ତାଳଚେର ପ୍ରଶାସନ ପକ୍ଷରୁ ନାଗରିକଙ୍କ ପାଇଁ ସାଧୁତା ଶପଥ କାର୍ଯ୍ୟକ୍ରମ ତାଳଚେର:-ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାଯ୍ୟଳୟ, ତହସିଲି କାଯ୍ୟଳୟ ରେ ଆଜି “ନାଗରିକଙ୍କ ପାଇଁ ସାଧୁତା ଶପଥ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ସମସ୍ତ ଅଧିକାରୀ, କର୍ମଚାରୀ ସାଧୁତା, ସତ୍ୟନିଷ୍ଠା ଓ ଦୁର୍ନୀତି ବିରୋଧୀ ଜୀବନଶୈଳୀ ଅନୁସରଣ ପାଇଁ ଶପଥ ଗ୍ରହଣ କରିଥିଲେ l ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରି ମାନେ ଏହି ଅବସରରେ ନାଗରିକମାନଙ୍କୁ ଦେଶ ଓ ସମାଜ ପାଇଁ ସତ୍ୟନିଷ୍ଠ ଭାବରେ କାମ କରିବା, ଦୁର୍ନୀତିରେ ଜଡିତ ନ ହେବା ଏବଂ ସାଧୁତାକୁ ଜୀବନ ଆଚରଣର ଅଂଶ କରିବା ପାଇଁ ପ୍ରେରିତ କରିଥିଲେ l ସମାରୋହରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ସାଧୁତାର ପ୍ରତି ସଂକଳ୍ପବଦ୍ଧ ହେଲେ l ସରକାର କାଯ୍ୟ ନିମନ୍ତେ ଲାଞ୍ଚ ନବା ଦବା ଆଇନ ଅନୁଯାଇ ଅପରାଧ ଅଟେ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ କୌଣସି କର୍ମଚାରୀ ଲାଞ୍ଚ /ଅର୍ଥ ଦାବି କଲେ, ସେ ସମ୍ପର୍କରେ ଟୋଲ ଫି ନମ୍ବର ୧୦୬୪ କିମ୍ବା ୦୬୭୬୧-୨୩୦୫୯୮୮, ୦୬୭୧-୨୩୦୬୦୨୮, ୦୬୭୬୪-୨୩୧୧୫୪ରେ ଯୋଗାଯୋଗ କରି ସୂଚନା ପ୍ରଦାନ କରିବାକୁ କୁହାଯାଇଛି l
ତାଳଚେର ପ୍ରଶାସନ ପକ୍ଷରୁ ନାଗରିକଙ୍କ ପାଇଁ ସାଧୁତା ଶପଥ କାର୍ଯ୍ୟକ୍ରମ ତାଳଚେର:-ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାଯ୍ୟଳୟ, ତହସିଲି କାଯ୍ୟଳୟ ରେ ଆଜି “ନାଗରିକଙ୍କ ପାଇଁ ସାଧୁତା ଶପଥ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ସମସ୍ତ ଅଧିକାରୀ, କର୍ମଚାରୀ ସାଧୁତା, ସତ୍ୟନିଷ୍ଠା ଓ ଦୁର୍ନୀତି ବିରୋଧୀ ଜୀବନଶୈଳୀ ଅନୁସରଣ ପାଇଁ ଶପଥ
ଗ୍ରହଣ କରିଥିଲେ l ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରି ମାନେ ଏହି ଅବସରରେ ନାଗରିକମାନଙ୍କୁ ଦେଶ ଓ ସମାଜ ପାଇଁ ସତ୍ୟନିଷ୍ଠ ଭାବରେ କାମ କରିବା, ଦୁର୍ନୀତିରେ ଜଡିତ ନ ହେବା ଏବଂ ସାଧୁତାକୁ ଜୀବନ ଆଚରଣର ଅଂଶ କରିବା ପାଇଁ ପ୍ରେରିତ କରିଥିଲେ l ସମାରୋହରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ସାଧୁତାର
