logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ପହଁଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପୁଷ୍ପ କୃଷି ମିଶନ ପକ୍ଷ ରୁ ଆୟୋଜିତ ହେଉଥିବା ପୁଷ୍ପ ଅବଶେଷ ରୁ କଳାକୃତି, ଅଗରଵତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତି କରଣ ତାଲିମ ଶିବିର କୁ ଉଦଘାଟନ କଲେ

3 hrs ago
user_Tanaya Mahapatra
Tanaya Mahapatra
Journalist Kochinda, Sambalpur•
3 hrs ago

ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ପହଁଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପୁଷ୍ପ କୃଷି ମିଶନ ପକ୍ଷ ରୁ ଆୟୋଜିତ ହେଉଥିବା ପୁଷ୍ପ ଅବଶେଷ ରୁ କଳାକୃତି, ଅଗରଵତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତି କରଣ ତାଲିମ ଶିବିର କୁ ଉଦଘାଟନ କଲେ

More news from Odisha and nearby areas
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    15 hrs ago
  • ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    1
    ୨୦୦୨  ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber ମୋଟୁଙ୍ଗା, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ଚୁପ : ଡିଉଟି ଚାଲିଛି ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ ହେଲେ ଅସୁବିଧା କାହାର ??
    1
    ଚୁପ : ଡିଉଟି ଚାଲିଛି 
ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ  ହେଲେ ଅସୁବିଧା କାହାର ??
    user_Purna chandra sahoo
    Purna chandra sahoo
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 day ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    2 hrs ago
  • ବନମାଲ ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ।
    1
    ବନମାଲ ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେଡି ପକ୍ଷରୁ ବିଜେଡିର ୨୯ତମ ପ୍ରତିଷ୍ଟା ଦିବସ ପାଳିତ।ଏହି ପ୍ରତିଷ୍ଠା ଦିବସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡିର ବରିଷ୍ଟ ପଦାଧିକାରୀ ମାନେ ଯୋଗ ଦେଇଥିଲେ।
    1
    ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେଡି ପକ୍ଷରୁ ବିଜେଡିର ୨୯ତମ ପ୍ରତିଷ୍ଟା ଦିବସ ପାଳିତ।ଏହି ପ୍ରତିଷ୍ଠା ଦିବସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡିର ବରିଷ୍ଟ ପଦାଧିକାରୀ ମାନେ ଯୋଗ ଦେଇଥିଲେ।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    13 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • ବେଳପଡା ବ୍ଲକ ପର୍ଳିମାଲ ଗାଁ ରେ ଥିବା କାନାରା ବ୍ୟାଙ୍କ ଚୋରି ଘଟଣା କୁ ନେଇ ଗ୍ରାମ ବାସୀ ଅସନ୍ତୋଷ।
    1
    ବେଳପଡା ବ୍ଲକ ପର୍ଳିମାଲ ଗାଁ ରେ ଥିବା କାନାରା ବ୍ୟାଙ୍କ ଚୋରି ଘଟଣା କୁ ନେଇ ଗ୍ରାମ ବାସୀ ଅସନ୍ତୋଷ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.