Shuru
Apke Nagar Ki App…
ଟ୍ରକ ବାଇକ୍ ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ ( ବ୍ରହ୍ମପୁର)
Bijaya Naik
ଟ୍ରକ ବାଇକ୍ ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ ( ବ୍ରହ୍ମପୁର)
More news from Brahmapur and nearby areas
- ଟ୍ରକ ସହ ଧକ୍କା ହେଲା ବାଇକ, ଦମ୍ପତ୍ତି ମୃତ | ମୃତକ ହେଲେ ଦୁର୍ଗା ପ୍ରସାଦ ଶତପଥୀ ଓ ତାଙ୍କ ପତ୍ନୀ ଚିନ୍ମୟରାଣୀ ଶତପଥୀ । କନିଷିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ହୋଇଛି ଦୁର୍ଘଟଣା |1
- ଆଜି ପୁଣି ଜଣଙ୍କ ଜୀବନ ନେଲା ଚିକିଟି ମଦ ମୃତ୍ୟୁ ବୀଭିଷିକା। MKCGରେ ଚିକିତ୍ସାଧୀନ ଅବସ୍ଥାରେ ଜେନାପୁର ସାହିର ପ୍ରଦୀପ ବେହେରାଙ୍କ ମୃତ୍ୟୁ। ତାଙ୍କୁ ମିଶାଇ ୫ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଗତକାଲି ଏବଂ ପରଦିନ ଜଣେ ଲେଖାଏଁ ପ୍ରାଣ ହରାଇଥିଲେ।ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଏବେ ଆଉ କେହି ଚିକିତ୍ସାଧିନ ନଥିବା ସୂଚନା ମିଳିଛି।1
- କମାପୁଲି ବ୍ରହ୍ମପୁର1
- ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରର ଅନ୍ୟ ଏକ ଶକ୍ତି ପୀଠ ମା ତାରା ଦେବୀ ମନ୍ଦିର || Sangharsa tv ||1
- ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ,ବ୍ରହ୍ମପୁର ଶାଖା ପକ୍ଷରୁ ଜନ୍ମାଷ୍ଟମୀ ପାଳିତ ।।1
- BERHAMPUR SRIKRISHNA JANAMASTAMI ବ୍ରହ୍ମପୁର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ1
- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ୧୬ଛକରେ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି1
- ଆମେ ଯାଇଥିଲୁ ଦିଦି ଙ୍କ ଘର କୁ 52km ବ୍ରହ୍ମପୁର ଠାରୁ କେତେ ସୁନ୍ଦର ପାହାଡ଼ ବଣ ଜଙ୍ଗଲ ଦେଖିବେ ଆସନ୍ତୁ 🌳🌾🚈🏡🐮1