ବ୍ରହ୍ମପୁର ରେଳ ଷ୍ଟେସନରେ ରୁଫ ପ୍ଲାଜ଼ା ନିର୍ମାଣ ନିମନ୍ତେ ରେଳ ମନ୍ତ୍ରାଳୟ ନିକଟରେ ଦୃଢ ଦାବି I ବ୍ରହ୍ମପୁର, ତା 17.02.2026, ରିଖ ରାଜ୍ୟର ପ୍ରଥମ ତଥା ସର୍ବ ପୁରାତନ ରେଳ ଷ୍ଟେସନ ବିକାଶ ଦିଗରେ ପାତରଅନ୍ତରକୁ ଲୋକେ ବିରୋଧ ଯୋଗୁଁ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ରୋଡ କ୍ଷତ୍ରିୟ ପ୍ରବନ୍ଧକ ଓ ନୂଆ ଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟ ସହ ବାରମ୍ବାର କମିଟି ସଦସ୍ୟ ମାନଙ୍କ ଦ୍ୱାରା ଆଲୋଚନା, ପର୍ଯ୍ୟାଲୋଚନା ଓ ଯୋଗାଯୋଗ କରିବାପରେ ମନ୍ତ୍ରାଳୟ ତରଫରୁ ଷ୍ଟେସନର ଭିତିଭୂମି ଉନ୍ନୟନ ପାଇଁ 93.19 କୋଟି ଆର୍ଥିକ ଅନୁମୋଦନ କରିଥିବା ଯୋଗୁଁ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛି I ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଓ ଦିନ ଦିନ ଧରି ଧାରଣା ଯୋଗୁଁ ଉନ୍ନୟନ ନିମନ୍ତେ ଆଂଶିକ ଅନୁଦାନ ଦେଇଛନ୍ତି ଯାହାକି ପୂର୍ବରୁ ଦାବି ହୋଇଥିବା 5 ଓ 6 ନମ୍ବର ପ୍ଲାଟଫର୍ମ ନିର୍ମାଣ, 12 ମିଟରର ଫୂଟ ଓଭର ବ୍ରିଜ, ଅତ୍ୟାଧୁନିକ ଭୃହତ ମୁଖଶାଳା ଓ ଷ୍ଟେସନ ରେ ଅନ୍ୟନ୍ୟ ଅତ୍ୟାବଶ୍ୟକ ଅନୁସIଙ୍ଗିକ ଭିତିଭୂମି ନିର୍ମାଣ ନିମନ୍ତେ ଉକ୍ତ ଅର୍ଥ ବିନିଯୋଗ ହେବ ବୋଲି ସୂଚନା ମିଳିଛି I କିନ୍ତୁ ଯୋଜନା ଅନୁମୋଦନ ପାଇଁ ପ୍ରେରିତ ହୋଇଥିବା ଗୋଳନ୍ଥରା ଠାରେ କୋଚିଙ୍ଗ ଡିପୋ ପାଇଁ ବର୍ତ୍ତମାନ ସୁଦ୍ଧI ମନ୍ତ୍ରଣାଳୟ ତରଫରୁ କୌଣସିମତେ ଆର୍ଥିକ ଅନୁମୋଦନ କରିବା ସହ ବ୍ରହ୍ମପୁର ଷ୍ଟେସନରେ ଅତ୍ୟାଧୁନିକ ରୂଫ ପ୍ଲାଜ଼ା ନିର୍ମାଣ କରାଯାଉ I ସୂଚନା ମୁତାବକ ଭୁବନେଶ୍ୱର ରେ 108 ମିଟର, କଟକରେ 85 ମିଟର ଓ ସମ୍ବଲପୁର ରେ ପ୍ରସ୍ତାବିତ 40 ମିଟର ଓସାର ର କାଯ୍ୟକ୍ଷମ କରାଯାଉଥିବାବେଳେ ବ୍ରହ୍ମପୁରରେ କାହିଁକି ବ୍ୟତିକ୍ରମ କରାଯାଉଛି ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରଶ୍ନ କରିଛି? ଏଥିସହ ଗୋପାଳପୁର -ରେଢ଼ାଖୋଲ ଓ ଗୋପାଳପୁର - ସିଙ୍ଗିପୁର (ରାୟଗଡା) ନୂତନ ରେଳପଥ ନିର୍ମାଣ ନିମନ୍ତେ ତଥା ଓରିଡ଼ିଲ ଦ୍ୱାରା ସର୍ବେକ୍ଷଣ ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଏହାକୁ ଆର୍ଥିକ ଅନୁଦାନ ନିମନ୍ତେ ପଦକ୍ଷେପ ନେବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟ ଓ ଯନ୍ତର ମନ୍ତର ଠାରେ ଧାରଣI ଦିଆଯିବ ବୋଲି ସ୍ଥିରକୃତ କରାଯାଇଛି ବୋଲି ଆବାହକ ସରୋଜ ରଞ୍ଜନ ପଟ୍ଟନାୟକ, ସଂଯୋଜକ ବିନୋଦ ଠାକୁର ସାମ୍ବାଦିକ ଦୀପକ କୁମାର, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ପ୍ରଗତିଶିଳ ଉତ୍କଳ ସମାଜ ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ରାଜେନ୍ଦ୍ର ପଣ୍ଡା, , ଓଡିଶା ଡେଭେଲପମେଣ୍ଟ ଫୋରମର ଭି. ସୋମେଶ ରାଓ, ପ୍ରିତିଶ ପାଣିଗ୍ରାହୀ, ବହୁମୁଖୀ ସମାଜ ମଙ୍ଗଳର ମହମ୍ମଦ ଆସଲାମ, ଲେଖକ ସମ୍ମୁଖ୍ୟର ଭବାନୀ ପାଣିଗ୍ରାହୀ, ଘୁମୁସର ଉନ୍ନୟନ ପରିଷଦର ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ, ଭଞ୍ଜନଗର ଓକିଲ ସଂଘ, ବେଲଗୁଣ୍ଠା ବ୍ୟବସାୟୀ ମହାସଂଘର ଟି . ନାଗେଶ୍ୱର ପାତ୍ର, ବିବେକାନନ୍ଦ କେନ୍ଦ୍ରର କେଦାର ନାଥ ପଣ୍ଡା, ଚାମ୍ବର ଅଫ କମେର୍ସ ର ଜେ. ସୁରେଶ, ସମ୍ପାଦକ ଭି.ସନ୍ତୋଷ , ସାମ୍ବାଦିକ ଟି. ସ୍ବଦେଶ ପାତ୍ର, ସୁଜିତ ତ୍ରିପାଠୀ, ଉମାକାନ୍ତ ସାହୁ, ବାସୁଦେବ ପଣ୍ଡା, ଗେଟ ବଜ଼ାର ବଣିକ ସଂଘ ର ୟୁ. ରବି କୁମାର, ପ୍ରମୁଖ ବହୁ ଗଣ ସଂଗଠନ ଆନ୍ଦୋଳନ ରେ ଯୋଗଦେବେ ବୋଲି ସ୍ଥିର କରିଛନ୍ତି I ଗଣେଶ ପାଣିଗ୍ରାହୀ ରିପୋର୍ଟ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର
ବ୍ରହ୍ମପୁର ରେଳ ଷ୍ଟେସନରେ ରୁଫ ପ୍ଲାଜ଼ା ନିର୍ମାଣ ନିମନ୍ତେ ରେଳ ମନ୍ତ୍ରାଳୟ ନିକଟରେ ଦୃଢ ଦାବି I ବ୍ରହ୍ମପୁର, ତା 17.02.2026, ରିଖ ରାଜ୍ୟର ପ୍ରଥମ ତଥା ସର୍ବ ପୁରାତନ ରେଳ ଷ୍ଟେସନ ବିକାଶ ଦିଗରେ ପାତରଅନ୍ତରକୁ ଲୋକେ ବିରୋଧ ଯୋଗୁଁ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ରୋଡ କ୍ଷତ୍ରିୟ ପ୍ରବନ୍ଧକ ଓ ନୂଆ ଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟ ସହ ବାରମ୍ବାର କମିଟି ସଦସ୍ୟ ମାନଙ୍କ ଦ୍ୱାରା ଆଲୋଚନା, ପର୍ଯ୍ୟାଲୋଚନା ଓ ଯୋଗାଯୋଗ କରିବାପରେ ମନ୍ତ୍ରାଳୟ ତରଫରୁ ଷ୍ଟେସନର ଭିତିଭୂମି ଉନ୍ନୟନ ପାଇଁ 93.19 କୋଟି ଆର୍ଥିକ ଅନୁମୋଦନ କରିଥିବା ଯୋଗୁଁ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛି I ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଓ ଦିନ ଦିନ ଧରି ଧାରଣା ଯୋଗୁଁ ଉନ୍ନୟନ ନିମନ୍ତେ ଆଂଶିକ ଅନୁଦାନ ଦେଇଛନ୍ତି ଯାହାକି ପୂର୍ବରୁ ଦାବି ହୋଇଥିବା 5 ଓ 6 ନମ୍ବର ପ୍ଲାଟଫର୍ମ ନିର୍ମାଣ, 12 ମିଟରର ଫୂଟ ଓଭର ବ୍ରିଜ, ଅତ୍ୟାଧୁନିକ ଭୃହତ ମୁଖଶାଳା ଓ ଷ୍ଟେସନ ରେ ଅନ୍ୟନ୍ୟ ଅତ୍ୟାବଶ୍ୟକ ଅନୁସIଙ୍ଗିକ ଭିତିଭୂମି ନିର୍ମାଣ ନିମନ୍ତେ ଉକ୍ତ ଅର୍ଥ ବିନିଯୋଗ ହେବ ବୋଲି ସୂଚନା ମିଳିଛି I କିନ୍ତୁ ଯୋଜନା ଅନୁମୋଦନ ପାଇଁ ପ୍ରେରିତ ହୋଇଥିବା ଗୋଳନ୍ଥରା ଠାରେ କୋଚିଙ୍ଗ ଡିପୋ ପାଇଁ ବର୍ତ୍ତମାନ ସୁଦ୍ଧI ମନ୍ତ୍ରଣାଳୟ ତରଫରୁ କୌଣସିମତେ ଆର୍ଥିକ ଅନୁମୋଦନ କରିବା ସହ ବ୍ରହ୍ମପୁର ଷ୍ଟେସନରେ ଅତ୍ୟାଧୁନିକ ରୂଫ ପ୍ଲାଜ଼ା ନିର୍ମାଣ କରାଯାଉ I ସୂଚନା ମୁତାବକ ଭୁବନେଶ୍ୱର ରେ 108 ମିଟର, କଟକରେ 85 ମିଟର ଓ ସମ୍ବଲପୁର ରେ ପ୍ରସ୍ତାବିତ 40 ମିଟର ଓସାର
ର କାଯ୍ୟକ୍ଷମ କରାଯାଉଥିବାବେଳେ ବ୍ରହ୍ମପୁରରେ କାହିଁକି ବ୍ୟତିକ୍ରମ କରାଯାଉଛି ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରଶ୍ନ କରିଛି? ଏଥିସହ ଗୋପାଳପୁର -ରେଢ଼ାଖୋଲ ଓ ଗୋପାଳପୁର - ସିଙ୍ଗିପୁର (ରାୟଗଡା) ନୂତନ ରେଳପଥ ନିର୍ମାଣ ନିମନ୍ତେ ତଥା ଓରିଡ଼ିଲ ଦ୍ୱାରା ସର୍ବେକ୍ଷଣ ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଏହାକୁ ଆର୍ଥିକ ଅନୁଦାନ ନିମନ୍ତେ ପଦକ୍ଷେପ ନେବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟ ଓ ଯନ୍ତର ମନ୍ତର ଠାରେ ଧାରଣI ଦିଆଯିବ ବୋଲି ସ୍ଥିରକୃତ କରାଯାଇଛି ବୋଲି ଆବାହକ ସରୋଜ ରଞ୍ଜନ ପଟ୍ଟନାୟକ, ସଂଯୋଜକ ବିନୋଦ ଠାକୁର ସାମ୍ବାଦିକ ଦୀପକ କୁମାର, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ପ୍ରଗତିଶିଳ ଉତ୍କଳ ସମାଜ ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ରାଜେନ୍ଦ୍ର ପଣ୍ଡା, , ଓଡିଶା ଡେଭେଲପମେଣ୍ଟ ଫୋରମର ଭି. ସୋମେଶ ରାଓ, ପ୍ରିତିଶ ପାଣିଗ୍ରାହୀ, ବହୁମୁଖୀ ସମାଜ ମଙ୍ଗଳର ମହମ୍ମଦ ଆସଲାମ, ଲେଖକ ସମ୍ମୁଖ୍ୟର ଭବାନୀ ପାଣିଗ୍ରାହୀ, ଘୁମୁସର ଉନ୍ନୟନ ପରିଷଦର ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ, ଭଞ୍ଜନଗର ଓକିଲ ସଂଘ, ବେଲଗୁଣ୍ଠା ବ୍ୟବସାୟୀ ମହାସଂଘର ଟି . ନାଗେଶ୍ୱର ପାତ୍ର, ବିବେକାନନ୍ଦ କେନ୍ଦ୍ରର କେଦାର ନାଥ ପଣ୍ଡା, ଚାମ୍ବର ଅଫ କମେର୍ସ ର ଜେ. ସୁରେଶ, ସମ୍ପାଦକ ଭି.ସନ୍ତୋଷ , ସାମ୍ବାଦିକ ଟି. ସ୍ବଦେଶ ପାତ୍ର, ସୁଜିତ ତ୍ରିପାଠୀ, ଉମାକାନ୍ତ ସାହୁ, ବାସୁଦେବ ପଣ୍ଡା, ଗେଟ ବଜ଼ାର ବଣିକ ସଂଘ ର ୟୁ. ରବି କୁମାର, ପ୍ରମୁଖ ବହୁ ଗଣ ସଂଗଠନ ଆନ୍ଦୋଳନ ରେ ଯୋଗଦେବେ ବୋଲି ସ୍ଥିର କରିଛନ୍ତି I ଗଣେଶ ପାଣିଗ୍ରାହୀ ରିପୋର୍ଟ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର
- ପ୍ରେସିଡେଣ୍ଟ ଙ୍କ ପରିଶ୍ରମ ରେ ଏହି ସ୍କୁଲ ପାଣି ଝୋଳ ରେ ସେ ଖୁସି ଅଜବ ଲାଗୁଚି କଥା ଶୁଣି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଟ୍ରାଫିକ ପୋଲିସ ