Shuru
Apke Nagar Ki App…
ଗଞ୍ଜାମରେ ୩ ଦିନ ପାଇଁ ସ୍କୁଲ ଛୁଟି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଷ୍ପତ୍ତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିବ। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ। ତେବେ, ପୂର୍ବରୁ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ନିୟମିତ ଭାବେ ଅନୁଷ୍ଠିତ ହେବ। ଏହି ସମୟରେ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜରୁରୀ କାମ ଚାଲୁ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Ganjam Khabar

More news from Ganjam and nearby areas
- Post by Ganjam Khabar1
- କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୁକୁଡ଼ାଖଣ୍ତି ବ୍ଳକ ଶିହଳା ପଞ୍ଚାୟତ ର ଏକ କ୍ଷେତ ରେ ଧାନ ବୁଣା ଅନୁକୂଳ କରିବାର ସୌଭାଗ୍ୟ ଲାଭ କରିଲି ଅଖି ମୁଠି ଅନୁକୂଳ କଲେ ଭାରପ୍ରାପ୍ତ ଅଧ୍ୟକ୍ଷା , ବିଡିଓ , ଅତିରିକ୍ତ ତହସିଲଦାର, ଗୋଗାଣ ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।1
- (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ) ଜଗତସିଂହପୁର ତା =20/4/26 ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ1
- Post by Ansubhai Pandey1
- ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।1
- ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...1
- କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,, ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,, ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,, ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,1
- କୁକୁଡ଼ାଖଣ୍ତି ବ୍ଳକର ଶିହଳା ଗ୍ରାମ ପଞ୍ଚାୟତରେ ଜନଅଭିଯୋଗ ଶୁଣାଣି ଶିବିର1