Shuru
Apke Nagar Ki App…
ବାଇକ ଧକ୍କାରେ ସାଇକେଲ ଚାଳକ ଟୁନା ନାଗ ଙ୍କ ମୃତ୍ୟୁ ର କ୍ଷତିପୂରଣ ଦାବିରେ ୨ଘଣ୍ଟା ରାସ୍ତାରୋକ,କଣ୍ଟାମାଳ ଥାନା ୪୧ନଂ ରାଜ୍ୟ ରାଜପଥର ବଡ଼କୁସଙ୍ଗ -ସୁଲିଆ ମଝିରେ ହୋଇଥିଲା ଦୁର୍ଘଟଣା, କଣ୍ଟାମାଳ ଥାନା ଖଲିଆପାଲି ପଞ୍ଚାୟତ ଭାଲିଆପଦର ଗ୍ରାମର ଟୁନା ନାଗ ନିଜ ଶ୍ୱଶୁର ଘର ଦପଲା -୨ରେ ନୁଆଁଖାଇ ଉପଲକ୍ଷେ ହେଉଥିବା ବୈଠକି ଦେଖିବାକୁ ସଂନ୍ଧ୍ୟାରେ ସାଇକେଲ ରେ ଯାଉଥିଲା, ବାଟରେ ସାଇକେଲ ଚେନ ଖସିଯାଇଥିଲା, ଚେନ ଲଗାଇବା ବେଳେ କଣ୍ଟାମାଳ ପଟୁ ଦ୍ରୁତଗତିରେ ଯାଉଥିବା ବାଇକ ସାଇକେଲ ଚାଳକକୁ ପଛପଟୁ ଧକ୍କା ଦେଇ ଫେରାର ହଇଯାଇଥିଲା, ଏନେଇ ଉପଯୁକ୍ତ କ୍ଷତିପୂରଣ ଓ ଦୋଷୀକୁ ଗିରଫ ଦାବିରେ କରିଥିଲେ ରାସ୍ତା ରୋକ,ଦାବୀ ପୂରଣ ପାଇଁ ପ୍ରଶାସନ ର ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା
ଜୟ କୁମାର ମହାରଣା
ବାଇକ ଧକ୍କାରେ ସାଇକେଲ ଚାଳକ ଟୁନା ନାଗ ଙ୍କ ମୃତ୍ୟୁ ର କ୍ଷତିପୂରଣ ଦାବିରେ ୨ଘଣ୍ଟା ରାସ୍ତାରୋକ,କଣ୍ଟାମାଳ ଥାନା ୪୧ନଂ ରାଜ୍ୟ ରାଜପଥର ବଡ଼କୁସଙ୍ଗ -ସୁଲିଆ ମଝିରେ ହୋଇଥିଲା ଦୁର୍ଘଟଣା, କଣ୍ଟାମାଳ ଥାନା ଖଲିଆପାଲି ପଞ୍ଚାୟତ ଭାଲିଆପଦର ଗ୍ରାମର ଟୁନା ନାଗ ନିଜ ଶ୍ୱଶୁର ଘର ଦପଲା -୨ରେ ନୁଆଁଖାଇ ଉପଲକ୍ଷେ ହେଉଥିବା ବୈଠକି ଦେଖିବାକୁ ସଂନ୍ଧ୍ୟାରେ ସାଇକେଲ ରେ ଯାଉଥିଲା, ବାଟରେ ସାଇକେଲ ଚେନ ଖସିଯାଇଥିଲା, ଚେନ ଲଗାଇବା ବେଳେ କଣ୍ଟାମାଳ ପଟୁ ଦ୍ରୁତଗତିରେ ଯାଉଥିବା ବାଇକ ସାଇକେଲ ଚାଳକକୁ ପଛପଟୁ ଧକ୍କା ଦେଇ ଫେରାର ହଇଯାଇଥିଲା, ଏନେଇ ଉପଯୁକ୍ତ କ୍ଷତିପୂରଣ ଓ ଦୋଷୀକୁ ଗିରଫ ଦାବିରେ କରିଥିଲେ ରାସ୍ତା ରୋକ,ଦାବୀ ପୂରଣ ପାଇଁ ପ୍ରଶାସନ ର ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା
More news from Odisha and nearby areas
- *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*1
- Post by Ram Shankar Bhoi1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।1
- ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର1
- 🇹🇯🇹🇯🇹🇯🇹🇯♥️🇹🇯♥️♥️1
- ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।1
- ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।1
- ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ । ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +9194370581001