ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୁନ୍ତରା ଠାରେ ସ୍ବାଧୀନତା ଦିବସ ସମାରୋହ ପାଳିତ। କୁଚିଣ୍ଡା :- ୧୫/୮ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୁନ୍ତରା ଠାରେ ସ୍ବାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା ।ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସ୍ବାଧୀନତା ସଂଗ୍ରାମୀ ବେଶରେ ଅଧିକ ସଂଖ୍ୟାରେ ଭାଗ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ଜୟନାରାୟଣ ପଟେଲ ମହୋଦୟଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାଏକ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦ୍ଵୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ଶ୍ରୀଯୁକ୍ତ ଅଯୋଧ୍ୟା କୁମାର ପଟେଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ଗୁରୁମା ସରିତା କୈଳାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଦୀପାଞ୍ଜଳୀ ମାଝୀ ବୌଦ୍ଧିକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ମହୋଦୟ ସ୍ବାଧୀନତା ଦିବସ ଅବସରରେ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଶେଷରେ ବିଦ୍ବତ ପରିଷଦର ସଭାପତି ମାନନୀୟ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ପଟେଲ ଉପସ୍ଥିତ ଅତିଥି, ଅଭିଭାବକ ଅଭିଭାବିକା, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଶିଶୁ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏବଂ ସୂଚନା ପ୍ରସାର ପ୍ରଚାର ଯୋଗାଯୋଗ ପ୍ରମୁଖ ଭୋକରେ ଓରାମ ଓ କାର୍ଯ୍ୟାଳୟ ପ୍ରମୁଖ ଅନିତା ଗୈାଡ ପୂର୍ଣ୍ଣ ସହଯୋଗ କରିଥିଲେ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୁନ୍ତରା ଠାରେ ସ୍ବାଧୀନତା ଦିବସ ସମାରୋହ ପାଳିତ। କୁଚିଣ୍ଡା :- ୧୫/୮ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୁନ୍ତରା ଠାରେ ସ୍ବାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା ।ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସ୍ବାଧୀନତା ସଂଗ୍ରାମୀ ବେଶରେ ଅଧିକ ସଂଖ୍ୟାରେ ଭାଗ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ଜୟନାରାୟଣ ପଟେଲ
ମହୋଦୟଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାଏକ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦ୍ଵୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ଶ୍ରୀଯୁକ୍ତ ଅଯୋଧ୍ୟା କୁମାର ପଟେଲ ସ୍ବାଗତ ଭାଷଣ
ପ୍ରଦାନ କରିଥିଲେ।ବିଦ୍ୟାଳୟ ର ଗୁରୁମା ସରିତା କୈଳାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଦୀପାଞ୍ଜଳୀ ମାଝୀ ବୌଦ୍ଧିକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ମହୋଦୟ ସ୍ବାଧୀନତା ଦିବସ ଅବସରରେ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଶେଷରେ ବିଦ୍ବତ ପରିଷଦର ସଭାପତି ମାନନୀୟ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ପଟେଲ ଉପସ୍ଥିତ
ଅତିଥି, ଅଭିଭାବକ ଅଭିଭାବିକା, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଶିଶୁ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏବଂ ସୂଚନା ପ୍ରସାର ପ୍ରଚାର ଯୋଗାଯୋଗ ପ୍ରମୁଖ ଭୋକରେ ଓରାମ ଓ କାର୍ଯ୍ୟାଳୟ ପ୍ରମୁଖ ଅନିତା ଗୈାଡ ପୂର୍ଣ୍ଣ ସହଯୋଗ କରିଥିଲେ।
- ମୌଳିକ ସୁବିଧାରୁ ବଞ୍ଚିତ ପରିବାର, କପ୍ତିପଦା ନୁଦଢିଆ ସର୍ବଣl ନର୍ସରୀ ସାହିର ଏକ ପରିବାର, ବାପା ମାଆ ଯିବା ପରେ ଅନାଥ ହେଲେ ୩ ନାବାଳକ,4
- good morning Orissa Happy New year1
- ALL INDIA T/20 BARIPADA1
- ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ1
- Jay Jagannath 🙏1
- ମୟୂରଭଞ୍ଜ ମୋହସ୍ତୋବ ରେ ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ ଙ୍କ ଦମଦାର ପ୍ରଦର୍ଶନ1
- ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate1
- ବନ୍ଧୁ ମିଳନ ଉଦଳାରେ1
- Post by Mangu Mallik1