logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅସୁସ୍ଥ ମାଈ ହାତୀର ମୃତ୍ୟୁ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ପିପ୍ପଳା ଗ୍ରାମ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଅସୁସ୍ଥ ମାଈ ହାତୀର ମୃତ୍ୟୁ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ପିପ୍ପଳା ଗ୍ରାମ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀଟି ଦୀର୍ଘ ୧୦ ଦିନ ହେବ ଅସୁସ୍ଥ ହୋଇ ଆଖପାଖ ଜଙ୍ଗଲରେ ଘୁରି ବୁଲୁଥିଲା। ଗତ ୩ ତାରିଖରେ ବନବିଭାଗ ଜାଣିବା ପରେ ସ୍ବତନ୍ତ୍ର ଟିମ ଘଠନ କରି ତାଉପରେ କଡା ନଜର ରଖିଥିଲା। ଏବଂ ହାତୀଟିର ଚିକିତ୍ସା ପାଇଁ ଗତ ୫ ତାରିଖ ଦିନ ସ୍ବତନ୍ତ୍ର ଡାକ୍ତରି ଟିମ ଡକାଇ ଟ୍ରାଙ୍କୁଲାଇଜ କରି ତାର ଚିକିତ୍ସା କରି ଥିଲା ବନବିଭାଗ। ହାତୀଟିର ପାଟିରେ ଗଭୀର ଆଘାତ ଲାଗିଥିଲା। ହାତୀଟି ଖାଦ୍ୟ ଅନ୍ୟେଷଣରେ ଆସି ଜଙ୍ଗଲି ଜନ୍ତୁ ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ କିମ୍ବା ଫସଲ ସୁରକ୍ଷା ଦେବାପାଇଁ ଲାଗିଥିବା ବଦ୍ୟୁତ କରେଣ୍ଟ ଲାଗି ଆହାତ ହୋଇଥିବା ଅନୁମାନ କରାଯାଉଛି। ଆଜି ହାତୀଟିର ମୃତ୍ୟୁ ହୋଇଛି। ହାତୀଟିର ବୟସ ପ୍ରାୟ ୮ ରୁ ୯ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶବ ଜବତ କରି ବ୍ୟବଛେଦ କରିବା ସହ ଅଧିକ ତଦନ୍ତ ଚଳିଇଛି ବନବିଭାଗ।

on 10 March
user_Tapasdas 6372788705
Tapasdas 6372788705
Photographer Gandia, Dhenkanal•
on 10 March
0803beea-e904-4b4d-b6f7-41362656f545

ଅସୁସ୍ଥ ମାଈ ହାତୀର ମୃତ୍ୟୁ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ପିପ୍ପଳା ଗ୍ରାମ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଅସୁସ୍ଥ ମାଈ ହାତୀର ମୃତ୍ୟୁ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ପିପ୍ପଳା ଗ୍ରାମ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀଟି ଦୀର୍ଘ ୧୦ ଦିନ ହେବ ଅସୁସ୍ଥ ହୋଇ ଆଖପାଖ ଜଙ୍ଗଲରେ ଘୁରି ବୁଲୁଥିଲା। ଗତ ୩ ତାରିଖରେ ବନବିଭାଗ ଜାଣିବା ପରେ ସ୍ବତନ୍ତ୍ର ଟିମ ଘଠନ କରି ତାଉପରେ କଡା ନଜର ରଖିଥିଲା। ଏବଂ ହାତୀଟିର ଚିକିତ୍ସା ପାଇଁ ଗତ ୫ ତାରିଖ ଦିନ ସ୍ବତନ୍ତ୍ର ଡାକ୍ତରି ଟିମ ଡକାଇ ଟ୍ରାଙ୍କୁଲାଇଜ କରି ତାର ଚିକିତ୍ସା କରି ଥିଲା ବନବିଭାଗ। ହାତୀଟିର ପାଟିରେ ଗଭୀର ଆଘାତ ଲାଗିଥିଲା। ହାତୀଟି ଖାଦ୍ୟ ଅନ୍ୟେଷଣରେ ଆସି ଜଙ୍ଗଲି ଜନ୍ତୁ ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ କିମ୍ବା ଫସଲ ସୁରକ୍ଷା ଦେବାପାଇଁ ଲାଗିଥିବା ବଦ୍ୟୁତ କରେଣ୍ଟ ଲାଗି ଆହାତ ହୋଇଥିବା ଅନୁମାନ କରାଯାଉଛି। ଆଜି ହାତୀଟିର ମୃତ୍ୟୁ ହୋଇଛି। ହାତୀଟିର ବୟସ ପ୍ରାୟ ୮ ରୁ ୯ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶବ ଜବତ କରି ବ୍ୟବଛେଦ କରିବା ସହ ଅଧିକ ତଦନ୍ତ ଚଳିଇଛି ବନବିଭାଗ।

