logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଶାସନିକ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଧବଳେଶ୍ୱର ମନ୍ଦିର ଓ AAC ସ୍ଥଳ ପରିଦର୍ଶନ। ପ୍ରଶାସନିକ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଧବଳେଶ୍ୱର ମନ୍ଦିର ଓ AAC ସ୍ଥଳ ପରିଦର୍ଶନ ଆସନ୍ତା ଅଗଷ୍ଟ ୨୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। ​ଆଜି ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ (AAC) କଲେଜ୍ ପରିସରରେ ପ୍ରତ୍ୟକ୍ଷ ସ୍ଥଳ ପରିଦର୍ଶନ କରାଯାଇ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ହେଲିପ୍ୟାଡ୍ ନିର୍ମାଣ, କଡ଼ା ସୁରକ୍ଷା ବ୍ୟବସ୍ଥା, ସାଧାରଣ ଯାତାୟାତ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତିକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ​ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାର ସମସ୍ତ ପ୍ରଶାସନିକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ ଜାରି ରହିଛି।

15 hrs ago
user_User9947
User9947
Social worker ନୂଆଗାଁ, ଗଞ୍ଜାମ, ଓଡ଼ିଶା•
15 hrs ago
a439cbc3-b495-4612-8b75-44a43102ac5f

ପ୍ରଶାସନିକ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଧବଳେଶ୍ୱର ମନ୍ଦିର ଓ AAC ସ୍ଥଳ ପରିଦର୍ଶନ। ପ୍ରଶାସନିକ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଧବଳେଶ୍ୱର ମନ୍ଦିର ଓ AAC ସ୍ଥଳ ପରିଦର୍ଶନ ଆସନ୍ତା ଅଗଷ୍ଟ ୨୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। ​ଆଜି ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ (AAC) କଲେଜ୍ ପରିସରରେ ପ୍ରତ୍ୟକ୍ଷ ସ୍ଥଳ ପରିଦର୍ଶନ କରାଯାଇ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ହେଲିପ୍ୟାଡ୍ ନିର୍ମାଣ, କଡ଼ା ସୁରକ୍ଷା ବ୍ୟବସ୍ଥା, ସାଧାରଣ ଯାତାୟାତ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତିକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ​ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାର ସମସ୍ତ ପ୍ରଶାସନିକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ ଜାରି ରହିଛି।

More news from ଓଡ଼ିଶା and nearby areas
  • ମୋହନା ବ୍ଲକ ଠାରେ ଜିଲ୍ଲା ପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି ଏଡିଏମ. ଉପ ଜିଲ୍ଲା ପାଳ ଏସପି ଉନୟନ ପରିଷଦ ଅଦକ୍ଷ ଉପସ୍ଥିତ ରେ ପାଣି ରାସ୍ତା ବିଦୂତ ବିଦ୍ୟାଳୟ ସମସ୍ୟା ଉପରେ ଅଧିକ ଅଭିଯୋଗ ରହିଥିଲା
    3
    ମୋହନା ବ୍ଲକ ଠାରେ ଜିଲ୍ଲା ପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି ଏଡିଏମ. ଉପ ଜିଲ୍ଲା ପାଳ ଏସପି ଉନୟନ ପରିଷଦ ଅଦକ୍ଷ ଉପସ୍ଥିତ ରେ ପାଣି ରାସ୍ତା ବିଦୂତ ବିଦ୍ୟାଳୟ ସମସ୍ୟା ଉପରେ ଅଧିକ ଅଭିଯୋଗ ରହିଥିଲା
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    23 hrs ago
  • ବରମୁଣ୍ଡା ବସଷ୍ଟାଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର , ଦହିବରା ଆଳୁଦମ୍ ଓ ଦୋସା କୁ ଭି ପ୍ରଶଂସା କରିଛନ୍ତି। ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର, ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର ଙ୍କ ମୁହଁରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ର ପ୍ରଶଂସା କହିଲେ ବସଷ୍ଟାଣ୍ଡ୍ ଦେଖି ଭର୍ମରେ ପଡ଼ିଗଲି ଭାବିଲି ଏୟରପୋର୍ଟ ଭିତରେ ଅଛି ! କହିଲେ ଜୀବନରେ ଇଣ୍ଡିଆ ଭିତରେ ଏମିତି ବସଷ୍ଟାଣ୍ଡ ଦେଖିନଥିଲି.
