Shuru
Apke Nagar Ki App…
ମକର ସଂକ୍ରାନ୍ତି ଅବସରରେ ବୋଡ଼କ ଗ୍ରାମପଞ୍ଚାୟତ ଅଣ୍ଡେରେଇ ଗ୍ରାମର ମା’ ବନ୍ଧନାୟକାଣୀ ପୀଠରୁ ରେବନଈ ପର୍ଯ୍ୟନ୍ତ ବିଶାଳ କଳସ ଶୋଭାଯାତ୍ରା
Paritran times
ମକର ସଂକ୍ରାନ୍ତି ଅବସରରେ ବୋଡ଼କ ଗ୍ରାମପଞ୍ଚାୟତ ଅଣ୍ଡେରେଇ ଗ୍ରାମର ମା’ ବନ୍ଧନାୟକାଣୀ ପୀଠରୁ ରେବନଈ ପର୍ଯ୍ୟନ୍ତ ବିଶାଳ କଳସ ଶୋଭାଯାତ୍ରା
More news from ଓଡ଼ିଶା and nearby areas
- Today//News//Breaking News//BREAKING//Current Affairs//Headlines #news1
- ପାରାଦୀପ ଶିଶୁମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦ୍ରୁତ ଗତିରେ ଆସି ଲୁନାକୁ ପିଟିଲା କାର, ଘଟଣାସ୍ଥଳ ରେ ଲୁନା ଚାଳକ ମୃତ,ଘଟଣା ସ୍ଥଳ ରେ ଉତ୍ତେଜନା,ମୃତକ ହେଲେ ଷଣ୍ଢକୁଦ ଅଞ୍ଚଳ ର ଅଜୟ କରଣ ( ବାଇଧର),କାର ରେ ଥିବା ଦୁଇଜଣ ଯୁବକ ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଲାଇଟ ନିକଟରୁ ଗାଡି ଚାଳନା କରି ଆସି ଶିଶୁମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କିଛି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି l ଘଟଣା ସ୍ଥଳରେ ଉତ୍ତେଜନା, ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଚଳାଇଛି ବୁଝାସୁଝା....1
- #ଦେଶୀ_ମଦ_କାରଖାନା_ରେ_ଚଢ଼ାଉ । ବାଲେଶ୍ଵର ଜିଲ୍ଲା ପୁରୁଣା ବାଲେଶ୍ଵର ରେ ଆଜି ପୋଲିସ ଓ ଅବକାରୀ ବିଭାଗର ଦେଶୀ ମଦ ପ୍ରସ୍ତୁତ ବେଳେ ମିଳିତ ଚଢାଉ କରି ନଷ୍ଟ କଲେ ପୋଚ ଏବଂ ଅନେକ ପ୍ରସ୍ତୁତି ସାମଗ୍ରୀ ଜବତ । #mahimatv #news #Odisha #police #PoliceAction #raid #balasore #ExciseDepartment2
- କଣ୍ଟାନାଳି ଛକ, ମକର ସଂକ୍ରନ୍ତି ଉପଲକ୍ଷେ ମା ତାରେଣୀ ଙ୍କ ପାଖରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଲଡୁ,ଓ ମା ଙ୍କ ପ୍ରସାଦ ବଣ୍ଟନ1
- ମୟୁରଭଞ୍ଜ ରେ ସୁବର୍ଣ୍ଣ ଧନୁଷ ଯାତ୍ରା, କିଚକେଶ୍ୱରୀ ଙ୍କ ମନ୍ଦିର ରେ ପୂଜାର୍ଚନା ଶହଶହ ରାମ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁବର୍ଣ୍ଣ ଧନୁଷ ଦର୍ଶନ ଓ ପୂଜାର୍ଚନା1
- ଢେଙ୍କାନାଳ ଦକ୍ଷିଣକାଳୀ ମନ୍ଦିର ରେ ମକର ସଂକ୍ରାନ୍ତି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼1
- ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ।1
- #ବସ୍ତା_ଥାନା_ଧୋବାଚକୁରାଇ_ଗ୍ରାର_ଘଟଣା ! କଦଳୀହଣ୍ଡା ଗ୍ରାମ ର ସଞୀୟ ଗିରି ଓ ନିଆସି ଗିରି ଙ୍କ ଜାଗାକୁ ଧୋବାଚକୁରାଇ ଗ୍ରାମବାସୀ ଜୋର ଜବରଦସ୍ତ ବାଢେ ଘେରିଥିଲେ । ବସ୍ତା ପୋଲିସ ପହଞ୍ଚି ବା ପରେ ଗ୍ରାମବାସୀ ମାନେ ପୁଣି ବେଢା ଉଠାଇଥିଲେ।1
- kumbheswar କ୍ରିକେଟ ଟୁଣ୍ଣାମେଟ୍ର ତାଳବର କୋଟ1