More news from Kankalunda and nearby areas
  • ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର* ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।
    3
    ଢେଙ୍କାନାଳ  ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର*
ଢେଙ୍କାନାଳ  ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି।
ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।
    user_Tapasdas 6372788705
    Tapasdas 6372788705
    Photographer Kankalunda•
    7 min ago
  • Post by Sendhavai
    1
    Post by Sendhavai
    user_Sendhavai
    Sendhavai
    Video Creator Gandia, Dhenkanal•
    13 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor Dhenkanal Sadar, Odisha•
    21 min ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ଓଡ଼ିଆ ଡ୍ରାଇଭର ଭାଇ ମାନେ
    1
    ଓଡ଼ିଆ ଡ୍ରାଇଭର 
ଭାଇ ମାନେ
    user_SHESHADEB DAS
    SHESHADEB DAS
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ଏ ସିନେମାକୁ ହୃଦୟରୁ ଦେଖନ୍ତୁ, ବହୁତ କିଛି ଶିଖିପାରିବେ | ବହୁତ ବଡ଼ ମେସେଜ ଅଛି ସିନେମାରେ ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏ ସିନେମାକୁ ହୃଦୟରୁ ଦେଖନ୍ତୁ, ବହୁତ କିଛି ଶିଖିପାରିବେ | ବହୁତ ବଡ଼ ମେସେଜ ଅଛି ସିନେମାରେ
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    19 hrs ago
  • ବିରାଡ଼ିଆ ନିକଟରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ସୁଦ୍ଧାକର ନାୟକଙ୍କ ମୃତ୍ୟୁ ପରେ ଗାଁଲୋକ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି। ଏହାର ପରିଣାମରେ କପିଳାସ–ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗତ ଦୁଇ ଦିନ ତଳେ ଘଟିଥିବା ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି, ଯାହାକୁ ନେଇ ସ୍ଥାନୀୟ ଲୋକମାନେ ରୋଷ ପ୍ରକାଶ କରୁଛନ୍ତି। ସରକାରୀ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ଗ୍ରାମବାସୀ ଏହି ରାସ୍ତା ରୋକ ଆନ୍ଦୋଳନ କରୁଥିବା ସୂଚନା ମିଳିଛି। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି। 👉 ଏହି ଘଟଣା ଆଉଥରେ ମଣିଷ-ହାତୀ ସଂଘର୍ଷ ନେଇ ଗୁରୁତର ପ୍ରଶ୍ନ#Dhenkanal #RoadBlock #ElephantAttack #HumanElephantConflict #OdishaNews #BreakingNews #KapilasRoad #JusticeForSudhakar #VillageProtest #WildlifeConflict #SaveLives #OdishaUpdates
    1
    ବିରାଡ଼ିଆ ନିକଟରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ସୁଦ୍ଧାକର ନାୟକଙ୍କ ମୃତ୍ୟୁ ପରେ ଗାଁଲୋକ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି।
ଏହାର ପରିଣାମରେ କପିଳାସ–ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗତ ଦୁଇ ଦିନ ତଳେ ଘଟିଥିବା ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି, ଯାହାକୁ ନେଇ ସ୍ଥାନୀୟ ଲୋକମାନେ ରୋଷ ପ୍ରକାଶ କରୁଛନ୍ତି।
ସରକାରୀ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ଗ୍ରାମବାସୀ ଏହି ରାସ୍ତା ରୋକ ଆନ୍ଦୋଳନ କରୁଥିବା ସୂଚନା ମିଳିଛି। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି।
👉 ଏହି ଘଟଣା ଆଉଥରେ ମଣିଷ-ହାତୀ ସଂଘର୍ଷ ନେଇ ଗୁରୁତର ପ୍ରଶ୍ନ#Dhenkanal #RoadBlock #ElephantAttack #HumanElephantConflict #OdishaNews #BreakingNews #KapilasRoad #JusticeForSudhakar #VillageProtest #WildlifeConflict #SaveLives #OdishaUpdates
    user_Tapasdas 6372788705
    Tapasdas 6372788705
    Photographer Kankalunda•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.