logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆସିକା ବିଜେପିର ମିଶ୍ରଣ ପର୍ବ l ଆସିକା:(୯/୩/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗହଂଗୁ ପଂଚାୟତ ର ଦାନ ଚନ୍ଦନ ପେଡ଼ି ଗ୍ରାମରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥୁଲା l ଏହି କାର୍ଯ୍ୟକ୍ରମ ରେ ସେହି ପଂଚାୟତ ର ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ବିଷୋୟୀ ଏବଂ ଗାଁ ସଭାପତି ଅବିନ ଜେନା ଙ୍କ ସମେତ ଅନେକ ଗ୍ରାମବାସୀ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କର ନେତୃତ୍ବ କୁ ବିଶ୍ୱାସ ଭରସା କରିବା ସହିତ ରାଜ୍ୟର ସଭାପତି ମନ ମୋହନ ସାମଲ, ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ବ ରେ ବିକାଶ ଧାରା ଯେଭଳି ଗ୍ରାମ ରେ ପହଂଚିବ ସେଥ୍ ପାଇଁ ପାଇଁ ଗ୍ରାମ ର ଅନେକ ଲୋକ ଭାରତୀୟ ଜନତା ପାର୍ଟି ରେ ରେ ଯୋଗ l ଏହି ମିଶ୍ରଣ ପର୍ବ ରେ ବିଧାୟକ ସରୋଜ କୁମାର ପାଢ଼ୀ, ତାଙ୍କ ପୁତ୍ର ସଂଗୀତ ପାଢ଼ୀ, ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ, ଚିତ୍ର ସେନ ବିଶ୍ଵାଳ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
2 hrs ago
10a7dc0d-e3d6-44f5-a101-19229745ceeb
bb519af5-c601-4029-a50d-f1428e96e0e3
981d9084-2d9a-4915-95a5-ebb2b5a878be
165c9a3b-d703-42be-9bc2-2e0ef6b7ab37
b1a16ac2-6717-403c-94be-ad923c36d611

ଆସିକା ବିଜେପିର ମିଶ୍ରଣ ପର୍ବ l ଆସିକା:(୯/୩/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗହଂଗୁ ପଂଚାୟତ ର ଦାନ ଚନ୍ଦନ ପେଡ଼ି ଗ୍ରାମରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥୁଲା l ଏହି କାର୍ଯ୍ୟକ୍ରମ ରେ ସେହି ପଂଚାୟତ ର ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ବିଷୋୟୀ ଏବଂ ଗାଁ ସଭାପତି ଅବିନ ଜେନା ଙ୍କ ସମେତ ଅନେକ ଗ୍ରାମବାସୀ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କର ନେତୃତ୍ବ କୁ ବିଶ୍ୱାସ ଭରସା କରିବା ସହିତ ରାଜ୍ୟର ସଭାପତି ମନ ମୋହନ ସାମଲ, ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ବ ରେ ବିକାଶ ଧାରା ଯେଭଳି ଗ୍ରାମ ରେ ପହଂଚିବ ସେଥ୍ ପାଇଁ ପାଇଁ ଗ୍ରାମ ର ଅନେକ ଲୋକ ଭାରତୀୟ ଜନତା ପାର୍ଟି ରେ ରେ ଯୋଗ l ଏହି ମିଶ୍ରଣ ପର୍ବ ରେ ବିଧାୟକ ସରୋଜ କୁମାର ପାଢ଼ୀ, ତାଙ୍କ ପୁତ୍ର ସଂଗୀତ ପାଢ଼ୀ, ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ, ଚିତ୍ର ସେନ ବିଶ୍ଵାଳ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago

  • ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ #viral #important #news #latest #update #viral #content #odisha
    1
    ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ 
#viral
#important
#news
#latest
#update
#viral
#content
#odisha
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    7 hrs ago
  • ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ #live_odisha_news_update #published_from
    1
    ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ
#live_odisha_news_update #published_from
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    2 hrs ago
  • ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    1
    ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    user_Wseta Digal
    Wseta Digal
    ରାଇକିଆ, କନ୍ଧମାଳ, ଓଡ଼ିଶା•
    10 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    11 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.