logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୨ତମ ଜୟ ଜଗନ୍ନାଥ କ୍ରିକେଟ: ବାବୁପାଲି ସେମିଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ସ୍କୁଲ ଖେଳ ପଡ଼ିଆରେ ୧୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁକ୍ରବାର ଥିଲା ଚତୁର୍ଥ ଦିବସ। ପ୍ରଥମ ମ୍ୟାଚ୍ ଟି ବାବୁପାଲି ଓ ଚୌକା ମଧ୍ୟରେ ହୋଇଥିଲା। ଚୌକା ଦଳ ପ୍ରଥମେ ବ୍ୟାଟିଂ କରି ୮ଓଭରରେ.୭ ଉଇକେଟ ହରାଇ ୮୯ରନ କରିଥିବା ବେଳେ ବାବୁପାଲି ଦଳ ୮ଓଭର ୪ଉଇକେଟ ହରାଇ ୯୦ ରନ କରି ବିଜୟୀ ହୋଇଥିଲା। ଦ୍ୱତୀୟ ମ୍ୟାଚ୍ ଟି ଵିଶାଲପାଲି ଓ ଅଚଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଵିଶାଲପାଲି ଦଳ ୮ଓଭର ୬ଉଇକେଟ ହରାଇ ୬୨ରନ କରିଥିବା ବେଳେ ଅଚଣ୍ଡା ଦଳ ୭. ୪ ଓଭର ରେ ୪ଉଇକେଟ ହରାଇ ୬୩ରନ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ବାବୁପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଅଚଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଅଚଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ୫ଓଭର ରେ ୮ଉଇକେଟ ହରାଇ ୪୭ରନ କରିଥିବା ବେଳେ ବାବୁପାଲି ଦଳ ୪.୫ ଓଭର ରେ ୪ ଉଇକେଟ ହରାଇ ୪୮ରନ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା। ପୁରସ୍କାର ବିତରଣୀ ଉତ୍ସବ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ପ୍ରସାଦ ବାଗ ଅତିଥି ଭାବେ ଯୋଗଦେଇ ବାବୁପାଲି ର ସନାତନ ପଧାନ କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ।

1 day ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 day ago
dc6a7e1d-a71f-468b-9242-74af32a05484

୧୨ତମ ଜୟ ଜଗନ୍ନାଥ କ୍ରିକେଟ: ବାବୁପାଲି ସେମିଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଳପାଲି ସ୍କୁଲ ଖେଳ ପଡ଼ିଆରେ ୧୨ତମ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁକ୍ରବାର ଥିଲା ଚତୁର୍ଥ ଦିବସ। ପ୍ରଥମ ମ୍ୟାଚ୍ ଟି ବାବୁପାଲି ଓ ଚୌକା ମଧ୍ୟରେ ହୋଇଥିଲା। ଚୌକା ଦଳ ପ୍ରଥମେ ବ୍ୟାଟିଂ

07bff60f-5534-48b6-9ffc-72bbdb3d4f8f

କରି ୮ଓଭରରେ.୭ ଉଇକେଟ ହରାଇ ୮୯ରନ କରିଥିବା ବେଳେ ବାବୁପାଲି ଦଳ ୮ଓଭର ୪ଉଇକେଟ ହରାଇ ୯୦ ରନ କରି ବିଜୟୀ ହୋଇଥିଲା। ଦ୍ୱତୀୟ ମ୍ୟାଚ୍ ଟି ଵିଶାଲପାଲି ଓ ଅଚଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଵିଶାଲପାଲି ଦଳ ୮ଓଭର ୬ଉଇକେଟ ହରାଇ ୬୨ରନ କରିଥିବା ବେଳେ ଅଚଣ୍ଡା ଦଳ ୭. ୪

96c3954e-dc9a-4354-8679-c8b7b89aaa8e

ଓଭର ରେ ୪ଉଇକେଟ ହରାଇ ୬୩ରନ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ବାବୁପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଅଚଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଅଚଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ୫ଓଭର ରେ ୮ଉଇକେଟ ହରାଇ ୪୭ରନ କରିଥିବା ବେଳେ ବାବୁପାଲି ଦଳ ୪.୫

dc96838f-da0b-44fa-8b3c-88cfe2725b56

ଓଭର ରେ ୪ ଉଇକେଟ ହରାଇ ୪୮ରନ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା। ପୁରସ୍କାର ବିତରଣୀ ଉତ୍ସବ ରେ ହାତିଲିମୁଣ୍ଡା ବନପାଳ ଶଙ୍କର ପ୍ରସାଦ ବାଗ ଅତିଥି ଭାବେ ଯୋଗଦେଇ ବାବୁପାଲି ର ସନାତନ ପଧାନ କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    3 hrs ago
  • ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏତଲା ଦିଆଗଲା।
    1
    ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ  ତରଫରୁ ଏତଲା ଦିଆଗଲା।
    user_Ajira Samachar
    Ajira Samachar
    Journalist Sonepur, Odisha•
    16 hrs ago
  • ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    1
    ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    9 hrs ago
  • राउरकेला के कॉन्सर्ट में विमान दुर्घटना: स्थिति नियंत्रण में है। भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं। चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया। #rourkelasmartcity #aeroplanecrash #rourkela #aerport
    1
    राउरकेला के कॉन्सर्ट में विमान दुर्घटना: स्थिति नियंत्रण में है।
भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं।
चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया।
#rourkelasmartcity #aeroplanecrash #rourkela #aerport
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    23 min ago
  • लड़की को इंप्रेस करने के लिए कराया उसका एक्सिडेंट
    1
    लड़की को इंप्रेस करने के लिए कराया उसका एक्सिडेंट
    user_Badal
    Badal
    Bargarh, Odisha•
    18 hrs ago
  • ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା
    1
    ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା
    user_ODISHA NEWS
    ODISHA NEWS
    Reporter Balangir, Odisha•
    19 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ଏହା ଉପରେ କନକ ବର୍ଦ୍ଧନ ପରେ ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ଏହା ଉପରେ କନକ ବର୍ଦ୍ଧନ ପରେ ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.