logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଦାନ୍ତ କମ୍ପାନୀ ବିରୋଧରେ ଗର୍ଜିଲେ ଶହ ଶହ ନିୟମଗିରି ଡ଼ଙ୍ଗରିଆ ଆଦିବାସୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ର ସ୍ଥାନୀୟ ହାଟଦଇଖାଲ ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ସମସ୍ତ ନିୟମଗିରି ଆଦିବାସୀ ଉପସ୍ଥିତ ହୋଇ ଏକତ୍ର ହୋଇଛନ୍ତି।ନିୟମଗିରି , କୁଟୃମାଳି , ଶିଜିମାଳି ମନମୁଖୀ ଖଣି ଖନନ ବିରୋଧରେ ଗର୍ଜିଲେ ଶହ ଶହ ଆଦିବାସୀ। ନିୟମଗିରି ପର୍ବତ ଅଞ୍ଚଳ ରେ ରହୁଥିବା ଡଙ୍ଗରିଆ ଆଦିବାସୀ ଜନଜାତି ଆଜି ଏକତ୍ରିତ ହୋଇ ଖଣି ଖନନ ବିରୋଧ କରି ନିୟମଗିରି ଅଞ୍ଚଳ ର ସମସ୍ତ ୧୧୨ ଖଣ୍ତ ଗାଁର ଆଦିବାସୀ ମାନେ ଖଣି ଖନନ କୁ ରଖିବା ପାଇଁ ମେଳି ହୋଇଥିବା ଦେଖିବାକୁ ମିଳୁଛି। ଆମ ଜଙ୍ଗଲ ଆମର ମାଟି ଆମେ ଛାଡ଼ିବୁ ନାହିଁ ବୋଲି ସମସ୍ତେ ସଚେତନ ହେବା ସହ କମିଟି ଗଠନ କରିଥିବା କହିଛନ୍ତି। ନିୟମଗିରି ଉପରେ ଆଧାର କରି ଜୀବନ ଜୀବିକା ଅତିବାହିତ କରୁଥିବା ଡ଼ଙ୍ଗରିଆ ଆଦିବାସୀଙ୍କ ଉପରେ ବେଦାନ୍ତ କମ୍ପାନୀ ଅତ୍ୟାଚାର ଭୟ ଦେଖାଇ ଖଣି କୁ ହାତେଇ ନେବା ପାଇଁ ଉଦ୍ୟମ କରିଛନ୍ତି ତାହା ଖଣ୍ଡନ କରିବା ପାଇଁ ଆଦିବାସୀ ଏକତ୍ର ହୋଇଥିବା ଦେଖିବାକୁ ମିଳୁଛି। ଏହି ଖଣି ଖନନ କୁ ଖଣ୍ଡନ କରିବା ପାଇଁ ଆଜି ସମସ୍ତ ଡ଼ଙ୍ଗରିଆ ଆଦିବାସୀ ଏକତ୍ର ହୋଇ ନିୟମଗିରି ସୁରକ୍ଷା ମଞ୍ଚ କମିଟିର ସଭାପତି ଦଦି ସିକକା , ଦାଶୃ କାଡ୍ରାକା , ଲଦ ସିକକା ଉପସ୍ଥିତ ରହି ସମସ୍ତ ଙ୍କୁ ସଚେତନ କରାଇବା ସହ ବେଦାନ୍ତ କମ୍ପାନୀ ନିଜ ମନମୁଖୀ ଖଣି ଖନନ କରେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ କମିଟି ନିଷ୍ପତ୍ତି ନିଆଯାଇଛି ବୋଲି ଦଦି ସିକକା କହିଛନ୍ତି।

on 1 August
user_Narattam Kumar padhy
Narattam Kumar padhy
Journalist Rayagada•
on 1 August

ବେଦାନ୍ତ କମ୍ପାନୀ ବିରୋଧରେ ଗର୍ଜିଲେ ଶହ ଶହ ନିୟମଗିରି ଡ଼ଙ୍ଗରିଆ ଆଦିବାସୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ର ସ୍ଥାନୀୟ ହାଟଦଇଖାଲ ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ସମସ୍ତ ନିୟମଗିରି ଆଦିବାସୀ ଉପସ୍ଥିତ ହୋଇ ଏକତ୍ର ହୋଇଛନ୍ତି।ନିୟମଗିରି , କୁଟୃମାଳି , ଶିଜିମାଳି ମନମୁଖୀ ଖଣି ଖନନ ବିରୋଧରେ ଗର୍ଜିଲେ ଶହ ଶହ ଆଦିବାସୀ। ନିୟମଗିରି ପର୍ବତ ଅଞ୍ଚଳ ରେ

