logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତେଜିଲା ଭିଙ୍ଗାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରୀ ଭଙ୍ଗା ବିବାଦ ପ୍ରତିବାଦରେ ଗ୍ରାମବାସୀଙ୍କ ହଂସପାଳ - ଅଭୟମୁଖୀ ମୁଖ୍ୟ ରାସ୍ତାରୋକ, ଟାୟାର ଜାଳି ପ୍ରତିବାଦ, ଉତ୍ତେଜନା, #Balianta #BDOBaliantablock #DMKhordha #BJP #Prabhatiparida #jayadevnews #Nimapadamla #Mohanamajhi #Mohanacharanamajhi #jayadevnews #NiranjanMishra #CMOOdisha #KVSinghDeo1 #PresidentofIndia #mohanmajhi #PRDeptOdisha #SecyChief #IPR_Odisha #Mohanamajhi #BJP #NityanandaGond #PrabhatiParida #KanakVardhanSinghDeo

2 hrs ago
user_Gagan Bhoi
Gagan Bhoi
ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
2 hrs ago

ତେଜିଲା ଭିଙ୍ଗାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରୀ ଭଙ୍ଗା ବିବାଦ ପ୍ରତିବାଦରେ ଗ୍ରାମବାସୀଙ୍କ ହଂସପାଳ - ଅଭୟମୁଖୀ ମୁଖ୍ୟ ରାସ୍ତାରୋକ, ଟାୟାର ଜାଳି ପ୍ରତିବାଦ, ଉତ୍ତେଜନା, #Balianta #BDOBaliantablock #DMKhordha #BJP #Prabhatiparida #jayadevnews #Nimapadamla #Mohanamajhi #Mohanacharanamajhi #jayadevnews #NiranjanMishra #CMOOdisha #KVSinghDeo1 #PresidentofIndia #mohanmajhi #PRDeptOdisha #SecyChief #IPR_Odisha #Mohanamajhi #BJP #NityanandaGond #PrabhatiParida #KanakVardhanSinghDeo