    1
    ବରମୁଣ୍ଡା ବସଷ୍ଟାଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର , ଦହିବରା ଆଳୁଦମ୍ ଓ ଦୋସା କୁ ଭି ପ୍ରଶଂସା କରିଛନ୍ତି।
ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର, ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର ଙ୍କ ମୁହଁରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ର ପ୍ରଶଂସା କହିଲେ ବସଷ୍ଟାଣ୍ଡ୍ ଦେଖି ଭର୍ମରେ ପଡ଼ିଗଲି ଭାବିଲି ଏୟରପୋର୍ଟ ଭିତରେ ଅଛି  ! କହିଲେ ଜୀବନରେ ଇଣ୍ଡିଆ ଭିତରେ ଏମିତି ବସଷ୍ଟାଣ୍ଡ ଦେଖିନଥିଲି.
    user_Siba Sankar jena
    Siba Sankar jena
    Engineer Kodala, Ganjam•
    22 hrs ago
  • ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।
    1
    ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ
ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର  ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।
    user_Soren kumar Pradhan
    Soren kumar Pradhan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    12 hrs ago
  • ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
    1
    ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ .
ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା )  ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
    user_Asish kumar Khadanga
    Asish kumar Khadanga
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    13 hrs ago
  • ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ, ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି। ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    3
    ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ  ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ  ଗିରଫ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ,
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ  ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି।
ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    15 hrs ago
