ରାମେଶ୍ବର ମହୋତ୍ସବ ଜଳନ୍ଧର ଦରବାର ଉଦଘାଟିତ, - ଉଦ୍ଘାଟନ କଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଟିଠିପାଲି ରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସର ରେ ରାମେଶ୍ବର ମହୋତ୍ସବ ହେଉଛି। ଏହି ଅବସରରେ ହେବାକୁ ଥିବା ଜଳନ୍ଧର ଦରବାର ପୂର୍ବତନ ମନ୍ତ୍ରୀ ଶ ପଦ୍ମନାଭ ବେହେରା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଅଞ୍ଚଳ ର ବିକାଶ ରେ ସମସ୍ତଙ୍କ ଭାଗିଦାରୀ ସମନ୍ଵୟ ରକ୍ଷା ପାଇଁ ପରାମର୍ଶ ଦେଇ ରାମେଶ୍ବର ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ଉତ୍ସବ ନେଇ ପ୍ରଶଂସା କରିଥିଲେ।ଉଦ୍ଘାଟନୀ ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା, ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ, ପୁର୍ବତନ ବ୍ଲକ ଅଧକ୍ଷ ରଞ୍ଜିତ ରଥ, ସମିତି ସଭ୍ୟ ଶୈଳରଞ୍ଜନ ବାଦୀ, ରାମେଶ୍ବର ମନ୍ଦିର ପରିଚାଳନା କମିଟି ସଭାପତି ବିଦେଶୀ ମହାକୁର, ସମ୍ପାଦକ ମଳୟ ଅମାତ, ପୁର୍ବତନ ସଭାପତି ବିଶ୍ଵାମିତ୍ର ଦେହେରି ମଞ୍ଚାସିନ ଥିଲେ। ସାମାଜିକ କର୍ମୀ ମୀନକେତନ ମହାକୁର ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଅଭିମନ୍ୟୁ ବଗର୍ତ୍ତୀ ଉଦ୍ଘୋଷକ ଥିଲେ। ମହାରାଜ ଜଳନ୍ଧର ରାଜ ଆରମ୍ଭ ହୋଇଥିଲା ବ୍ରହ୍ମା ଙ୍କ ଠାରେ ଅମର ବର ପ୍ରାପ୍ତି ପାଇଁ ଜଳନ୍ଧର ତପସ୍ୟା ଅମର ବର ମାଗିବା ଓ ବ୍ରହ୍ମାଙ୍କ ଅମର ବରଦାନ ସ୍ତ୍ରୀ ଅସତୀ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ ବର ପ୍ରାପ୍ତି ରେ ଉତ୍ଫୁଳିତ ଜଳନ୍ଧର। ସିନ୍ଧୁ ରାଜ୍ୟ ରେ ଜଳନ୍ଧର ର।ଜଭିସେକ ସମ୍ପନ୍ନ ।ରାଜ ଅତିଥି ରେ ଯୋଗଦେଲେ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ।ଜଳନ୍ଧର ଭୂମିକାରେ ଭୁବନେଶ୍ୱର ପଧାନ ଙ୍କ ବରଗଡ଼ ଧନୁଯାତ୍ରା ୧୧ କଣ କଳାକାର ଟିଠୀ ପାଲି ଯାତ୍ରା ମଞ୍ଚ ରେ ନିଖୁଣ ଅଭିନୟ ଦର୍ଶକ ଙ୍କୁ ବିମୋହିତ କରିଥିଲା। ହଜାର ହଜାର ଦର୍ଶକ ମନ ଭରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରି ଥିଲେ।

- ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- Post by Pitambar Sahu2
- ସୁବର୍ଣ୍ଣପୁର: ଆମ ପରମ୍ପରା ଆମ ସଂସ୍କୃତି ଆମ ଭାଷା ଆମ ବେଶଭୂଷା ନିଶ୍ଚିତ ଭାବରେ ଅନନ୍ୟ ଓଡ଼ିଆ ପକ୍ଷ ପାଳନର ଶେଷ ଦିନରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- Post by Sonepur news khulasa1
- Post by SONEPUR NEWS1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- Post by BAHUJAN ADHIKAR1