logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ର ଅଧିଷ୍ଠାତୀ ଦେବୀ ମା' ଭୈରବୀ ଙ୍କୁ ଦର୍ଶନ କଲେ;ନବାନ୍ନ ଖାଇଲେ -ଜିଲ୍ଲାବାସୀ ଙ୍କ ମଙ୍ଗଳ କାମନା କଲେ ଜିଲ୍ଲାପାଳ । ବୌଦ୍ଧ:-୧୫/୦୯ ଆଜି ନୂଆଁଖାଇ ଅବସର ରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ନବାନ୍ନ ଖାଇଲେ ଜିଲ୍ଲାପାଳ ସୂଚନା ଯୋଗ୍ୟ ଯେ ମଙ୍ଗଳବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ନବାନ୍ନ ଖାଇ ଥିଲେ l ଦେବୀ ଭୈରବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରି ନୂଆଖାଇ ଅବସରରେ ବୌଦ୍ଧ ଜିଲାବାସୀଙ୍କ ମଙ୍ଗଳ କାମନା କରିଥିଲେ | ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଶ୍ରୀ ନାୟକ ମନ୍ଦିର ପରିସରରେ ବସି ନବାନ୍ନ ଭକ୍ଷଣ କରିଥିଲେ |

1 hr ago
user_Ashwini Kumar Nanda
Ashwini Kumar Nanda
Newsstand Kantamal, Boudh•
1 hr ago
ae4106b2-4b9d-4af7-abae-b00f9224deb4

ବୌଦ୍ଧ ର ଅଧିଷ୍ଠାତୀ ଦେବୀ ମା' ଭୈରବୀ ଙ୍କୁ ଦର୍ଶନ କଲେ;ନବାନ୍ନ ଖାଇଲେ -ଜିଲ୍ଲାବାସୀ ଙ୍କ ମଙ୍ଗଳ କାମନା କଲେ ଜିଲ୍ଲାପାଳ । ବୌଦ୍ଧ:-୧୫/୦୯ ଆଜି ନୂଆଁଖାଇ ଅବସର ରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ନବାନ୍ନ ଖାଇଲେ ଜିଲ୍ଲାପାଳ ସୂଚନା ଯୋଗ୍ୟ ଯେ ମଙ୍ଗଳବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ନବାନ୍ନ ଖାଇ ଥିଲେ l ଦେବୀ ଭୈରବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରି ନୂଆଖାଇ ଅବସରରେ ବୌଦ୍ଧ ଜିଲାବାସୀଙ୍କ ମଙ୍ଗଳ କାମନା କରିଥିଲେ | ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଶ୍ରୀ ନାୟକ ମନ୍ଦିର ପରିସରରେ ବସି ନବାନ୍ନ ଭକ୍ଷଣ କରିଥିଲେ |

More news from ଓଡ଼ିଶା and nearby areas
  • ନୂଆଁଖାଇର ଜୁହାର ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ - ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ସଂସ୍କୃତି ଓ ସାମାଜିକ ଚାଲିଚଳଣିର ପ୍ରାଣସ୍ପନ୍ଦନ ବୋଲି ସେ କହିଛନ୍ତି
    1
    ନୂଆଁଖାଇର ଜୁହାର ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 
- ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ସଂସ୍କୃତି ଓ ସାମାଜିକ ଚାଲିଚଳଣିର ପ୍ରାଣସ୍ପନ୍ଦନ ବୋଲି ସେ କହିଛନ୍ତି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • 🌹♥️🇹🇯🤭♥️🙂🌹🇹🇯💋♥️
    1
    🌹♥️🇹🇯🤭♥️🙂🌹🇹🇯💋♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।
    1
    ବୌଦ୍ଧ ସହର ଗାନ୍ଧିଛକ  ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି 
ଚୋରୀ କଲେ ଦୁର୍ବୃତ୍ତ ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    24 min ago
  • ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ ବରଗଡ଼
    1
    ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ 
#Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada
ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ ବରଗଡ଼
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏
    1
    🎙️ न्यूज़ एंकर इंट्रो

“बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • 🙏🙏THE JANASEVA NEWS & SOCIAL NETWORK,,,,,,,,,,,,,,,,,, ✍️✍️✍️✍️✍️✍️✍️✍️✍️✍️✍️✍️,,,,,,,,,,,,,✍️
    1
    🙏🙏THE JANASEVA NEWS & SOCIAL NETWORK,,,,,,,,,,,,,,,,,,
✍️✍️✍️✍️✍️✍️✍️✍️✍️✍️✍️✍️,,,,,,,,,,,,,✍️
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    20 hrs ago
  • ନୁଆଁଖାଇ ଜୁହାର, ଅତିହ୍ୟ ସମ୍ପୂର୍ଣ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଦେବୀ ଘଂଟାଶୁଣି ଙ୍କ ପିଠ ରେ ରୀତି, ନୀତି କ୍ରମେ ନବାନ୍ନ,,,,,,, ନୁଆଁଖାଇ ଜୁହାର, ଅତିହ୍ୟ ସମ୍ପୂର୍ଣ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଦେବୀ ଘଂଟାଶୁଣି ଙ୍କ ପିଠ ରେ ରୀତି, ନୀତି କ୍ରମେ ନବାନ୍ନ,,,,,,,
    4
    ନୁଆଁଖାଇ ଜୁହାର, ଅତିହ୍ୟ ସମ୍ପୂର୍ଣ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଦେବୀ ଘଂଟାଶୁଣି ଙ୍କ ପିଠ ରେ ରୀତି, ନୀତି କ୍ରମେ ନବାନ୍ନ,,,,,,,
ନୁଆଁଖାଇ ଜୁହାର, ଅତିହ୍ୟ ସମ୍ପୂର୍ଣ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଦେବୀ ଘଂଟାଶୁଣି ଙ୍କ ପିଠ ରେ ରୀତି, ନୀତି କ୍ରମେ ନବାନ୍ନ,,,,,,,
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    5 hrs ago
  • #ସମ୍ବଲପୁରୀରେ_ମୁଖ୍ୟମନ୍ତ୍ରୀ_ଜନାଁଲେ_ନୁଆଁଖାଇ_ଜୁହାର ଆଏଜ୍ ପବିତ୍ର ନୁଆଁଖାଇ ତିହାର। #ସମ୍ବଲପୁରୀରେ_ମୁଖ୍ୟମନ୍ତ୍ରୀ_ଜନାଁଲେ_ନୁଆଁଖାଇ_ଜୁହାର ଆଏଜ୍ ପବିତ୍ର ନୁଆଁଖାଇ ତିହାର। ଆର ଇ ଉଧେ ସମକୁ ନୁଆଁଖାଇର ଜୁହାର ସାଙ୍ଗେ ଶୁଭେଚ୍ଛା ଜନାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ବଲପୁରୀ ଭାଷାରେ ଜନାଁଲେ ଜୁହାର ।
    1
    #ସମ୍ବଲପୁରୀରେ_ମୁଖ୍ୟମନ୍ତ୍ରୀ_ଜନାଁଲେ_ନୁଆଁଖାଇ_ଜୁହାର
ଆଏଜ୍ ପବିତ୍ର ନୁଆଁଖାଇ ତିହାର।
#ସମ୍ବଲପୁରୀରେ_ମୁଖ୍ୟମନ୍ତ୍ରୀ_ଜନାଁଲେ_ନୁଆଁଖାଇ_ଜୁହାର
ଆଏଜ୍ ପବିତ୍ର ନୁଆଁଖାଇ ତିହାର। ଆର ଇ ଉଧେ ସମକୁ ନୁଆଁଖାଇର ଜୁହାର ସାଙ୍ଗେ ଶୁଭେଚ୍ଛା ଜନାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ବଲପୁରୀ ଭାଷାରେ ଜନାଁଲେ ଜୁହାର ।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • 🎙️ P24 NEWS EXPRESS — गणेश पूजा विशेष रिपोर्ट बामड़ा स्टेशन बस्ती में गणेश पूजा के अवसर पर बच्चों के लिए विभिन्न प्रकार की मनोरंजक एवं रोचक प्रतियोगिताओं का आयोजन किया गया। 