More news from ଓଡ଼ିଶା and nearby areas
  • ବିଜେଡି ସରକାର ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ଆରମ୍ଭ ହୋଇଥିଲା। ଦେଢ଼ ବର୍ଷ ହେଲା ସେ ବିଲଡିଂଗୁଡିକ ଭୁତ କୋଠି ହୋଇସାରିଲଣି।
    1
    ବିଜେଡି ସରକାର ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ଆରମ୍ଭ ହୋଇଥିଲା। ଦେଢ଼ ବର୍ଷ ହେଲା ସେ ବିଲଡିଂଗୁଡିକ ଭୁତ କୋଠି ହୋଇସାରିଲଣି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • ବ୍ୟାଟେରୀ ଚାଳିତ ଗାଡ଼ି ଅଫିସ୍ କୁ ଫୋନ୍ ଆସୁଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ। ନିଘୋଡ଼ ନିଦରେ ଶୋଇ ପରି ରାଇଜକୁ ବୁଲିବାକୁ ଯାଇଛନ୍ତି କର୍ମଚାରୀ। ଜରୁରୀକାଳୀନ ସେବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଅଫିସକୁ ରୋଗୀ ମାନେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ।
    1
    ବ୍ୟାଟେରୀ ଚାଳିତ ଗାଡ଼ି ଅଫିସ୍ କୁ ଫୋନ୍ ଆସୁଥିଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ। ନିଘୋଡ଼ ନିଦରେ ଶୋଇ ପରି ରାଇଜକୁ ବୁଲିବାକୁ ଯାଇଛନ୍ତି କର୍ମଚାରୀ।
ଜରୁରୀକାଳୀନ ସେବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଅଫିସକୁ ରୋଗୀ ମାନେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି କର୍ମଚାରୀ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ତେଣୁ କଣ କଣ ରହିଛି ଚଳିତ ଥର ମାଟ୍ରିକ ପରୀକ୍ଷା କୁ ନେଇ ଅପଡେଟ ଶୁଣି ନିଅନ୍ତୁ ବୋର୍ଡ଼ ସଭାପତି ଙ୍କ ପାଖରୁ ।
    1
    ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ତେଣୁ କଣ କଣ ରହିଛି ଚଳିତ ଥର ମାଟ୍ରିକ ପରୀକ୍ଷା କୁ ନେଇ ଅପଡେଟ ଶୁଣି ନିଅନ୍ତୁ ବୋର୍ଡ଼ ସଭାପତି ଙ୍କ ପାଖରୁ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    23 hrs ago
  • କଟକ ଜିଲ୍ଲା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ଶିବ ଭଜନ ଗାଈ ପିଲାମାନଙ୍କୁ ମଧ୍ୟ୍ୟ ଗାଇବାକୁ କହିଲେ
    1
    କଟକ ଜିଲ୍ଲା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ଶିବ ଭଜନ ଗାଈ ପିଲାମାନଙ୍କୁ ମଧ୍ୟ୍ୟ ଗାଇବାକୁ କହିଲେ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    5 hrs ago
  • भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    1
    भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    23 hrs ago
  • Post by Tapasdas 6372788705
    1
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ତେଲ ଓ ଗ୍ୟାସ ବଞ୍ଚାଅ ଦେଶର GDP ବଢିବ ବୋଲି ସଚେତନ କଲେ।
    1
    ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ତେଲ ଓ ଗ୍ୟାସ ବଞ୍ଚାଅ ଦେଶର GDP ବଢିବ ବୋଲି ସଚେତନ କଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ (EI & EB, Unit-II, Cuttack) ଦ୍ୱାରା ଆଜି ଏକ ବଡ଼ ଧରଣର ମାଦକ ଦ୍ରବ୍ୟ କାରବାରର ପର୍ଦ୍ଦାଫାଶ କରାଯାଇଛି।ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରାଯାଇ ୧୦୪ ଗ୍ରାମ ହେରୋଇନ୍ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୦୪ ଗ୍ରାମ ହେରୋଇନ୍ ଓ ଏକ ହୋଣ୍ଡା ଏକ୍ଟିଭା (Honda Activa) ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନ ଦାସ (୨୨) ଗ୍ରାମ- ବିନ୍ଧାଣିମା, ଥାନା- ତିଗିରିଆ, ବିକାଶ ମଲ୍ଲିକ (୨୩): ଗ୍ରାମ- ମହିଷାଲଣ୍ଡା, ଥାନା- ଚୌଦ୍ୱାର ଅଞ୍ଚଳର ଅଟନ୍ତି। ଜବତ ହୋଇଥିବା ୧୦୪ ଗ୍ରାମ ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ (SI) ବିଭୂତି ଭୂଷଣ ପ୍ରଧାନ, ଏଏସଆଇ (ASI) କିଶୋର ଚନ୍ଦ୍ର ରାଉତ ଏବଂ କନେଷ୍ଟବଳ ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରକାଶ କୁମାର ଶତପଥୀ ଓ ଅଶ୍ୱିନୀ କୁମାର ପରିଡ଼ା ସାମିଲ ଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆକ୍ଟ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
    1
    କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ (EI & EB, Unit-II, Cuttack) ଦ୍ୱାରା ଆଜି ଏକ ବଡ଼ ଧରଣର ମାଦକ ଦ୍ରବ୍ୟ କାରବାରର ପର୍ଦ୍ଦାଫାଶ କରାଯାଇଛି।ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରାଯାଇ ୧୦୪ ଗ୍ରାମ ହେରୋଇନ୍ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୦୪ ଗ୍ରାମ ହେରୋଇନ୍ ଓ ଏକ ହୋଣ୍ଡା ଏକ୍ଟିଭା (Honda Activa) ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନ ଦାସ (୨୨) ଗ୍ରାମ- ବିନ୍ଧାଣିମା, ଥାନା- ତିଗିରିଆ, ବିକାଶ ମଲ୍ଲିକ (୨୩): ଗ୍ରାମ- ମହିଷାଲଣ୍ଡା, ଥାନା- ଚୌଦ୍ୱାର ଅଞ୍ଚଳର ଅଟନ୍ତି। ଜବତ ହୋଇଥିବା ୧୦୪ ଗ୍ରାମ ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ (SI) ବିଭୂତି ଭୂଷଣ ପ୍ରଧାନ, ଏଏସଆଇ (ASI) କିଶୋର ଚନ୍ଦ୍ର ରାଉତ ଏବଂ କନେଷ୍ଟବଳ ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରକାଶ କୁମାର ଶତପଥୀ ଓ ଅଶ୍ୱିନୀ କୁମାର ପରିଡ଼ା ସାମିଲ ଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆକ୍ଟ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    18 hrs ago
  • କଟକ ଅଞ୍ଚଳର ଗ୍ରାମିଣ ହାଟ ପନି ପରିବା ହାଲ ଚାଲ
    1
    କଟକ ଅଞ୍ଚଳର ଗ୍ରାମିଣ ହାଟ ପନି ପରିବା ହାଲ ଚାଲ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.