ରହୁଥିବା ଡଙ୍ଗରିଆ ଆଦିବାସୀ ଜନଜାତି ଆଜି ଏକତ୍ରିତ ହୋଇ ଖଣି ଖନନ ବିରୋଧ କରି ନିୟମଗିରି ଅଞ୍ଚଳ ର ସମସ୍ତ ୧୧୨ ଖଣ୍ତ ଗାଁର ଆଦିବାସୀ ମାନେ ଖଣି ଖନନ କୁ ରଖିବା ପାଇଁ ମେଳି ହୋଇଥିବା ଦେଖିବାକୁ ମିଳୁଛି। ଆମ ଜଙ୍ଗଲ ଆମର ମାଟି ଆମେ ଛାଡ଼ିବୁ ନାହିଁ ବୋଲି ସମସ୍ତେ ସଚେତନ ହେବା ସହ କମିଟି ଗଠନ କରିଥିବା

କହିଛନ୍ତି। ନିୟମଗିରି ଉପରେ ଆଧାର କରି ଜୀବନ ଜୀବିକା ଅତିବାହିତ କରୁଥିବା ଡ଼ଙ୍ଗରିଆ ଆଦିବାସୀଙ୍କ ଉପରେ ବେଦାନ୍ତ କମ୍ପାନୀ ଅତ୍ୟାଚାର ଭୟ ଦେଖାଇ ଖଣି କୁ ହାତେଇ ନେବା ପାଇଁ ଉଦ୍ୟମ କରିଛନ୍ତି ତାହା ଖଣ୍ଡନ କରିବା ପାଇଁ ଆଦିବାସୀ ଏକତ୍ର ହୋଇଥିବା ଦେଖିବାକୁ ମିଳୁଛି। ଏହି ଖଣି ଖନନ କୁ ଖଣ୍ଡନ କରିବା ପାଇଁ ଆଜି ସମସ୍ତ ଡ଼ଙ୍ଗରିଆ ଆଦିବାସୀ

ଏକତ୍ର ହୋଇ ନିୟମଗିରି ସୁରକ୍ଷା ମଞ୍ଚ କମିଟିର ସଭାପତି ଦଦି ସିକକା , ଦାଶୃ କାଡ୍ରାକା , ଲଦ ସିକକା ଉପସ୍ଥିତ ରହି ସମସ୍ତ ଙ୍କୁ ସଚେତନ କରାଇବା ସହ ବେଦାନ୍ତ କମ୍ପାନୀ ନିଜ ମନମୁଖୀ ଖଣି ଖନନ କରେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ କମିଟି ନିଷ୍ପତ୍ତି ନିଆଯାଇଛି ବୋଲି ଦଦି ସିକକା କହିଛନ୍ତି।

  • user_User6407
    User6407
    Koraput, Odisha
    😡
    on 1 August
More news from Kalahandi and nearby areas
  • bajar ne
    1
    bajar ne
    user_Somnath Rana .#💌💞💖#
    Somnath Rana .#💌💞💖#
    Kalahandi•
    22 hrs ago
  • ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    1
    ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    user_Bighne Rana
    Bighne Rana
    Dancer Kalahandi•
    12 hrs ago
  • ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI
    1
    ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI
    user_Kanhu charan jena
    Kanhu charan jena
    Content Creator (YouTuber) Nayagarh•
    2 hrs ago
  • ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    1
    ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    user_Ranjan Kumar Dash
    Ranjan Kumar Dash
    Journalist Boudh•
    12 hrs ago
  • सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    1
    सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है।
#ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    user_द संक्षेप
    द संक्षेप
    Media company Bargarh•
    23 hrs ago
  • ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    1
    ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    user_Tulla tulsi
    Tulla tulsi
    Doctor Anugul•
    14 hrs ago
  • उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    1
    उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    user_Anuj Shrma
    Anuj Shrma
    Voice of people Sambalpur•
    5 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.