logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯାଜପୁର ଜିଲ୍ଲା. ଧର୍ମଶାଳା ନିର୍ବାଚନ ମଣ୍ଡଳୀ. ବାରବାଟି ପଚାୟତ ର ଭଗତପୁର ଗ୍ରାମ. ପୁର୍ବ ସରକାର ସମୟରେ ଯେଉଁ ମାନେ ବାଲିଘାଟ ଚାଲିବାକୁ ବିରୋଧ କରୁଥିଲେ ଏବେର ସରକାର ସମୟରେ ସେଇମାନେ ସେଆର ରହି ଗ୍ରାମବାସୀ ଙ୍କୁ ବିପଦ ରେ ପକେଇ ବାଲିଘାଟ ଚଲେଇବା ପାଇଁ ଜିଦ ଧରିଛନ୍ତି 😔

2 hrs ago
user_Subhrajeet mallik
Subhrajeet mallik
Taxi Driver ଧର୍ମଶାଳା, ଯାଜପୁର, ଓଡ଼ିଶା•
2 hrs ago

ଯାଜପୁର ଜିଲ୍ଲା. ଧର୍ମଶାଳା ନିର୍ବାଚନ ମଣ୍ଡଳୀ. ବାରବାଟି ପଚାୟତ ର ଭଗତପୁର ଗ୍ରାମ. ପୁର୍ବ ସରକାର ସମୟରେ ଯେଉଁ ମାନେ ବାଲିଘାଟ ଚାଲିବାକୁ ବିରୋଧ କରୁଥିଲେ ଏବେର ସରକାର ସମୟରେ ସେଇମାନେ ସେଆର ରହି ଗ୍ରାମବାସୀ ଙ୍କୁ ବିପଦ ରେ ପକେଇ ବାଲିଘାଟ ଚଲେଇବା ପାଇଁ ଜିଦ ଧରିଛନ୍ତି 😔

