ଜୟ ଜୁହାର, ଜୟ ମୂଳନୀବାସୀ, ଜୟ ଭୀମ ! ଧନ୍ୟବାଦ ରାୟଗଡ଼ା ଜିଲ୍ଲାର ବିଧାୟକ ଆପଲ ସ୍ୱାମୀ କାଡ୍ରାକା ରାୟଗଡ଼ା,ବିଷମ କଟକ ବିଧାୟକ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଓ ଯୁବ ଲଢ଼େଇ ନେତା ଜିତୁ ଜାକାଶିକା ! ଆପଣ ମାନେ ଜାଗିବା ସମାଜର ହିତରେ ଆସିବ ! ଏହି ଚାରୀ ନେତାଙ୍କ ନେତୃତ୍ୱରେ ଶହ ଶହ ଆମ୍ବେଦକର ବାଦୀ ଯୋଗ ଦେଇ ମନ୍ୟୁବାଦୀ ବା ବ୍ରାହ୍ମଣ ବାଦୀ ବିଚାର ବିରୋଧରେ ଲଢ଼ି ଭାରତର ମହାପୁରୁଷ ଓ ବିଜ୍ଞାନ ବାଦୀ ପୁସ୍ତକ ଗୁଡ଼ାକ ବିକ୍ରି କରିବା ପାଇଁ ସାହସ ଦେଇଥିବାରୁ ଜ୍ଞାନୀ ଦୃଷ୍ଟି କଣରୁ କୃତଜ୍ଞ ! ଏହି ବିଷୟ ଜାଣିଲା ପରେ ବହୁତ ଖରାପ ଓ ରାଗ ଆସିଲା ! ଭଲରେ ଜଣା ପଡୁଛି ଏହାର ଘଟଣା ପଛରେ ହିନ୍ଦୁ ରାଜନୀତି BJP ଓ ତାର RSS ସଂଘପରିବାରଙ୍କ ହାତ ଅଛି ! ସେହି ସଙ୍ଘପରିବାର ଓ ନକାରାତ୍ମକ ବ୍ୟକ୍ତି ମାନେ ଶୀଘ୍ର ପରିବର୍ତ୍ତନ ହେବା ପାଇଁ ଚେଷ୍ଟା କରନ୍ତୁ ! ଯଦି ପରିବର୍ତ୍ତନ ହୁଅନ୍ତି ନାହିଁ ଦିନେ ଭୀମା କୋରେଗାଁ ପରି ହେବାପାଇଁ ନିଜେ ଦାଈ ରହିବେ ! ସେତେବେଳେ କୌଣସି ନେତା, ମନ୍ତ୍ରୀ, ସରକାର ପ୍ରଶାସନ କିମ୍ବା RSS ସଙ୍ଘପରିବାର ପିଠିରେ ପଡ଼ିବେ ନାହିଁ ! ବାରମ୍ବାର କୁହାଯାଉଛି ହିନ୍ଦୁ ଏକ ଧର୍ମ ନାହିଁ ବୋଲି ! ହିନ୍ଦୁ ଏକ ବ୍ରାହ୍ମଣଙ୍କ ରାଜନୀତିକ ସଙ୍ଘ ! ହିନ୍ଦୁକୁ 1925 ମସିହାରୁ RSS ପରିଚାଳନା କରୁଛି ! ହିନ୍ଦୁ ଏକ ଗାଳିଗୁଲଜ ! ମୋଗଲ ମାନେ ଦେଇଥିବା ଗାଳି ! ସୁପ୍ରିମ କୋର୍ଟର ବ୍ରାହ୍ମଣ ବିଚାର ପତି, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଓ RSS ର ମୁଖ୍ୟ ମହୋନ ଭାଗବତ କହି ସାରିଛନ୍ତି ହିନ୍ଦୁ ଏକ ପଣ୍ଡିତ ମାନଙ୍କ ଜୀବନ ଜିଇଁବାର ଶୈଳୀ ! ଦୁଃଖ ଲାଗୁଛି ମୂର୍ଖ ଅନ୍ଧ ବିଶ୍ୱାସ ପୋଲିସ ପ୍ରଶାସନ କିଛି ନ ଜାଣି ମହାପୁରୁଷଙ୍କ ଫୋଟ ଓ ମହାପୁରୁଷଙ୍କ ବହିକୁ ବ୍ୟାନ କିପରି କରୁଥିଲା ! ଦୁଃଖ ଲାଗୁଛି ଜିଲ୍ଲାପାଳଙ୍କ ବିଷୟରେ, କିପରି IAS ପାଇଲେ ଆଉ ଜିଲ୍ଲାପାଳ ହେଲେ ! ଏହି ସବୁ ହେଉଛି ମୁର୍ଖତା ଓ ଅନ୍ଧ ବିଶ୍ୱାସର ଧର୍ମାନ୍ଧ ! ଆପଣ ମାନେ ବିରୋଧୀ ଦଳ ହୁଅନ୍ତୁ କିମ୍ବା ସରକାର ଦଳ ହୁଅନ୍ତୁ, ମାନବିକତା ଓ ବିଜ୍ଞାନୀ ବିଚାର ପାଇଁ କାମ କରନ୍ତୁ ! କିଛି ନଜାଣି କିଛି ନବୁଝି କୌଣସି ପଦକ୍ଷପ ନେବା ନିଜପାଇଁ ବିପଦ ଆଣିପାରେ ! ଆମେ ମୂର୍ଖ ନୁହଁ, ଆମେ ଭୀରୁ ନୁହଁ, ଆମେ ମାନସିକ ଓ ଶାରୀରିଖ ଭାବରେ ଜଣେ ଜଣେ ଯୋଦ୍ଧା !

- DehakuKianNaucha : #ଏଇଟା_ଓଡ଼ିଆ_ଅସ୍ମିତା ... ଲାଗିଲାଣି ଗୁଣୁପୁର କୁଆଡେ ଆନ୍ଧ୍ରାରେ ମିଶିଯିବ ... ଦେଖନ୍ତୁ କେମିତି ରେଲୱେ ଟିକେଟ୍ ଭେଣ୍ଡିଙ୍ଗ ମେସିନ୍ କାମ କରୁଛି ... ଓଡ଼ିଆ ଟିପିଲେ ତେଲୁଗୁ ବାହାରୁଛି ... ଦୃଶ୍ୟ ଆମର ... ବିଚାର ଆପଣଙ୍କର ...1
- ମୋର ଗୁଣୁପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କୁ ନୂତନ ବର୍ଷ 2025 ର ହାର୍ଦ୍ଧିକ ଅଭିନନ୍ଦନ |1
- ରାୟଗଡା Viku🎮 GAMER vs ରାଇକିଆ ଟକା1
- ଆଦିବାସୀ ନୃତ୍ୟ ଓ ଗୀତରେ କମ୍ଫିଲା ରାୟଗଡା ଚଇତି ମଞ୍ଚ #adibasidance #adibasisong DeshDuniyaKhabar241
- ଚଇତି ସନ୍ଧ୍ୟା1
- New song 🎶 rayagada Odisha then1
- NEW YEAR 2025 HAPPY NEW YEAR FULL ENJOY 😱 CAKE CUTTING CELEBRATION 🎂🍮 rayagada #trending # #reels #rayagada #adivashi #king👑👑 #1