logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଠ ନମ୍ବର -ସି କେନାଲ ଅବରୋଧ, ପାଣି ଅଭାବରେ ପ୍ରତି ବର୍ଷ ଏକର ଏକର ଧାନ ଫସଲ ନଷ୍ଟ. ୮ ନମ୍ବର-ଷି କେନାଲ ଅବରୋଧ, ପାଣି ଅଭାବରେ ପ୍ରତିବର୍ଷ ଉଜୁଡ଼ୁଛି ଏକର ଏକର ଧାନ ଫସଲ ନିଶ୍ଚିନ୍ତକୋଇଲି: କେନ୍ଦୁପାଟଣା ଜଳ ସମ୍ପଦ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ଅଚ୍ୟୁତପୁର ଜଳ ସମ୍ପଦ କନିଷ୍ଠ ଯନ୍ତ୍ରୀଙ୍କ ଅଧୀନସ୍ଥ ୮ ନମ୍ବର-ଷି କେନାଲ ଅବ୍ୟବସ୍ଥା ଓ ଜବରଦଖଲ ଯୋଗୁଁ ଏବେ ଚର୍ଚ୍ଚାରେ। ଭୁବନ ପୋଲ ନିକଟସ୍ଥ ୮ ନମ୍ବର କେନାଲରୁ ଏହି କେନାଲ ବାହାରି ସରପଡ଼ା ପଞ୍ଚାୟତର ଖଣ୍ଡସାହିସ୍ଥିତ ଜଗନ୍ନାଥ ବିଦ୍ୟାପୀଠ ପର୍ଯ୍ୟନ୍ତ ପ୍ରାୟ ୩.୯ କିଲୋମିଟର ଦୂରତା ଅତିକ୍ରମ କରିଛି। ତେବେ କେନାଲର ଶେଷମୁଣ୍ଡର ପ୍ରାୟ ୧ କିଲୋମିଟରରୁ ଅଧିକ ଅଂଶକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଅବରୋଧ କରି ଘର ନିର୍ମାଣ କରିଦେଇଥିବା ଅଭିଯୋଗ ହୋଇଛି। ଏହା ଫଳରେ କେନାଲର ସ୍ୱାଭାବିକ ଜଳ ପ୍ରବାହ ବାଧାପ୍ରାପ୍ତ ହୋଇ ଶେଷମୁଣ୍ଡ ଅଞ୍ଚଳକୁ ପାଣି ପହଞ୍ଚୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି ବୁହାଳ ପଞ୍ଚାୟତର ବରପଡ଼ା, ବୁହାଳ, ସାଧକନଗର ଏବଂ ସରପଡ଼ା ପଞ୍ଚାୟତର ହନୁପୁର, ସରପଡ଼ା, ବଡ଼ଥାକାନ ଆଦି ଅଞ୍ଚଳର ଚାଷ ଜମିକୁ କେନାଲ ପାଣି ଯାଇପାରୁନାହିଁ। ଫଳରେ ପ୍ରତିବର୍ଷ ଏହି ଅଞ୍ଚଳର ଏକର ଏକର ଧାନ ଫସଲ ପାଣି ଅଭାବରେ ଉଜୁଡ଼ି ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ଚାଷୀମାନେ ପ୍ରତିବର୍ଷ ଆର୍ଥିକ କ୍ଷତି ସହୁଥିବା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ, ପ୍ରତିବର୍ଷ କେନାଲ ସଫେଇ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ କେନାଲର ଶେଷମୁଣ୍ଡ ଅବରୋଧ ହଟାଯାଉନଥିବା ନେଇ ପ୍ରଶ୍ନ ଉଠିଛି। ସଫେଇ ଓ ରକ୍ଷଣାବେକ୍ଷଣ ନାମରେ ଆସୁଥିବା ଅର୍ଥର ସଠିକ୍ ବିନିଯୋଗ ହେଉଛି କି ନାହିଁ, ତାହାର ତଦନ୍ତ ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି।ଏହି ଜଳ ସମ୍ପଦ ବିହାଗ ଅଧୀନରେ ଥିବା ବହୁ କର୍ମ ଚାରି ଦୀର୍ଘ ଦିନ ହେଲା ଏପରିକି ଚାକିରୀ ଯୋଗ ଦେବା ଦିନ ଠାରୁ ଏଠାରୁ ଅନ୍ୟ ତ୍ର ବଦଳି ନହୋଇଇ ଏହି ଠାରେ କାର୍ଯ୍ୟ କରୁଛ ନ୍ତି. ଏହି କେନାଲ ପରି ଅନେକ କେନାଲ ଉପଯୁଥିବା ସମସ୍ୟା କୁ ଉପରିସ୍ଥ କର୍ମଚାରି ପାଖରେ ନଜାଣେଇ. ସ୍ଥାନୀୟପ୍ରଭାବଶାଳୀ ବ୍ୟକ୍ତି. କୁଜି ନେତା ଓ ଠିକା ଦାର ଙ୍କ ସହ ମଧୁ ଚନ୍ଦ୍ରିକା କରି ଚାଷୀ ମାନଙ୍କ ସ୍ୱାର୍ଥ କୁ ଉପେକ୍ଷା କରି କେନାଲ ସଫେଇ ଓ ରକ୍ଷାଣ ବେକ୍ଷଣ ନାଁ ରେ ଆସୁଥିବା ଅର୍ଥ କୁ ହରି ଲୁଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାର ଚାଷି ମାନେ ଅଭିଯୋଗ କରିଛନ୍ତି. ଏହାର ଵିଧି ବଧ ତଦନ୍ତ ହେବାର ଆବଶ୍ୟକ ଓ ଅସାଧୁ କର୍ମଚାରୀ ଙ୍କୁ ଅନ୍ୟ ତ୍ର ବଦଳି କରି ତାଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛ ନ୍ତି ଚାଷୀମାନଙ୍କ ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତେବେ କେନାଲ ଅବରୋଧ ହଟାଇବା ସହ ଜବରଦଖଲ ଅଂଶକୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଏବଂ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ଜଳ ପ୍ରବାହ ସ୍ୱାଭାବିକ କରିବା ଜରୁରୀ ହୋଇପଡ଼ିଛି। ଏଥିସହ ସରକାରୀ ଅର୍ଥରେ ହେଉଥିବା କେନାଲ ସଫେଇ କାର୍ଯ୍ୟର ସ୍ୱଚ୍ଛ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ସହ ଚାଷୀଙ୍କ ଜମିକୁ ନିୟମିତ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି ହୋଇଛି।