🙏 आयोजन समिति की ओर से सभी प्रतिभागी बच्चों को हार्दिक बधाई एवं शुभकामनाएं। बामड़ा स्टेशन बस्ती से गणेश पूजा की यह थी P24 NEWS EXPRESS की खास रिपोर्ट। P24 NEWS EXPRESS आपकी खबर, आपकी आवाज़। 📰🙏🏷️ Tags / Hashtags #P24NewsExpress #P24NEWS #बामड़ा #बामड़ा_स्टेशन_बस्ती #गणेशपूजा #गणेशउत्सव #गणपति_बप्पा_मोरया #गणेशविसर्जन #बच्चोंकीप्रतियोगिता #स्लोसाइकिलरेस #बोरीजंप #चम्मचबाटीरेस #दरबारबैंड #राउरकेला #ओडिशा #OdishaNews #SundargarhNews #LocalNews #GaneshPuja #GaneshUtsav #GaneshVisarjan #P24NewsExpress 🎙️ P24 NEWS EXPRESS — गणेश पूजा विशेष रिपोर्ट बामड़ा स्टेशन बस्ती में गणेश पूजा के अवसर पर बच्चों के लिए विभिन्न प्रकार की मनोरंजक एवं रोचक प्रतियोगिताओं का आयोजन किया गया। 🙏 आयोजन समिति की ओर से सभी प्रतिभागी बच्चों को हार्दिक बधाई एवं शुभकामनाएं। बामड़ा स्टेशन बस्ती से गणेश पूजा की यह थी P24 NEWS EXPRESS की खास रिपोर्ट। P24 NEWS EXPRESS आपकी खबर, आपकी आवाज़। 📰🙏🏷️ Tags / Hashtags #P24NewsExpress #P24NEWS #बामड़ा #बामड़ा_स्टेशन_बस्ती #गणेशपूजा #गणेशउत्सव #गणपति_बप्पा_मोरया #गणेशविसर्जन #बच्चोंकीप्रतियोगिता #स्लोसाइकिलरेस #बोरीजंप #चम्मचबाटीरेस #दरबारबैंड #राउरकेला #ओडिशा #OdishaNews #SundargarhNews #LocalNews #GaneshPuja #GaneshUtsav #GaneshVisarjan #P24NewsExpress
    1
    🎙️ P24 NEWS EXPRESS — गणेश पूजा विशेष रिपोर्ट

बामड़ा स्टेशन बस्ती में गणेश पूजा के अवसर पर बच्चों के लिए विभिन्न प्रकार की मनोरंजक एवं रोचक प्रतियोगिताओं का आयोजन किया गया।

🙏 आयोजन समिति की ओर से सभी प्रतिभागी बच्चों को हार्दिक बधाई एवं शुभकामनाएं।

बामड़ा स्टेशन बस्ती से गणेश पूजा की यह थी P24 NEWS EXPRESS की खास रिपोर्ट।

P24 NEWS EXPRESS

आपकी खबर, आपकी आवाज़। 📰🙏🏷️ Tags / Hashtags

#P24NewsExpress #P24NEWS #बामड़ा #बामड़ा_स्टेशन_बस्ती #गणेशपूजा #गणेशउत्सव #गणपति_बप्पा_मोरया #गणेशविसर्जन #बच्चोंकीप्रतियोगिता #स्लोसाइकिलरेस #बोरीजंप #चम्मचबाटीरेस #दरबारबैंड #राउरकेला #ओडिशा #OdishaNews #SundargarhNews #LocalNews #GaneshPuja #GaneshUtsav #GaneshVisarjan #P24NewsExpress

View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.