ପ୍ରତି ସଂକଳ୍ପବଦ୍ଧ ହେଲେ l ସରକାର କାଯ୍ୟ ନିମନ୍ତେ ଲାଞ୍ଚ ନବା ଦବା ଆଇନ ଅନୁଯାଇ ଅପରାଧ ଅଟେ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ କୌଣସି କର୍ମଚାରୀ ଲାଞ୍ଚ /ଅର୍ଥ ଦାବି କଲେ, ସେ ସମ୍ପର୍କରେ ଟୋଲ ଫି ନମ୍ବର ୧୦୬୪ କିମ୍ବା ୦୬୭୬୧-୨୩୦୫୯୮୮, ୦୬୭୧-୨୩୦୬୦୨୮, ୦୬୭୬୪-୨୩୧୧୫୪ରେ ଯୋଗାଯୋଗ କରି ସୂଚନା ପ୍ରଦାନ କରିବାକୁ କୁହାଯାଇଛି l
- ଚୁପ : ଡିଉଟି ଚାଲିଛି ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ ହେଲେ ଅସୁବିଧା କାହାର ??1
- ହିଂସା କେତେ ଦିନ ପାଇଁ ଭିଡ଼ିଓ1
- ଭାରତ ବଞ୍ଚିଲେ ଭାଗବତ ବଞ୍ଚିବ ସୁନୀୟ ବ୍ରହ୍ମ ଆଶ୍ରମ ଜଗତ ପୁର ନିମପୁର ଖେଳ ପଡିଆ ଠାରେ 4ରି ଦିନ ପ୍ରୋଗ୍ରାମ ବିଷୟ ରେ କଟକ ସର୍କିଟ ହାଉସ ଠାରେ ମାଛୁଆ ବଜାର ବାୟାବାବା ଙ୍କ ନେତୃତ୍ୱରେ ବୈଠକ ରେ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ସଦର BJP ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ଢେଙ୍କାନାଳ BJP ଜିଲ୍ଲା ପାଭାରୀ ସୁ୍ମୃତି ପେଟଟନାୟକ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କଟକ ନଗର ଲଲାଟେନ୍ଦୁ Badu ଭାଇ BJP ର ପୂର୍ବତନ ଦାୟତ୍ୱର ଥିବା ନୟନ ମହାନ୍ତି ଭାଇ ବିଶ୍ୱ ହିନ୍ଦୁ ପରିଷଦ କଟକ ର ଦାୟତ୍ୱ ରେ ଥିବା ଦେବି ରଞ୍ଜନ ମହାପାତ୍ର, ବୁଶ୍ୱ ହିନ୍ଦୁ ପରିଷଦ କଟକ ନଗର ସେବା ପମୁଖ ହେମନ୍ତ କୁମାର ଭରଦ୍ୱାଜ ଯୁବ ସମାଜ ସେବି ସୁମିତ କୁମାର ଲେଙ୍କା4
- ବୌଦ୍ଧ: ସମର୍ପଣ ଯୁବକ ସଂଘ କରିଲା ଏଭଳି କାର୍ଯ୍ୟ, ଲୋକ କରୁଛନ୍ତି ପ୍ରଶଂସା1
- word number 4 nupatana road kama vhala karunantu4
- Post by User5115 Susanta Kumar Pattnaik1
- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେଡି ପକ୍ଷରୁ ବିଜେଡିର ୨୯ତମ ପ୍ରତିଷ୍ଟା ଦିବସ ପାଳିତ।ଏହି ପ୍ରତିଷ୍ଠା ଦିବସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡିର ବରିଷ୍ଟ ପଦାଧିକାରୀ ମାନେ ଯୋଗ ଦେଇଥିଲେ।1
- ଫରେଷ୍ଟ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ରେଡ1