବିନ୍ଦ ଦାଶ, ଉପଦେଷ୍ଟା ଗୌର ଚନ୍ଦ୍ର କର, ଅଧ୍ୟକ୍ଷ ଶ୍ରୀରାମ କର, ଚନ୍ଦ୍ରଶେଖର ସାହୁ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରତିପାଦିତ କରିଥିଲେ । ଏହି ଅବସରରରେ ଜିଲ୍ଲା ସଂଘ କର୍ମକର୍ତ୍ତା କଲେଜ ଅଧ୍ୟକ୍ଷ ଶ୍ରୀ ଶ୍ରୀରାମ କରଙ୍କୁ ସ୍ମୃତିଚିହ୍ଣ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଦୁଇ ଶହ ଛାତ୍ର ଛାତ୍ରୀ ଓ କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ I ଅନ୍ୟ ଅତିଥି ମାନେ ହେଲେ ସର୍ବଶ୍ରୀ ସୌକିଲାଲ ତ୍ରିପାଠୀ, ଆନନ୍ଦ ପ୍ରଧାନ, ପଞ୍ଚାନନ ପଣ୍ଡା, ଦେବୀ ପ୍ରସାଦ ପଟ୍ଟନାୟକ, ପ୍ରଦୀପ ସାହୁ,ଡୋଲାମଣି ଶତପଥୀ, ମୁହୁରିଆ ପ୍ରଧାନ, ଭେଡେନ ବ୍ଲକ ସଂଘରୁ ସଭାପତି ଗୋବିନ୍ଦ ଶତପଥି ଓ କୋଷାଧକ୍ଷ ଖଗେଶ୍ୱର ପ୍ରଧାନ ଆହୁରି ଅନେକ ଯୋଗ ଦେଇଥିଲେ । ପରିଶେଷ ରେ ଇଂରାଜୀ ଅଧ୍ୟାପକ ଛବି ଲାଲ ବାବୁ ଧନ୍ୟବାଦ ଅର୍ପଣ କଲେ I
ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ତୋରା ଯୁକ୍ତ ଦୁଇ ମହାବିଦ୍ୟାଳୟର ମିଳିତ କାର୍ଯ୍ୟକ୍ରମ ବରିଷ୍ଠ ହତାଦର ସଚେତନତା ସଭା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ତୋରା ଯୁକ୍ତ ଦୁଇ ମହାବିଦ୍ୟାଳୟର ମିଳିତ କାର୍ଯ୍ୟକ୍ରମ ବରିଷ୍ଠ ହତାଦର ସଚେତନତା ସଭା ବରଗଡ଼ ତା: ୦୧.୦୮.୨୦୨୬ ଆଜି ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଓ ତୋରା ଯୁକ୍ତ ଦୁଇ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବରିଷ୍ଠ ହତାଦର ସଚେତନତା ସଭାରେ ଘରେ ଥିବା ବୃଦ୍ଧ ପିତା ମାତା ଙ୍କୁ କିପରି ସମ୍ମାନ ଦେଇ ଆଦର ଯତ୍ନରେ ଲାଳନପାଳନ କରାଯାଏ ଏବଂ ଏହିପରି ଆଦରରେ ରଖିଲେ ବୃଦ୍ଧା ଶ୍ରମ ର ଆବଶ୍ୟକତା ପଡ଼ିବ ନାହିଁ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହା ପୂର୍ବରୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟର ସମ୍ମୁଖରେ ମୁରୁଜ ପକାଇ ଅତିଥି ମାନଙ୍କୁ ଚନ୍ଦନ ପୁଷ୍ପ ତଥା ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସମଲେଶ୍ଵରୀ ଦେବୀ ଓ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ, ପୂଜାର୍ଚ୍ଚନା ଓ ସ୍ୱାଗତ ସଂଗୀତ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମଞ୍ଚାସିନ ଉପସଭାପତି ଗୌନ୍ତିଆ ସାହୁ, ନିର୍ମଳ କିଶୋର କର, ସଂପାଦକ ଗୋବିନ୍ଦ ଦାଶ, ଉପଦେଷ୍ଟା ଗୌର ଚନ୍ଦ୍ର କର, ଅଧ୍ୟକ୍ଷ ଶ୍ରୀରାମ କର, ଚନ୍ଦ୍ରଶେଖର ସାହୁ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରତିପାଦିତ କରିଥିଲେ । ଏହି ଅବସରରରେ ଜିଲ୍ଲା ସଂଘ କର୍ମକର୍ତ୍ତା କଲେଜ ଅଧ୍ୟକ୍ଷ ଶ୍ରୀ ଶ୍ରୀରାମ କରଙ୍କୁ ସ୍ମୃତିଚିହ୍ଣ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଦୁଇ ଶହ ଛାତ୍ର ଛାତ୍ରୀ ଓ କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ I ଅନ୍ୟ ଅତିଥି ମାନେ ହେଲେ ସର୍ବଶ୍ରୀ ସୌକିଲାଲ ତ୍ରିପାଠୀ, ଆନନ୍ଦ ପ୍ରଧାନ, ପଞ୍ଚାନନ ପଣ୍ଡା, ଦେବୀ ପ୍ରସାଦ ପଟ୍ଟନାୟକ, ପ୍ରଦୀପ ସାହୁ,ଡୋଲାମଣି ଶତପଥୀ, ମୁହୁରିଆ ପ୍ରଧାନ, ଭେଡେନ ବ୍ଲକ ସଂଘରୁ ସଭାପତି ଗୋବିନ୍ଦ ଶତପଥି ଓ କୋଷାଧକ୍ଷ ଖଗେଶ୍ୱର ପ୍ରଧାନ ଆହୁରି ଅନେକ ଯୋଗ ଦେଇଥିଲେ । ପରିଶେଷ ରେ ଇଂରାଜୀ ଅଧ୍ୟାପକ ଛବି ଲାଲ ବାବୁ ଧନ୍ୟବାଦ ଅର୍ପଣ କଲେ I
- #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ ଜୁଆନ୍ କବି - ମନୋରଞ୍ଜନ ଲୁହା ....& କବିୟତ୍ରୀ ଜ୍ୟୋତି ଲିନା ପଣ୍ଡା....1
- ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଦିନ୍ ପାଳନ *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ* ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି,୦୧/୦୮/୨୦୨୬ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଦିନ୍ ପାଳନ (ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ମିଳନୀ) ଭିତ୍ତିକ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ଭାବେ କବି ସୁବାସ ଚନ୍ଦ୍ର ଭୁଏ ଯୋଗ ଦେଇ ଆମ ପଶ୍ଚିମାଞ୍ଚଳର ଭାଷା ସମ୍ବଲପୁରୀ ସାହିତ୍ୟର ମାର୍ମିକ ଉପସ୍ଥାପନା କରିବା ସହ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର,ନୀଳ ମାଧବ ପାଣିଗ୍ରାହୀ, ପଦ୍ମଶ୍ରୀ ଲୋକ କବି ହଲଧର୍ ନାଗ,ପ୍ରୟାଗ ଦତ୍ତ ଯୋଶୀ ପ୍ରଭୃତି ମହାରଥି ମାନଙ୍କର ସ୍ମୃତି ଚାରଣ କରିଥିଲେ।ସଂସ୍କୃତିର ଅନ୍ତନିହିତ ବାସ୍ତବତା ଯାହା ଧୀରେ ଧୀରେ ଲୁକ୍କାଇତ ହୋଇଯାଉଛି ସେ ସବୁ ପ୍ରସଙ୍ଗକୁ କେନ୍ଦ୍ରକରି ଛାତ୍ରୀ ମାନଙ୍କସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟାପିକା ପିଙ୍କି ବାରିକ୍ ଅତିଥି ସ୍ୱାଗତ କରିଥିବା ବେଳେ ସହକର୍ମୀ ଶଶାଙ୍କ ଶେଖର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମା ସମଲେଶ୍ୱରୀଙ୍କ ପାଖରେ ଦ୍ଵୀପ ପ୍ରଜ୍ବଳନ ହେବା ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।ସମ୍ବଲପୁରୀ ଗୀତ ବାଦ୍ୟ ସହ ଆରିସା,କାକରା, ମଣ୍ଡା,ଚାଉଳ ବରା,ପକୁଡ଼ି,ପ୍ରଭୃତି ଖାଦ୍ୟ ଗ୍ରହଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ରେମ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଧ୍ୟାପକ ନେପାଲ ବିଶ୍ୱାଲ ଅଧ୍ୟାପିକା ଜ୍ୟୋତି ସାହୁ ,ପୁନମ ସାହୁ,ସସ୍ମିତା ମେହେର,ମନୀଷା ଭୋଇ,ଶୋଭାବତୀ ଥପା,ପରିଣୀତା ପଧାନ, ଯାଜ୍ଞସେନି ପଟେଲ ସହକର୍ମୀ ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।3
- ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ1
- 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews1
- Grand Sambalpuri Din 2026 Celebrated in Jharsuguda; Dipali Das Joins Shobha Yatra ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଝାରସୁଗୁଡ଼ାବାସୀଙ୍କ ମିଳିତ ଆନୁକୂଲ୍ୟରେ ୧ ଅଗଷ୍ଟରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ୮ମ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସାମିଲ ହୋଇଥିଲେ। ମଙ୍ଗଳ ବଜାର ଅଡିଟୋରିୟମ୍/ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବଲପୁରୀ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଉତ୍ସର୍ଗ କରାଯାଇଥିଲା। #SambalpuriDin2026 #Jharsuguda #DipaliDas #PaschimanchalEkataManch #Sambalpuri #OdishaNews #BreakingNews1
- ବରପାହାଡ଼ ଖୋଲ ଚେକ ଡେମ ନିର୍ମାଣ ରେ ହୋଇଥିବା ନିମ୍ନମାନର କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ #rishitv #checkdam #ranger #forestdeparment #subarnapur #sonepur #cmoodisha #village #menda #highlight #trendingpost ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହମଣୀପାଲି ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...1
- ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା1
- ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ବରଗଡ଼ : ବରଗଡ଼ ତା.୦୧/୦୮/୨୦ ୨୬ ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।1