Shuru
Apke Nagar Ki App…
ଜଣେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀରେ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାଙ୍କେଶୁ ସ୍କୁଲରେ ପାଠ ପଢ଼ୁଛନ୍ତି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଙ୍କେଶୁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଗୃହ ରହିଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଆଉ ଦୁଇ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଧ୍ୟୟନ ପାଇଁ ୪ଟି ଶ୍ରଣିଗୃହ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଚତୁର୍ପାଶ୍ବରେ ବାଉଣ୍ଡାରୀ ଓ୍ବାଲ ନିର୍ମାଣର ଆବଶ୍ୟକତା ରହିଥିବା ଅଭିଭାବକ ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ଏହି ସମସ୍ୟା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ବାରଂବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୈ।ଣସି ସୁଫଳ ମିଳିପାରି ନାହିଁ ।
Nrusingh Barik
ଜଣେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀରେ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାଙ୍କେଶୁ ସ୍କୁଲରେ ପାଠ ପଢ଼ୁଛନ୍ତି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଙ୍କେଶୁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଗୃହ ରହିଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଆଉ ଦୁଇ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଧ୍ୟୟନ ପାଇଁ ୪ଟି ଶ୍ରଣିଗୃହ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଚତୁର୍ପାଶ୍ବରେ ବାଉଣ୍ଡାରୀ ଓ୍ବାଲ ନିର୍ମାଣର ଆବଶ୍ୟକତା ରହିଥିବା ଅଭିଭାବକ ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ଏହି ସମସ୍ୟା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ବାରଂବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୈ।ଣସି ସୁଫଳ ମିଳିପାରି ନାହିଁ ।
More news from ଓଡ଼ିଶା and nearby areas
- ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବ୍ଲକ ଏଜୁକେଶନ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହିଛି । ଫାଟକ ନିକଟରେ ସତେ ଯେପରି ଏକ କୃତ୍ରିମ ପୁଷ୍କରିଣୀ ସୃଷ୍ଟି ହୋଇଛି । ସେହି କାର୍ଯ୍ୟାଳୟ ପରିସରରେ ଏକ ଆବାସିକ ବିଦ୍ୟାଳୟ ଅଛି। ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକଙ୍କୁ ପାଣିରେ ପଶି ଯିବାକୁ ପଡୁଛି। ସେହି ପରି ଅନତି ଦୂରରେ ଥିବା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଅବସ୍ଥା ତଦ୍ରୁପ । ଅଫିସ ପରିସରରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ କିମ୍ବା କର୍ମଚାରୀ ଭିତରକୁ ବହୁ ଅସୁବିଧାରେ ଆସୁଥିବା ଦେଖିବାକୁ ମିଳୁଛି । ସିଉଳି ଯୋଗୁଁ ଗୋଡ଼ ଖସିଯାଇ କେତେକ ଲୋକ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।4
- ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ #Balianta #Baliantapolice #Police #ACPBhubaneswar1
- *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_1
- ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha1
- ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ1
- ରାଜ୍ୟ ସରକାରଙ୍କ ସହ ମିଶି ଓଲା ଉବର ରାପିଡେ ଆଣିଲେ ଓନ୍ଲି ଡ୍ରାଇଭର ଙ୍କ ପାଇଁ ନୂଆ ନିୟମ1
- Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews1
- ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ ଓଡ଼ିଶାର ସ୍ବାର୍ଥ ବିରୋଧୀ ଏମ ଏମ ଡି ଆର ବିଲ୍ କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରୋଧ କରାଯାଇଛି । ଏହି କଳା ଆଇନକୁ ରଦ୍ଦ କରାନଗଲେ ବିଭିନ୍ନ ରାଜନୈତିକ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ ବୋଲି ଏହାର ପ୍ରମୁଖ ନେତା ପ୍ରକାଶ କରିଛନ୍ତି।1