Shuru
Apke Nagar Ki App…
ଅଫମାର ସିମେଲ୍ପଦର ନ୍ୱେଷ କମ ଭିଡ଼ିଓ
ଜୟସିଂ
ଅଫମାର ସିମେଲ୍ପଦର ନ୍ୱେଷ କମ ଭିଡ଼ିଓ
More news from Kalahandi and nearby areas
- एक गांव के कार्यक्रम में दादी का नाच सोशल मीडिया पर दिल जीत रहा है। उम्र की सीमाएं तोड़ती उनकी ऊर्जा और मुस्कान लोगों को प्रेरित कर रही है। वीडियो बता रहा है कि खुशी उम्र नहीं देखती, बस जीने का हौसला चाहिए। #dancereels #dancelover #livelife #viralreels #explorepage1
- Post by Udanti Live Office1
- #ରାଣୀମର ମିନା ବଜାର ବୁଲମା 🌹🇹🇯🇹🇯🇹🇯🌹🌹🌹🌹🌹🇹🇯🇹🇯1
- ବେଳପଡା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରେ ନୃତ୍ୟ ପରିବେଷଣ।1
- Post by KOSAL TIMES1
- Post by AK14TV1
- ଆନ୍ଦୋଳନରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର । ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା ଦେଇ ଡାକ୍ତର ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଅନେକ ରୋଗୀ ହେଉଛନ୍ତି ହନ୍ତସନ୍ତ । ହଁ ଆଜ୍ଞା ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ୧୦ଟା ରୁ ୧୧ଟା ଯାଏଁ ବହୀରବିହାଗ ରେ ଡାକ୍ତର ସେବା ବନ୍ଦ ପାଇଁ ଓମ୍ସା ପକ୍ଷରୁ ଏହି ଡାକରା ଦିଆଯାଇଛି। ଏହି ଡାକରା ରେ ମାଲକାନଗିରି ଜିଲ୍ଲା ର ସମସ୍ତ ଡାକ୍ତର ସାମିଲ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟରତ ଡାକ୍ତର ମାନେ ବିକ୍ଷୋଭ କରିଛନ୍ତି। ତେବେ ଡାକ୍ତର ମାନଙ୍କ ଦାବି ମଧ୍ୟରେ ରହିଛି, କେ.ବି.କେ ଏକ୍ସଜିଟ ପଲିସି, ସେଣ୍ଟ୍ରାଲ ଡିଏ ସିପି ଅର୍ଥାତ କେନ୍ଦ୍ରୀୟ ନିୟମ ଅନୁଯାୟୀ ଚାକିରୀ କାଳୀନ ସୁବିଧା, ଡାକ୍ତର ଏବଂ ତାଙ୍କ ପରିବାର କୁ ସ୍ୱାସ୍ଥ୍ୟ ବୀମା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପ୍ରଦାନ, କ୍ୟାଡର ରି ଷ୍ଟ୍ରକ୍ଚର ଭଳି ମୋଟ ଅଠର ଟି ଦାବି ନେଇ ଏହି ବିକ୍ଷୋଭ କରାଯାଇଛି। ମାଲକାନଗିରି ଓମ୍ସା ସଭାପତି ସଚିକାନ୍ତ ଲେଙ୍କା ଙ୍କ ସହ ଅନ୍ୟ ଡାକ୍ତର ମାନେ ଏହି ବିକ୍ଷୋଭ ରେ ସାମିଲ ହୋଇଛନ୍ତି।1
- ଚାଷୀ ମାନଙ୍କର ଟୋକନ ସମସ୍ୟା,ମଣ୍ଡି ଶୀଘ୍ର ଖୋଲିବା ଏବଂ କଟଣି ଛଟଣି ବନ୍ଦ କରିବା ପାଇଁ ଚାଷୀ ମାନଙ୍କ ସହଯୋଗରେ ପାଟଣାଗଡ ବିଜୁ ଜନତା ଦଳ ମୋଟର ସାଇକେଲ ରେଲି ସହିତ ମହାମହିମ ରାଜ୍ୟପାଳ ମହୋଦୟଙ୍କୁ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଲିଖିତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ଯୋଗଦାନ କରିଥିଲେ।3