More news from Cuttack and nearby areas
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    3 hrs ago
  • ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ପରିବାର ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ସେବା କେନ୍ଦ୍ରକୁ ଉଦଘାଟନ କଲେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂହ #LatestNews #UpdateNews #apanankakhabara #jagatsinghpur #news #cuttack #OdishaNews #Odisha
    1
    ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ପରିବାର ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ସେବା କେନ୍ଦ୍ରକୁ ଉଦଘାଟନ କଲେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂହ #LatestNews #UpdateNews #apanankakhabara #jagatsinghpur #news #cuttack #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    1 hr ago
  • କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା ଓ ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।
    1
    କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା  ଓ ଗୋମାତାଙ୍କୁ  ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • ସରଳା -ଭାଗିରଥି ଟ୍ରଷ୍ଟର ବାର୍ଷିକଉତ୍ସଵ ସ୍ଥାନୀୟ ସୋରାଜ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି
    1
    ସରଳା -ଭାଗିରଥି ଟ୍ରଷ୍ଟର ବାର୍ଷିକଉତ୍ସଵ ସ୍ଥାନୀୟ ସୋରାଜ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି
    user_ବିଜୟ କୁମାର ପଣ୍ଡା, ସାମ୍ବାଦିକ, କ
    ବିଜୟ କୁମାର ପଣ୍ଡା, ସାମ୍ବାଦିକ, କ
    କଟକ ସଦର, କଟକ, ଓଡ଼ିଶା•
    14 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଯଦି ତୁମ କାନରେ ଚୁଟି ଅଛି ତେବେ ଜାଣନ୍ତୁ ଏହି ସବୁ ଗୁପ୍ତ କଥା #LatestNews #UpdateNews #apanankakhabara #news #OdishaNews #Odisha
    1
    ଯଦି ତୁମ କାନରେ ଚୁଟି ଅଛି ତେବେ ଜାଣନ୍ତୁ ଏହି ସବୁ ଗୁପ୍ତ କଥା #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    5 hrs ago
  • ଗଞ୍ଜେଇ ଚିଲମ ଦେ ନହେଲେ ମୁଣ୍ଡ ଗଡେଇ ଦେବି। କାକଟପୁରରେ ଦିନ ଦ୍ୱିପ୍ରହରରେ ଗୁଣ୍ଡାରାଜ୍। କାଚ ବୋତଲ ଧରିଲେ ଭୂସି ଦେବାକୁ ଧମକ ଦେଲେ ଯୁବକ। ଗଞ୍ଜେଇ ଚିଲମ ଦେ ନହେଲେ ମୁଣ୍ଡ ଗଡେଇ ଦେବି। କାକଟପୁରରେ ଦିନ ଦ୍ୱିପ୍ରହରରେ ଗୁଣ୍ଡାରାଜ୍। କାଚ ବୋତଲ ଧରିଲେ ଭୂସି ଦେବାକୁ ଧମକ ଦେଲେ ଯୁବକ।
    1
    ଗଞ୍ଜେଇ ଚିଲମ ଦେ ନହେଲେ ମୁଣ୍ଡ ଗଡେଇ ଦେବି। କାକଟପୁରରେ ଦିନ ଦ୍ୱିପ୍ରହରରେ ଗୁଣ୍ଡାରାଜ୍। କାଚ ବୋତଲ ଧରିଲେ ଭୂସି ଦେବାକୁ ଧମକ ଦେଲେ ଯୁବକ।  ଗଞ୍ଜେଇ ଚିଲମ ଦେ ନହେଲେ ମୁଣ୍ଡ ଗଡେଇ ଦେବି। କାକଟପୁରରେ ଦିନ ଦ୍ୱିପ୍ରହରରେ ଗୁଣ୍ଡାରାଜ୍। କାଚ ବୋତଲ ଧରିଲେ ଭୂସି ଦେବାକୁ ଧମକ ଦେଲେ ଯୁବକ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର କାର୍ଯ୍ୟ ହୋଇଥିବାର ଅଭିଯୋଗ Sub -ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର ହୋଇଛି ଏହାର ଏକ ଉଦାହରଣ ହିନ୍ଦୋଳ N. A. C ରେ 1ନମ୍ବର ୱର୍ଡ ଅଙ୍ଗନବାଡି, ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା କିନ୍ତୁ ବିଡମ୍ବନା ର ବିଷୟ ଛାତ ଫାଟି ଆଁ କଲାଣି ଛାତରୁ ରଡ଼ ପଡ଼ିଲାଣି ସେଥିପାଇଁ ଅଭିଭାବକ ମାନେ ପିଲା ମାନଙ୍କୁ ଅଙ୍ଗନବାଡି କୁ ଛାଡିବାକୁ ଭୟ କଲେଣି, ଏ ବିଷୟ ରେ CDPO ଙ୍କୁ ପଚାରିବାରୁ ସେ ଏବିଷୟରେ କିଛି କହି ପାରିବେନି ବୋଲି ସିଧା ସଳଖ ମନା କରିଥିଲେ ଏବଂ ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା ସହ ଦୁବ୍ୟବହାର ମାଧ୍ୟ କରିବାକୁ ପଛେଇନଥିଲେ, ସରକାର ଛୋଟ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଉନୟନ କାର୍ଯ୍ୟ କରୁଛନ୍ତି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ଟି ମରାମତି ନ ହେବାରୁ ଗାଁ ରେ ଚର୍ଚ୍ଚା ଜୋର ଧରିଛି, ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ର ଦୃଷ୍ଟି କେବେ ପଡୁଛି ଏବଂ କଣ କାଯ୍ୟନୁଷ୍ଠାନ ନେଉଛନ୍ତି, ହୋନ୍ଦୋଳ ରୁ ସଂଗ୍ରାମ କେଶରୀ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଓଡିଶା
    2
    ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର କାର୍ଯ୍ୟ ହୋଇଥିବାର ଅଭିଯୋଗ 
Sub -ଢେଙ୍କାନାଳ ହିନ୍ଦୋଳ ସବଡ଼ିଭିଜନ ରେ ଥିବା ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର ହୋଇଛି ଏହାର ଏକ ଉଦାହରଣ ହିନ୍ଦୋଳ N. A. C ରେ 1ନମ୍ବର ୱର୍ଡ ଅଙ୍ଗନବାଡି, ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା କିନ୍ତୁ ବିଡମ୍ବନା ର ବିଷୟ ଛାତ ଫାଟି ଆଁ କଲାଣି ଛାତରୁ ରଡ଼ ପଡ଼ିଲାଣି ସେଥିପାଇଁ ଅଭିଭାବକ ମାନେ ପିଲା ମାନଙ୍କୁ ଅଙ୍ଗନବାଡି କୁ ଛାଡିବାକୁ ଭୟ କଲେଣି,  ଏ ବିଷୟ ରେ   CDPO ଙ୍କୁ ପଚାରିବାରୁ ସେ ଏବିଷୟରେ କିଛି କହି ପାରିବେନି ବୋଲି ସିଧା ସଳଖ ମନା କରିଥିଲେ ଏବଂ ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇବା ସହ ଦୁବ୍ୟବହାର ମାଧ୍ୟ କରିବାକୁ ପଛେଇନଥିଲେ, ସରକାର ଛୋଟ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଉନୟନ କାର୍ଯ୍ୟ କରୁଛନ୍ତି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ଟି ମରାମତି ନ ହେବାରୁ ଗାଁ ରେ ଚର୍ଚ୍ଚା ଜୋର ଧରିଛି, ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ର ଦୃଷ୍ଟି କେବେ ପଡୁଛି ଏବଂ କଣ କାଯ୍ୟନୁଷ୍ଠାନ ନେଉଛନ୍ତି,
ହୋନ୍ଦୋଳ ରୁ ସଂଗ୍ରାମ କେଶରୀ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଓଡିଶା
    user_Litan Kumar Senapati
    Litan Kumar Senapati
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.