  • ଅଡବା ରେ ଅବୈଧ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ସମସ୍ତ ସମ୍ପ୍ରଦାୟ ନେତାମାନେ ଏକଜୁଟ୍ ଗଞ୍ଜେଇ ମୁକ୍ତ ଗଜପତି" ଏବଂ "ନଶା ମୁକ୍ତ ଓଡ଼ିଶା" ପାଇଁ ଚାଲିଥିବା ଅଭିଯାନର ଅଂଶ ସ୍ୱରୂପ, ଆଜି ଗଜପତିର ପୋଲିସ ଅଧିକ୍ଷକଙ୍କ ନେତୃତ୍ୱରେ ଏବଂ ମାର୍ଗଦର୍ଶନରେ ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅବୈଧ ଗଞ୍ଜେଇ (ଗଞ୍ଜେଇ) ଚାଷ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ସଚେତନତା ଏବଂ ସମ୍ପ୍ରଦାୟ ସଂକଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଡବା ପୋଲିସ ଷ୍ଟେସନ ଅଧୀନରେ ଥିବା ଗଞ୍ଜେଇ ପ୍ରଭାବିତ ଅଞ୍ଚଳର ସରପଞ୍ଚ, ୱାର୍ଡ ସଭ୍ୟ, ସମ୍ପ୍ରଦାୟର ନେତା ଏବଂ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଅଂଶଗ୍ରହଣକାରୀମାନଙ୍କୁ ଅବୈଧ ଗଞ୍ଜେଇ ଚାଷର ଗମ୍ଭୀର ଆଇନଗତ ପରିଣାମ, ଯୁବପିଢ଼ି ଏବଂ ସମାଜ ଉପରେ ଏହାର କ୍ଷତିକାରକ ପ୍ରଭାବ ଏବଂ ଏହି ବିପଦକୁ ଦୂର କରିବା ପାଇଁ ସାମୂହିକ ସାମୁଦାୟିକ ପଦକ୍ଷେପର ଆବଶ୍ୟକତା ବିଷୟରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ, ସରପଞ୍ଚ, ୱାର୍ଡ ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ସର୍ବସମ୍ମତିକ୍ରମେ ସେମାନଙ୍କ ନିଜ ନିଜ ଗ୍ରାମ ଏବଂ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷକୁ ଅନୁମତି ନ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏପରି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ହେବାରୁ ଲୋକଙ୍କୁ ନିରୁତ୍ସାହିତ କରିବା ଏବଂ ଗଞ୍ଜେଇ ଚାଷକୁ ଚିହ୍ନଟ କରିବା ଏବଂ ରୋକିବାରେ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଂଶଗ୍ରହଣକାରୀମାନେ ଏହା ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ ସେମାନେ ସ୍ଥାନୀୟ ସମ୍ପ୍ରଦାୟକୁ ଆଇନଗତ ଏବଂ ସ୍ଥାୟୀ ଜୀବିକା ପ୍ରତି ପ୍ରେରଣା ଦେବା ଏବଂ ଯୁବ ପିଢ଼ିକୁ ନିଶା ଅପବ୍ୟବହାର ଏବଂ ଅବୈଧ ନିଶା କାରବାରରେ ସମ୍ପୃକ୍ତିରୁ ରକ୍ଷା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଥିଲା ଯେ ଅବୈଧ ଗଞ୍ଜେଇ ଚାଷ ବିରୁଦ୍ଧରେ ଲଢ଼େଇ କେବଳ ପ୍ରବର୍ତ୍ତନ ଦ୍ୱାରା ହାସଲ କରାଯାଇପାରିବ ନାହିଁ ଏବଂ ଏଥିପାଇଁ ପଞ୍ଚାୟତିରାଜ ପ୍ରତିନିଧି, ସମ୍ପ୍ରଦାୟ ନେତା ଏବଂ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ଗଜପତି ପୋଲିସ ସମସ୍ତ ନାଗରିକଙ୍କୁ ଏକ ନିଶାମୁକ୍ତ ସମାଜ ଗଠନ ଏବଂ ଅଡାଭା ଏବଂ ସମଗ୍ର ଗଜପତି ଜିଲ୍ଲାକୁ ଅବୈଧ ଗଞ୍ଜେଇ ଚାଷ ମୁକ୍ତ କରିବାରେ ହାତ ମିଳାଇବାକୁ ଆହ୍ୱାନ କରିଥିଲେ। ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ।
    1
    ଅଡବା ରେ ଅବୈଧ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ସମସ୍ତ ସମ୍ପ୍ରଦାୟ ନେତାମାନେ ଏକଜୁଟ୍