7 hrs ago
user_ପ୍ରମୋଦ କୁମାର ସ୍ବାଇଁ
ପ୍ରମୋଦ କୁମାର ସ୍ବାଇଁ
Local News Reporter ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
7 hrs ago
c1757952-2454-4258-ada3-93fea8a6474a

More news from Odisha and nearby areas
  • ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର
    1
    ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    11 hrs ago
  • ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    3
    ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । 
ବାଲିଅନ୍ତା - ବାଲିଅନ୍ତା ଥାନା ଅଞ୍ଚଳରେ ବହୁତ ଦିନ ଧରି ଚାଲି ଆସୁଥିବା ବେଆଇନ୍ ମଦ ବିକ୍ରିକୁ ଆଜି ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ପୂର୍ବାହ୍ନରେ ସଦଳବଳେ ଚଢ଼ାଉ କରି ପେଟି ପେଟି ମଦ ଜବତ କରିଥିଲେ l ଦେଶୀ ଓ ବିଦେଶୀ ମଦ ସମେତ ପେଟି ପେଟି ବିଅର ବୋତଲ ଜବତ ହୋଇଥିଲା l ହେଲେ ପ୍ରକୃତ ମଦ ବେପାରୀ ସଞ୍ଜୟ ଭୋଇ ଘଟଣାସ୍ଥଳରୁ ଖସି ପଳାଇଥିଲେ l ହେଲେ ପୁଲିସ ସେଲସ ମ୍ୟାନ ସନ୍ନ୍ୟା ସୀ ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରିଥିଲା l ସୂଚନା ଅନୁସାରେ ସଞ୍ଜୟ ଜଣେ ପେସାଦାର ନିଶା ବେପାରୀ l ଆଗରୁ ଅନେକ ଥର ବାଲିଅନ୍ତା ଥାନା ପୁଲିସ ହାତରେ ଗିରଫ ହୋଇ ଜେଲ ଯାଇଥିଲା l ପରେ ଜାମିନରେ ଆସି ପୁଣି ବେଧଡ଼କ କାରବାର ଚଳାଉଥିଲା l ବାଲିଅନ୍ତା ବଜାର ଅଞ୍ଚଳରେ ଏକ ଭଡା ଘରେ ସଞ୍ଜୟ ପେଟି ପେଟି ମଦ ବେପାରୀଙ୍କୁ ଖୋଲାମେଲାରେ ବିକ୍ରି କରେ l ହେଲେ ଆଜି ବାଲିଅନ୍ତା ପୁଲିସ ପେଟି ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    1
    ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    9 hrs ago
  • पिछली सरकारें युवाओं के भविष्य के साथ, खिलवाड़ करती थीं ⚡ कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। ~ योगी आदित्यनाथ जी, मुख्यमंत्री, उत्तर प्रदेश
    1
    पिछली सरकारें युवाओं के भविष्य के साथ, खिलवाड़ करती थीं ⚡
कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। 
~ योगी आदित्यनाथ जी, मुख्यमंत्री, उत्तर प्रदेश
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • . *🙏 ଶୁଭ ସନ୍ଧ୍ୟା 🙏* . *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia #devotional #motivation* . ‌‌ *🙏ଜୟ ଶ୍ରୀ ଜଗନ୍ନାଥ 🙏* *🙏ଜୟ ଶ୍ରୀ କୃଷ୍ଣ 🙏*
    1
    .               *🙏 ଶୁଭ ସନ୍ଧ୍ୟା 🙏*

.                    *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia  #devotional #motivation* 

 .       ‌‌    *🙏ଜୟ ଶ୍ରୀ ଜଗନ୍ନାଥ 🙏*
             *🙏ଜୟ ଶ୍ରୀ କୃଷ୍ଣ 🙏*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    10 hrs ago
  • ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    1
    ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll 
ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    7 hrs ago
  • ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll
    1
    ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll 
ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.