logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଶ୍ଵ ଯୁବ କେନ୍ଦ୍ର କିଶୋରୀ ବାଳିକା ସଚେତନତା ଗାଙ୍ଗୀ ଯୋଡ଼ି,ବଅଁରପାଳ,ଅନୁଗୋଳ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ବାଉଳିଗୋଡ, ଗୋଡାସନ୍ତ୍ରି ଗ୍ରାମପଞ୍ଚାୟତ ର ଭକ୍ତପୁର, ଗୋଡସନ୍ନ୍ତ୍ରି ଅରା ହାଟ ବଉଳିଗୋଡ, ସିମିଲିଛୁଇଁ, ଯୁହlରପୂର୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ୱର ,ଆଶା,କିଶୋରୀ ଉପସ୍ଥିିତଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ ,

41 min ago
user_Laxmi behera
Laxmi behera
Social worker ବନାରପାଳ, ଅନୁଗୁଳ, ଓଡ଼ିଶା•
41 min ago
509aa90c-39db-4a72-8644-31e388fb519b

ବିଶ୍ଵ ଯୁବ କେନ୍ଦ୍ର କିଶୋରୀ ବାଳିକା ସଚେତନତା ଗାଙ୍ଗୀ ଯୋଡ଼ି,ବଅଁରପାଳ,ଅନୁଗୋଳ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ବାଉଳିଗୋଡ, ଗୋଡାସନ୍ତ୍ରି ଗ୍ରାମପଞ୍ଚାୟତ ର ଭକ୍ତପୁର, ଗୋଡସନ୍ନ୍ତ୍ରି ଅରା ହାଟ ବଉଳିଗୋଡ, ସିମିଲିଛୁଇଁ, ଯୁହlରପୂର୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ୱର ,ଆଶା,କିଶୋରୀ ଉପସ୍ଥିିତଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା,

87cec43a-99a4-45fc-941d-8ec2fae7dafb

ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ ,

More news from Odisha and nearby areas
  • ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
    1
    ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ
 କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ।

ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା।

କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ 
ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। 
ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ
କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ।
ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା।
କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ 
ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
    user_Shibaram naik
    Shibaram naik
    Nurse Anugul, Odisha•
    8 hrs ago
  • ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.
    1
    ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    17 hrs ago
  • Slug- ସାମ୍ବାଦିକ ସଂଘଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l ମୁଖ୍ୟ ଚିକିତ୍ସାଳରେ ଉନ୍ନତ ମାନର ରକ୍ତ ପରିକ୍ଷା ମେସିନ୍ ଉଦ୍ଘାଟିତ । ରିପୋର୍ଟ - Place -ଢେଙ୍କାନାଳ Date -25-08-26 Faramt -AVB Anchar- ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଅତ୍ୟଧୁନିକ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ରରେ ଏହି ଯନ୍ତ୍ରଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦଘାଟନ କରିଛନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘର ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ ଲ #DhenkanalNews #Dhenkanal #DhenkanalDistrict #DhenkanalHospital #HealthNews #MedicalNews #BiochemicalAnalyser #AstiraLX400 #DistrictJournalistsAssociation #OdishaNews #Odisha #Healthcare #DhenkanalNewsOdisha
    1
    Slug- ସାମ୍ବାଦିକ ସଂଘଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l ମୁଖ୍ୟ ଚିକିତ୍ସାଳରେ ଉନ୍ନତ ମାନର ରକ୍ତ ପରିକ୍ଷା ମେସିନ୍ ଉଦ୍ଘାଟିତ ।
ରିପୋର୍ଟ -
Place -ଢେଙ୍କାନାଳ
Date -25-08-26
Faramt -AVB

Anchar- ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଅତ୍ୟଧୁନିକ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ରରେ ଏହି ଯନ୍ତ୍ରଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦଘାଟନ କରିଛନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘର ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ ଲ




#DhenkanalNews #Dhenkanal #DhenkanalDistrict #DhenkanalHospital #HealthNews #MedicalNews #BiochemicalAnalyser #AstiraLX400 #DistrictJournalistsAssociation #OdishaNews #Odisha #Healthcare #DhenkanalNewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    16 hrs ago
  • ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    1
    ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ।
ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    15 hrs ago
  • ଦୁଇ କୋଟି ର ଗଞ୍ଜେଇ ଜବତ । G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ , G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।
    1
    ଦୁଇ କୋଟି ର ଗଞ୍ଜେଇ ଜବତ ।
G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ ,
G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, 
G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।
    user_ସୁଧାଂଶୁ ରଞ୍ଜନ ଶତପଥି
    ସୁଧାଂଶୁ ରଞ୍ଜନ ଶତପଥି
    Badamba, Cuttack•
    22 hrs ago
  • ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର
    1
    ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ
ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    6 hrs ago
  • ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news
    1
    ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍  
ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
  • ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓ ବିଜେପି ନୀତି ଆଦର୍ଶ ସହିତ, ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ବିଜେଡ଼ି ମୁକ୍ତ ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ।
    1
    ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ।
ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓ ବିଜେପି ନୀତି ଆଦର୍ଶ ସହିତ, ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ବିଜେଡ଼ି ମୁକ୍ତ ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।ବଡ଼ଭୂଇଁ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.