ଗଞ୍ଜେଇ ମୁକ୍ତ ଗଜପତି" ଏବଂ "ନଶା ମୁକ୍ତ ଓଡ଼ିଶା" ପାଇଁ ଚାଲିଥିବା ଅଭିଯାନର ଅଂଶ ସ୍ୱରୂପ, ଆଜି ଗଜପତିର ପୋଲିସ ଅଧିକ୍ଷକଙ୍କ ନେତୃତ୍ୱରେ ଏବଂ ମାର୍ଗଦର୍ଶନରେ ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅବୈଧ ଗଞ୍ଜେଇ (ଗଞ୍ଜେଇ) ଚାଷ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ସଚେତନତା ଏବଂ ସମ୍ପ୍ରଦାୟ ସଂକଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅଡବା ପୋଲିସ ଷ୍ଟେସନ ଅଧୀନରେ ଥିବା ଗଞ୍ଜେଇ ପ୍ରଭାବିତ ଅଞ୍ଚଳର ସରପଞ୍ଚ, ୱାର୍ଡ ସଭ୍ୟ, ସମ୍ପ୍ରଦାୟର ନେତା ଏବଂ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଅଂଶଗ୍ରହଣକାରୀମାନଙ୍କୁ ଅବୈଧ ଗଞ୍ଜେଇ ଚାଷର ଗମ୍ଭୀର ଆଇନଗତ ପରିଣାମ, ଯୁବପିଢ଼ି ଏବଂ ସମାଜ ଉପରେ ଏହାର କ୍ଷତିକାରକ ପ୍ରଭାବ ଏବଂ ଏହି ବିପଦକୁ ଦୂର କରିବା ପାଇଁ ସାମୂହିକ ସାମୁଦାୟିକ ପଦକ୍ଷେପର ଆବଶ୍ୟକତା ବିଷୟରେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମ ସମୟରେ, ସରପଞ୍ଚ, ୱାର୍ଡ ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ସର୍ବସମ୍ମତିକ୍ରମେ ସେମାନଙ୍କ ନିଜ ନିଜ ଗ୍ରାମ ଏବଂ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷକୁ ଅନୁମତି ନ ଦେବାକୁ ନିଷ୍ପତ୍ତି ନେଇଥିଲେ।  ସେମାନେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏପରି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ହେବାରୁ ଲୋକଙ୍କୁ ନିରୁତ୍ସାହିତ କରିବା ଏବଂ ଗଞ୍ଜେଇ ଚାଷକୁ ଚିହ୍ନଟ କରିବା ଏବଂ ରୋକିବାରେ ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅଂଶଗ୍ରହଣକାରୀମାନେ ଏହା ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ ସେମାନେ ସ୍ଥାନୀୟ ସମ୍ପ୍ରଦାୟକୁ ଆଇନଗତ ଏବଂ ସ୍ଥାୟୀ ଜୀବିକା ପ୍ରତି ପ୍ରେରଣା ଦେବା ଏବଂ ଯୁବ ପିଢ଼ିକୁ ନିଶା ଅପବ୍ୟବହାର ଏବଂ ଅବୈଧ ନିଶା କାରବାରରେ ସମ୍ପୃକ୍ତିରୁ ରକ୍ଷା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ।
କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଥିଲା ଯେ ଅବୈଧ ଗଞ୍ଜେଇ ଚାଷ ବିରୁଦ୍ଧରେ ଲଢ଼େଇ କେବଳ ପ୍ରବର୍ତ୍ତନ ଦ୍ୱାରା ହାସଲ କରାଯାଇପାରିବ ନାହିଁ ଏବଂ ଏଥିପାଇଁ ପଞ୍ଚାୟତିରାଜ ପ୍ରତିନିଧି, ସମ୍ପ୍ରଦାୟ ନେତା ଏବଂ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ।
ଗଜପତି ପୋଲିସ ସମସ୍ତ ନାଗରିକଙ୍କୁ ଏକ ନିଶାମୁକ୍ତ ସମାଜ ଗଠନ ଏବଂ ଅଡାଭା ଏବଂ ସମଗ୍ର ଗଜପତି ଜିଲ୍ଲାକୁ ଅବୈଧ ଗଞ୍ଜେଇ ଚାଷ ମୁକ୍ତ କରିବାରେ ହାତ ମିଳାଇବାକୁ ଆହ୍ୱାନ କରିଥିଲେ।
ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • ବୁଗୁଡ଼ା ଅବକାରୀ ବିଭାଗ କୁ ବଡ ସଫଳତା ୬୬ କିଲୋ ଗଂଜେଇ ସହ ଦୁଇ ଜଣକୁ ଗିରଫ
    2
    ବୁଗୁଡ଼ା ଅବକାରୀ ବିଭାଗ କୁ ବଡ ସଫଳତା ୬୬ କିଲୋ ଗଂଜେଇ ସହ ଦୁଇ ଜଣକୁ ଗିରଫ
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    18 hrs ago
  • ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ପରିବହନ ଚିହ୍ନଟ :: ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପକ୍ଷରୁ ଏକ ଘରୋଇ ବସ ଯୋଗେ ଅବୈଧ ଗୁଟଖା ପରିବହନ ସମୟରେ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ କରିବାରେ ସକ୍ଷମ ହୋଇଛି। , ଅଡବା ଛକ ଠାରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ସମୟରେ, ଅଡବା ପୋଲିସ କାମଧେନୁ ନାମକ ଏକ ଘରୋଇ ବସ୍ ରେ ଗୁଟଖା ବେଆଇନ ପରିବହନ ଚିହ୍ନଟ କରିଥିଲା । ଯାହାକି ବସ ଟି ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାତ୍ରା କରୁଥିଲା। ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟନ୍ ଗୁଟଖା ଭର୍ତ୍ତି ଥିବା ବାକ୍ସ ପାଇଥିଲା, ପ୍ରତ୍ୟେକ ବକ୍ସରେ “ମଲା ମାଳ” ଗୁଟଖା ପାଉଚ ଭର୍ତ୍ତି ୦୩ (ତିନି) ବ୍ୟାଗ ଥିଲା। ଉକ୍ତ ଗୁଟଖା ଉତ୍ପାଦ ଗୁଡ଼ିକ ସନ୍ତୋଷ ଜନକ ବିନା କୌଣସି ପ୍ରମାଣିତ କାଗଜପତ୍ରରେ ପରିବହନ କରା ଯାଉଥିଲା ବୋଲି ଜଣା ପଡ଼ିବା ପରେ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ହିଁ ସମସ୍ତ ସମ୍ପୂର୍ଣ୍ଣ ସାମଗ୍ରୀକୁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଜବତ କରା ଯାଇଥିଲା। ଏ ସମ୍ପର୍କରେ, ଅଡବା ପି.ଏସ୍. ମାମଲା ନଂ. ୧୮୩/୨୦୨୬ ପଞ୍ଜିକୃତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗୁଟଖାର କ୍ରୟର ଉତ୍ସ, ମାଲିକାନା, ଉଦ୍ଦିଷ୍ଟ ଗ୍ରହୀତା/ଗନ୍ତବ୍ୟସ୍ଥଳ, ପରିବହନ କାଗଜପତ୍ର ଏବଂ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି। ଅଡବା ପୋଲିସ ନିଷିଦ୍ଧ/ଅନଧିକୃତ ତମାଖୁ ଉତ୍ପାଦର ଅବୈଧ ପରିବହନ ଏବଂ ବାଣିଜ୍ୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ ବୋଲି ଅଡବା ଥାନା ଆଇ:ଆଇ:ସି ଏକ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି । ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ପରିବହନ ଚିହ୍ନଟ :: ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପକ୍ଷରୁ ଏକ ଘରୋଇ ବସ ଯୋଗେ ଅବୈଧ ଗୁଟଖା ପରିବହନ ସମୟରେ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ କରିବାରେ ସକ୍ଷମ ହୋଇଛି। , ଅଡବା ଛକ ଠାରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ସମୟରେ, ଅଡବା ପୋଲିସ କାମଧେନୁ ନାମକ ଏକ ଘରୋଇ ବସ୍ ରେ ଗୁଟଖା ବେଆଇନ ପରିବହନ ଚିହ୍ନଟ କରିଥିଲା । ଯାହାକି ବସ ଟି ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାତ୍ରା କରୁଥିଲା। ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟନ୍ ଗୁଟଖା ଭର୍ତ୍ତି ଥିବା ବାକ୍ସ ପାଇଥିଲା, ପ୍ରତ୍ୟେକ ବକ୍ସରେ “ମଲା ମାଳ” ଗୁଟଖା ପାଉଚ ଭର୍ତ୍ତି ୦୩ (ତିନି) ବ୍ୟାଗ ଥିଲା। ଉକ୍ତ ଗୁଟଖା ଉତ୍ପାଦ ଗୁଡ଼ିକ ସନ୍ତୋଷ ଜନକ ବିନା କୌଣସି ପ୍ରମାଣିତ କାଗଜପତ୍ରରେ ପରିବହନ କରା ଯାଉଥିଲା ବୋଲି ଜଣା ପଡ଼ିବା ପରେ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ହିଁ ସମସ୍ତ ସମ୍ପୂର୍ଣ୍ଣ ସାମଗ୍ରୀକୁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଜବତ କରା ଯାଇଥିଲା। ଏ ସମ୍ପର୍କରେ, ଅଡବା ପି.