Shuru
Apke Nagar Ki App…
ଚାଲିଛି ବେଧଡ଼କ ବେଆଇନ ମାଟି ବେପାର, ଦିନ ଦ୍ବିପ୍ରହର ରେ ବଡ଼ପଡ଼ିଆ ଅଞ୍ଚଳ ରୁ ହେଉଛି ମାଟି ବିକ୍ରି... ଦିନ ଦ୍ବିପ୍ରହରରେ ଆଦର୍ଶ ଥାନା ନିକଟ ଆହାରକେନ୍ଦ୍ର ସମ୍ମୁଖରୁ ଜେସିବି, ହାଇୱା ମାଧ୍ୟମରେ ଚାଲିଛି ମାଟି ଲୁଟ,ବିଭିନ୍ନ ସ୍ଥାନରୁ ମାଟି ଆଣି ଏହି ସ୍ଥାନରେ ଗଛିତ କରି ଅନାୟାସ ରେ ଚାଲିଛି ମାଟି ବେପାର, ଷଣ୍ଢକୁଦ, ତାରିଣିଗଡା ଅଞ୍ଚଳ କୁ ମାଟି ପଠାଇ ବେପାରୀ ହେଉଛନ୍ତି ମାଲାମାଲ
Biraja prasad tripathy Tripathy

More news from Cuttack and nearby areas
- କଟକ ହାଇକୋଟ ସାମ୍ନା1
- Post by ଯାଜପୁର ଖବର ପ୍ରସାରିତ1
- Post by Mo Adhikar news1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by NEWS MANORANJAN1
- Post by Jay kala _ jay Kalinga1
- ବଡ଼ପଡ଼ିଆ ବିଲଡିଂ ମାର୍କେଟ ରୁ ଚୋରି, ସିସିଟିଭି ରେ କଏଦ ଯୁବକ କୁ ନେଇ ପୋଲିସ ର ତଦନ୍ତ ଜାରି, ସ୍ଟୁଡ଼ିଓ ବାଲାଜୀ ସଟର ତାଡି ଲକ୍ଷାଧିକ ଟଙ୍କା ର କ୍ୟାମେରା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ....1
- ଧାନ କିଣାରେ ବିରାଟ ଘୋଟଲାର ପର୍ଦାଫାଶ କଲା କଂଗ୍ରେସ ସମସ୍ତ ଚାଷୀଙ୍କ ଠାରୁ ଧାନ ସରକାର ନକିଣିଲେ ଆନ୍ଦୋଳନ କରିବ:କଂଗ୍ରେସ*1
- ଦେଖନ୍ତୁ କେମିତି ନିଆଁ ଲଗାଉଛି ଏହି ମହିଳା। ହାଇକୋର୍ଟ ପାଖରେ ଲାଗିଥିବା ନିଆଁର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଲା। ନିଆଁରେ ଜଳି ପାଉଁଶ ହୋଇଗଲା ୫ ଟି ଗାଡ଼ି। ଏହି ମହିଳା ହାଇକୋର୍ଟ ନିକଟରେ ଲଗାଇଥିଲେ ନିଆଁ। ନିଆଁ ଲାଗି ୪ ଟି ବାଇକ୍ ସମେତ ଏକ ସ୍କୋର୍ପିଓ ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି।1