logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର, ୦୬।୦୧(ରାମ ଶଙ୍କର ଭୋଇ): ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ପବ୍ଲିକ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କୁ ସ୍ବାଗତ ଓ ପୂର୍ବରୁ କାର୍ଯ୍ୟରତ ପବ୍ଲିକ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ସଭା ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଭାରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର,ପବ୍ଲିକ ପ୍ରୋଷିକ୍ୟୁଟର ମ୍ୟାଡମଙ୍କ ସମେତ ନବ ନିଯୁକ୍ତ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ଓ ପୂର୍ବରୁ କାର୍ଯ୍ୟରତ ପବ୍ଲିକ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଓକିଲ ଉପସ୍ଥିତ ଥିଲେ ।

2 days ago
user_Ram Shankar Bhoi
Ram Shankar Bhoi
Journalist Sonapur, Sonepur•
2 days ago

ସୁବର୍ଣ୍ଣପୁର, ୦୬।୦୧(ରାମ ଶଙ୍କର ଭୋଇ): ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ପବ୍ଲିକ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କୁ ସ୍ବାଗତ ଓ ପୂର୍ବରୁ କାର୍ଯ୍ୟରତ ପବ୍ଲିକ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ସଭା ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଭାରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର,ପବ୍ଲିକ ପ୍ରୋଷିକ୍ୟୁଟର ମ୍ୟାଡମଙ୍କ ସମେତ ନବ ନିଯୁକ୍ତ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ଓ ପୂର୍ବରୁ କାର୍ଯ୍ୟରତ ପବ୍ଲିକ ପ୍ରୋଷିକ୍ୟୁଟର, ସହକାରୀ ପ୍ରୋଷିକ୍ୟୁଟର ଓ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଓକିଲ ଉପସ୍ଥିତ ଥିଲେ ।

More news from Sonepur and nearby areas
  • ଟାୱାର ଉପରେ ଯୁବକ ନାକେଦମ ଦମକଳ ବାହିନୀ କର୍ମଜର୍ତ୍ତା ଓ ସ୍ଥାନୀୟ ଲୋକ l ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ l ସହର ର ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଟାୱାରରେ ସୁନାରିପଡା ର ଯୁବକ ସୁମିତ ସାହୁ ଚଢ଼ି ଯାଇଥିବାବେଳେ ଆଉ ଓହ୍ଲଉ ନାହାନ୍ତି l ଖବର ପାଇ ଦମକଳ ବାହିନୀ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଯେତେ ବୁଝା ସୁଝା କରୁଥିଲେବି ସୁମିତ ଶୁଣୁ ନଥିବା କି ତଳକୁ ଓହ୍ଲାଉ ନଥିବା ଦେଖିବାକୁ ମିଳିଛି l ତେବେ ସୁମିତ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି l ତେବେ ସୁମିତ କାହିଁକି ଟାୱାର ଉପରେ ଚଢ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l
    1
    ଟାୱାର ଉପରେ ଯୁବକ ନାକେଦମ ଦମକଳ ବାହିନୀ କର୍ମଜର୍ତ୍ତା ଓ ସ୍ଥାନୀୟ ଲୋକ l ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ l ସହର ର ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଟାୱାରରେ ସୁନାରିପଡା ର ଯୁବକ ସୁମିତ ସାହୁ ଚଢ଼ି ଯାଇଥିବାବେଳେ ଆଉ ଓହ୍ଲଉ ନାହାନ୍ତି l ଖବର ପାଇ ଦମକଳ  ବାହିନୀ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଯେତେ ବୁଝା ସୁଝା କରୁଥିଲେବି ସୁମିତ ଶୁଣୁ ନଥିବା କି ତଳକୁ ଓହ୍ଲାଉ ନଥିବା ଦେଖିବାକୁ ମିଳିଛି l ତେବେ ସୁମିତ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି l ତେବେ ସୁମିତ କାହିଁକି ଟାୱାର ଉପରେ ଚଢ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    1 hr ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ ବୈଠକରେ  ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ଆଗାମୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଏହି ପ୍ରସ୍ତୁତି ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ଓ ଆଲୋଚନା ଅନୁଯାୟୀ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଆଲୋଚନା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଯେଉଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଆୟୋଜନ ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି, ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ ଦାୟିତ୍ଵ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବେଣୁଧର ଦାଶ, ସମାଜସେବୀ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ/ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ବୃନ୍ଦ,ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
    3
    ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ଆଗାମୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଏହି ପ୍ରସ୍ତୁତି ବୈଠକରେ  ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ଓ ଆଲୋଚନା ଅନୁଯାୟୀ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଆଲୋଚନା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଯେଉଁ  ଅଧିକାରୀମାନଙ୍କୁ ଆବଶ୍ୟକୀୟ ଆୟୋଜନ ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି, ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ ଦାୟିତ୍ଵ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,  ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବେଣୁଧର ଦାଶ, ସମାଜସେବୀ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ/ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ବୃନ୍ଦ,ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
    user_Premananda Naik
    Premananda Naik
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    53 min ago
  • #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆ ରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ବିଦ୍ୟାସାଗର ( ମହିଳା) କ୍ରିକେଟ ଏକାଡେମି ର ଅଧିନାୟିକା ସୋନିଆ କୁମାରୀ ଙ୍କ ସହ ପୀତାମ୍ବର ସାହୁ ଙ୍କ ସ୍ଵତନ୍ତ୍ର ସାକ୍ଷାତକାର
    1
    #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆ ରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ବିଦ୍ୟାସାଗର ( ମହିଳା) କ୍ରିକେଟ ଏକାଡେମି ର ଅଧିନାୟିକା ସୋନିଆ କୁମାରୀ ଙ୍କ ସହ ପୀତାମ୍ବର ସାହୁ ଙ୍କ ସ୍ଵତନ୍ତ୍ର ସାକ୍ଷାତକାର
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ସରସରା ପୋଷ୍ଟ ଅଫିସରେ ଲକ୍ଷାଧିକ ଅର୍ଥ ହେରଫେର, 57ନ ଜାତୀୟ ରାଜପଥ ଅବରୋଧ କଲେ ଜମାକାରୀ
    1
    ସରସରା ପୋଷ୍ଟ ଅଫିସରେ ଲକ୍ଷାଧିକ ଅର୍ଥ ହେରଫେର, 57ନ ଜାତୀୟ ରାଜପଥ ଅବରୋଧ କଲେ ଜମାକାରୀ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    2 hrs ago
  • ଉଠିବ ଚାଷୀଙ୍କ ଧାନ; ସର୍ତ୍ତ ସହ ସରକାରଙ୍କୁ ମିଲର୍ସଙ୍କ ୧୫ ଦିନିଆ ମହଲତ
    1
    ଉଠିବ ଚାଷୀଙ୍କ ଧାନ; ସର୍ତ୍ତ ସହ ସରକାରଙ୍କୁ ମିଲର୍ସଙ୍କ ୧୫ ଦିନିଆ ମହଲତ
    user_ODISHA NEWS
    ODISHA NEWS
    Reporter Balangir, Odisha•
    11 hrs ago
  • बामरा रेलवे फाटक की समस्या से जल्द मिलेगी छुटकारा फाटक में ब्रिज निर्माण का कार्य चालू एकबार फिर मार्किंग करते दिखे लोग अब देखना यह बाकी हे कि काम कब चालू से होती है #bamrarailwaygate #overbridgework #bamranews #P24NEWSEXPRESS #LatestNews
    1
    बामरा रेलवे फाटक की समस्या से जल्द मिलेगी छुटकारा फाटक में ब्रिज निर्माण का कार्य चालू एकबार फिर मार्किंग करते दिखे लोग अब देखना यह बाकी हे कि काम कब चालू से होती है  #bamrarailwaygate #overbridgework #bamranews #P24NEWSEXPRESS #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା କଚେରି ଛକ ନିକଟରେ ଥିବା ଏକମାତ୍ର ଶୌଚାଳୟରେ ତାଲା ଝୁଲୁଛି। ଜିଲ୍ଲାରେ ଅନେକ ଲୋକ ବିଭିନ୍ନ କୋର୍ଟ କଚେରି କାମରେ ସଦର ମହକୁମାକୁ ଦୈନିକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ଅଳ୍ପ ଦିନ ପୂର୍ବରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ଏକ ଦେୟମୁକ୍ତ ଶୌଚାଳୟ ନିର୍ମାଣ କରାଯାଇଛି। ହେଲେ ସେଠାରେ ତାଲା ଝୁଲୁଛି। ସେଠାରେ ଶୌଚ ପାଇଁ ଜଳର ବ୍ୟବସ୍ଥା ସତ୍ତ୍ୱେ ପାଣି ଆସୁନଥିବା ମଧ୍ୟ ଜଣାଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା କଚେରି ଛକ ନିକଟରେ ଥିବା ଏକମାତ୍ର ଶୌଚାଳୟରେ ତାଲା ଝୁଲୁଛି। ଜିଲ୍ଲାରେ ଅନେକ ଲୋକ ବିଭିନ୍ନ କୋର୍ଟ କଚେରି କାମରେ ସଦର ମହକୁମାକୁ ଦୈନିକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ଅଳ୍ପ ଦିନ ପୂର୍ବରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ଏକ ଦେୟମୁକ୍ତ ଶୌଚାଳୟ ନିର୍ମାଣ କରାଯାଇଛି। ହେଲେ ସେଠାରେ ତାଲା ଝୁଲୁଛି। ସେଠାରେ ଶୌଚ ପାଇଁ ଜଳର ବ୍ୟବସ୍ଥା ସତ୍ତ୍ୱେ ପାଣି ଆସୁନଥିବା ମଧ୍ୟ ଜଣାଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.