Shuru
Apke Nagar Ki App…
ମାତିଛନ୍ତି ମେଡିକାଲ ଦଲାଲ୍...ସରଳ ନିରୀହ ଲୋକଙ୍କୁ ଚିକିତ୍ସା ନାଁରେ ଡାକି ନେଉଛନ୍ତି ଛତିଶଗଡ଼..ମାରି ଫେରାଉଛନ୍ତି ଓଡ଼ିଶା...ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ | ଦଲାଲ୍ ମାନେ ସରଳ ଆସିବାସୀଙ୍କୁ ବୁଝେଇ ସୁଝେଇ ଚିକତ୍ସା ନାଁରେ ଛତିଶଗଡ଼ ନେଇ ଆଦିବାସୀଙ୍କ ଜୀବନ ସହ ଖେଳିବା ସହିତ ମାଗଣା ଚିକିତ୍ସା ନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଲୁଟ ହେଉଛି ଲକ୍ଷ୍ୟଲକ୍ଷ୍ୟ ଟଙ୍କା I ଚିକିତ୍ସା ପାଇଁ ଛତିଶଗଡ଼ ଯାଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁହେବା ପରେ ଫିଟିଲା ଗୁମର I
Sikha Patel Sikha Patel

More news from Baliguda and nearby areas
- ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର l1
- ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ1
- କନ୍ଧମାଳ ରେ nrega ରାସ୍ତା କାମ new vlog video 📸 Pramoda DJ1
- କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପ୍ରତିଶ୍ରୁତିରେ ରହିଲା, ନେଟୱାର୍କ ଅଚଳ ଯୋଗୁଁ ହନ୍ତସନ୍ତ କ୍ରାଣ୍ଡିବାଲି ଲୋକ1
- ଫେଲ ମାରିଛି କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତିଶୃତି ।ନେଟୱାର୍କ ଅଚଳ ଯୋଗୁଁ ହନ୍ତସନ୍ତ କ୍ରାଣ୍ଡିବାଲି ପଞ୍ଚାୟତ ବାସି1
- Baby kiss me 😙💋😁1
- 2024 ଦଶହରା ମେଲୋଡ଼ି ବସଷ୍ଟାଣ୍ଡ ଫିରିଙ୍ଗିଆ କନ୍ଧମାଳ1
- ଆମର ଧାନ ବୁହା ଗୋଛାପଡା ଗ୍ରାମରେ ❤️❤️💋1