Shuru
Apke Nagar Ki App…
ସନ୍ଧ୍ୟା ହେଲେ ଜମୁଛି ଭିଡ଼। ଠିପି ବନ୍ଦ ମଦ ଦୋକାନ ନିକଟସ୍ଥ ପଡିଆରେ ଠିପି ଖୋଲି ମଦ ପିଇବା ପାଇଁ ଲୋକମାନେ ବଡ଼ ସଂଖ୍ୟାରେ ଭିଡ଼ ଜମାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳୁଛି ଜୟପୁର କେନାଲ ରାସ୍ତାର ଗାନ୍ଧୀ ଛକ ନିକଟରେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। ସନ୍ଧ୍ୟା ହେଲେ ଜମୁଛି ଭିଡ଼। ଠିପି ବନ୍ଦ ମଦ ଦୋକାନ ନିକଟସ୍ଥ ପଡିଆରେ ଠିପି ଖୋଲି ମଦ ପିଇବା ପାଇଁ ଲୋକମାନେ ବଡ଼ ସଂଖ୍ୟାରେ ଭିଡ଼ ଜମାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳୁଛି ଜୟପୁର କେନାଲ ରାସ୍ତାର ଗାନ୍ଧୀ ଛକ ନିକଟରେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
UD MEDIA NEWS
ସନ୍ଧ୍ୟା ହେଲେ ଜମୁଛି ଭିଡ଼। ଠିପି ବନ୍ଦ ମଦ ଦୋକାନ ନିକଟସ୍ଥ ପଡିଆରେ ଠିପି ଖୋଲି ମଦ ପିଇବା ପାଇଁ ଲୋକମାନେ ବଡ଼ ସଂଖ୍ୟାରେ ଭିଡ଼ ଜମାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳୁଛି ଜୟପୁର କେନାଲ ରାସ୍ତାର ଗାନ୍ଧୀ ଛକ ନିକଟରେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। ସନ୍ଧ୍ୟା ହେଲେ ଜମୁଛି ଭିଡ଼। ଠିପି ବନ୍ଦ ମଦ ଦୋକାନ ନିକଟସ୍ଥ ପଡିଆରେ ଠିପି ଖୋଲି ମଦ ପିଇବା ପାଇଁ ଲୋକମାନେ ବଡ଼ ସଂଖ୍ୟାରେ ଭିଡ଼ ଜମାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳୁଛି ଜୟପୁର କେନାଲ ରାସ୍ତାର ଗାନ୍ଧୀ ଛକ ନିକଟରେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
More news from ଓଡ଼ିଶା and nearby areas
- #ଗୋହତ୍ୟା_ବନ୍ଦ_ଓ_ଗୋମାତାଙ୍କ_ସୁରକ୍ଷା_ଲକ୍ଷ୍ୟ ଜୟପୁରରେ ହେବ ବିରାଟ ବାଇକ୍ ଶୋଭାଯାତ୍ରା1
- ଶୁଣନ୍ତି ଦେଖନ୍ତୁ 🙏🙏🙏1
- Post by Sonu Bagh CREATION1
- ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।1
- ଗୁଣପୁର /ରାୟଗଡା : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ "ନାରୀ ଶକ୍ତି ବନ୍ଧନ ଅଧିନିୟମ" ବିଲ୍କୁ ବିରୋଧ କରୁଥିବା କଂଗ୍ରେସ ଓ ବିଜେଡି ବିରୋଧରେ ଆଜି କପିଳାସ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅଣାଯାଇଥିବା ଏହି ଐତିହାସିକ ବିଲ୍କୁ କଂଗ୍ରେସ ଓ ବିଜେଡି ବିରୋଧ କରୁଥିବା ଅଭିଯୋଗ କରି ଯୁବ ମୋର୍ଚ୍ଚା କର୍ମକର୍ତ୍ତାମାନେ ରାଜପଥକୁ ଓହ୍ଲାଇଥିଲେ। ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଶତାବ୍ଦୀ ପାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିରୋଧୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ନାରୀଙ୍କ ସମ୍ମାନ ଓ ଅଧିକାର ପାଇଁ ଏହି ବିଲ୍ ଅତ୍ୟନ୍ତ ଜରୁରୀ, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଉତ୍ତ୍ୟକ୍ତ କର୍ମକର୍ତ୍ତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଉଲ୍ଲାକା, ବିଧାୟକ ଶ୍ରୀ ଆପାଲ ସ୍ୱାମୀ କାଡ୍ରାକା, ଶ୍ରୀ ସତ୍ୟଜିତ୍ ଗୋମାଙ୍ଗ ଓ ଶ୍ରୀ ନୀଳ ମାଧବ ହିକକାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମହିଳା ବିରୋଧୀ ମାନସିକତା ରଖୁଥିବା ନେତାମାନଙ୍କୁ ଓଡ଼ିଶାର ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ଦଳୀୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାରୀ ଓ ନାରୀ ନେତ୍ରୀମାନେ ଉପସ୍ଥିତ ରହି ନାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ବିଜେପି ଯୁବ ମୋର୍ଚ୍ଚା ସଦାବେଳେ ସଂଘର୍ଷ ଜାରି ରଖିବ ବୋଲି ସଂକଳ୍ପ ନେଇଥିଲେ।1
- କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।1
- କୋରାପୁଟ ଟ୍ରାଫିକ ଛକ ରେ ଗାଡି ଗୁଡିକ ଅଟକି ରହିଛି। ଉଭୟ ପାର୍ଶ୍ୱ ରେ ଗାଡି ଗୁଡିକ ଅଟକି ରହିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ଶମ୍ବୁଖିନ ହେଉଛନ୍ତି। 2 ଚକିଆ ଗାଡି ଓ ଆମ୍ବୁଲାନ୍ସ କୁ ଛାଡି ଦେଲେ ଆଉ ସବୁ ଗାଡି ଅଟକି ରହିଛି।1
- ଗୁଣପୁର /ରାୟଗଡା - ନାରୀ ଶକ୍ତି ବନ୍ଧନ ଅଧିନିୟମକୁ ନେଇ ଆଜି କପିଳାସ ଛକଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳା ମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ପ୍ରସଙ୍ଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପିର ଶତାଧିକ କର୍ମକର୍ତ୍ତା ସାମିଲ ହୋଇ ପ୍ରତିବାଦର ସ୍ୱର ଶାଣିତ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ବହୁ ବରେଣ୍ୟ ପଦାଧିକାରୀଙ୍କ ସମେତ ରାଜ୍ୟ ସମ୍ପାଦିକା ଶତାବ୍ଦୀ ପାଳ ଓ ପ୍ରମୁଖ ନାରୀ ନେତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିକ୍ଷୋଭକାରୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା, ବିଧାୟକ ଆପାଲ ସ୍ୱାମୀ କାଡ୍ରାକା, ସତ୍ୟଜିତ୍ ଗୋମାଙ୍ଗ ଓ ନୀଳ ମାଧବ ହିକକାଙ୍କ ବିରୋଧରେ ନାରାବାଜି କରିବା ସହ ସେମାନଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଏହା ଏକ ଚେତାବନୀ ବୋଲି ଦଳ ପକ୍ଷରୁ କୁହାଯାଇଛି। ନାରୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ବିଜେପି ଯୁବ ମୋର୍ଚ୍ଚା ଆଗାମୀ ଦିନରେ ନିଜର ସଂଘର୍ଷ ଜାରି ରଖିବ ବୋଲି ଜିଲ୍ଲା ସଭାପତି ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିକ୍ଷୋଭ ଯୋଗୁଁ କିଛି ସମୟ ପାଇଁ କପିଳାସ ଛକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।1
- ସ୍ଥାନ, ବିଷ୍ମଗିରି,, ଗୋତକାଲି କୋଳସି ଯାତ ରା ଆରଭଂ ହଇ ଥିଲା ଆପଣଙ୍କ ପାଇଁ ଦେଖାଉ ଚୁ1