Shuru
Apke Nagar Ki App…
କଣ୍ଟାମାଳ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଜଳଛାୟା ଓ ଉଦ୍ୟାନ କୃଷି ପ୍ରକଳ୍ପ ପରିଦର୍ଶନ କଲେ ନିର୍ଦ୍ଦେଶକ । ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ବିଭାଗର ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ନିଜ ବିଭାଗର ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଛନ୍ତି | କଣ୍ଟାମାଳ ବ୍ଲକର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ପ୍ରକଳ୍ପ, ମନରେଗା ଫାର୍ମ ପଣ୍ଡ ଆଦି ପରିଦର୍ଶନ କରିଛନ୍ତି | ସେହିପରି ହରଭଙ୍ଗା ବେଲପଦର, ରାମଗଡ଼ ଆଦି ଗ୍ରାମର ଉଦ୍ୟାନ କୃଷି ଫାର୍ମ ଓ କଦଳି ଫାର୍ମ ଆଦି ପରିଦର୍ଶନ କରିଥିଲେ | ପରିଦର୍ଶନ ସମୟରେ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଯୋଗୀନ୍ଦ୍ର ନାଥ ମହାପାତ୍ର,ମୃତ୍ତିକା ସଂରକ୍ଷଣ ଅଧିକାରୀ ଚିନ୍ତାମଣି ଜେନା ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Ranjan Kumar Dash

More news from Boudh and nearby areas
- ବୌଦ୍ଧରେ ମହିଳା ସକ୍ଷୀ ନିଯୁକ୍ତି, କିଏ ହେଲେ ଶୁଣନ୍ତୁ I @ranjankumardash1
- ମୋବାଇଲ ଚୋରକୁ ଲୋକେ ଧରି ଜିମା ଦେଲେ ପୋଲିସ ହାତେ ।1
- सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow1
- Jai Maa Samaleswari Today Darshan 18/12/25 #samaleswari_temple_opening_darshan #sambalpurtemple #sambalpur #todaydarshantemple #Apnasambalpur #P24newsexpress1
- ଆନୱାଲ କାର୍ଯ୍ୟକ୍ରମ ପଧାନପାଟ ଦେବଗଡ଼1
- #ଗୁଣୁଗୁଣୁ କଳିଆ ଭମର ଚୂମୁ ଥୀ ଲେ ଫୁ ଉ ଲେ ଫୁ ଉଲେ 🌹🌹🌹🌹🌹♥️1
- Post by Dharmu Oram1
- Post by Dharmu Oram1