ଏସ୍. ମାମଲା ନଂ. ୧୮୩/୨୦୨୬ ପଞ୍ଜିକୃତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗୁଟଖାର କ୍ରୟର ଉତ୍ସ, ମାଲିକାନା, ଉଦ୍ଦିଷ୍ଟ ଗ୍ରହୀତା/ଗନ୍ତବ୍ୟସ୍ଥଳ, ପରିବହନ କାଗଜପତ୍ର ଏବଂ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି। ଅଡବା ପୋଲିସ ନିଷିଦ୍ଧ/ଅନଧିକୃତ ତମାଖୁ ଉତ୍ପାଦର ଅବୈଧ ପରିବହନ ଏବଂ ବାଣିଜ୍ୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ ବୋଲି ଅଡବା ଥାନା ଆଇ:ଆଇ:ସି ଏକ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି । ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    1
    ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ପରିବହନ ଚିହ୍ନଟ :: ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ
 
 

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପକ୍ଷରୁ ଏକ ଘରୋଇ ବସ ଯୋଗେ ଅବୈଧ ଗୁଟଖା ପରିବହନ ସମୟରେ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ କରିବାରେ ସକ୍ଷମ ହୋଇଛି।

, ଅଡବା ଛକ ଠାରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ସମୟରେ, ଅଡବା ପୋଲିସ କାମଧେନୁ ନାମକ ଏକ ଘରୋଇ ବସ୍ ରେ ଗୁଟଖା ବେଆଇନ ପରିବହନ ଚିହ୍ନଟ କରିଥିଲା । ଯାହାକି ବସ ଟି ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାତ୍ରା କରୁଥିଲା।

ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟନ୍ ଗୁଟଖା ଭର୍ତ୍ତି ଥିବା ବାକ୍ସ ପାଇଥିଲା, ପ୍ରତ୍ୟେକ ବକ୍ସରେ “ମଲା ମାଳ” ଗୁଟଖା ପାଉଚ ଭର୍ତ୍ତି ୦୩ (ତିନି) ବ୍ୟାଗ ଥିଲା। ଉକ୍ତ ଗୁଟଖା ଉତ୍ପାଦ ଗୁଡ଼ିକ ସନ୍ତୋଷ ଜନକ ବିନା କୌଣସି ପ୍ରମାଣିତ କାଗଜପତ୍ରରେ ପରିବହନ କରା ଯାଉଥିଲା ବୋଲି ଜଣା ପଡ଼ିବା ପରେ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ହିଁ ସମସ୍ତ ସମ୍ପୂର୍ଣ୍ଣ ସାମଗ୍ରୀକୁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଜବତ କରା ଯାଇଥିଲା।

ଏ ସମ୍ପର୍କରେ, ଅଡବା ପି.ଏସ୍. ମାମଲା ନଂ. ୧୮୩/୨୦୨୬ ପଞ୍ଜିକୃତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।

ଜବତ ଗୁଟଖାର କ୍ରୟର ଉତ୍ସ, ମାଲିକାନା, ଉଦ୍ଦିଷ୍ଟ ଗ୍ରହୀତା/ଗନ୍ତବ୍ୟସ୍ଥଳ, ପରିବହନ କାଗଜପତ୍ର ଏବଂ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି।

ଅଡବା ପୋଲିସ ନିଷିଦ୍ଧ/ଅନଧିକୃତ ତମାଖୁ ଉତ୍ପାଦର ଅବୈଧ ପରିବହନ ଏବଂ ବାଣିଜ୍ୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ ବୋଲି ଅଡବା ଥାନା ଆଇ:ଆଇ:ସି ଏକ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି ।


ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ପରିବହନ ଚିହ୍ନଟ :: ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପକ୍ଷରୁ ଏକ ଘରୋଇ ବସ ଯୋଗେ ଅବୈଧ ଗୁଟଖା ପରିବହନ ସମୟରେ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ କରିବାରେ ସକ୍ଷମ ହୋଇଛି।
, ଅଡବା ଛକ ଠାରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ସମୟରେ, ଅଡବା ପୋଲିସ କାମଧେନୁ ନାମକ ଏକ ଘରୋଇ ବସ୍ ରେ ଗୁଟଖା ବେଆଇନ ପରିବହନ ଚିହ୍ନଟ କରିଥିଲା । ଯାହାକି ବସ ଟି ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାତ୍ରା କରୁଥିଲା।
ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟନ୍ ଗୁଟଖା ଭର୍ତ୍ତି ଥିବା ବାକ୍ସ ପାଇଥିଲା, ପ୍ରତ୍ୟେକ ବକ୍ସରେ “ମଲା ମାଳ” ଗୁଟଖା ପାଉଚ ଭର୍ତ୍ତି ୦୩ (ତିନି) ବ୍ୟାଗ ଥିଲା। ଉକ୍ତ ଗୁଟଖା ଉତ୍ପାଦ ଗୁଡ଼ିକ ସନ୍ତୋଷ ଜନକ ବିନା କୌଣସି ପ୍ରମାଣିତ କାଗଜପତ୍ରରେ ପରିବହନ କରା ଯାଉଥିଲା ବୋଲି ଜଣା ପଡ଼ିବା ପରେ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ହିଁ ସମସ୍ତ ସମ୍ପୂର୍ଣ୍ଣ ସାମଗ୍ରୀକୁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଜବତ କରା ଯାଇଥିଲା।
ଏ ସମ୍ପର୍କରେ, ଅଡବା ପି.ଏସ୍. ମାମଲା ନଂ. ୧୮୩/୨୦୨୬ ପଞ୍ଜିକୃତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।
ଜବତ ଗୁଟଖାର କ୍ରୟର ଉତ୍ସ, ମାଲିକାନା, ଉଦ୍ଦିଷ୍ଟ ଗ୍ରହୀତା/ଗନ୍ତବ୍ୟସ୍ଥଳ, ପରିବହନ କାଗଜପତ୍ର ଏବଂ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି।
ଅଡବା ପୋଲିସ ନିଷିଦ୍ଧ/ଅନଧିକୃତ ତମାଖୁ ଉତ୍ପାଦର ଅବୈଧ ପରିବହନ ଏବଂ ବାଣିଜ୍ୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ ବୋଲି ଅଡବା ଥାନା ଆଇ:ଆଇ:ସି ଏକ ପ୍ରେସ ନୋଟ ମାଧ୍ୟମରେ ଜଣାଇଛନ୍ତି ।
ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • ଗୁରାପଲି ଛକରେ ସଡ଼କ ଦୁର୍ଘଟଣା. 2 ଆହତ , ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି ଗୁରlପାଲି ଛକରେ ସଡ଼କ ଦୁର୍ଘଟଣା , ଚୁରମାର୍ ହେଇଗଲା କାର୍, ଟ୍ରକ୍ ପଛକୁ ପିଟିଲା କାର, 2 ଆହତ ଆହତଙ୍କୁ ହସ୍ପିଟାଲରେ ଭର୍ତି
    1
    ଗୁରାପଲି ଛକରେ ସଡ଼କ ଦୁର୍ଘଟଣା. 2 ଆହତ , ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି 
ଗୁରlପାଲି ଛକରେ ସଡ଼କ ଦୁର୍ଘଟଣା , ଚୁରମାର୍ ହେଇଗଲା କାର୍, ଟ୍ରକ୍ ପଛକୁ ପିଟିଲା କାର, 2 ଆହତ ଆହତଙ୍କୁ ହସ୍ପିଟାଲରେ ଭର୍ତି
    user_Siba Sankar jena
    Siba Sankar jena
    Engineer Kodala, Ganjam•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.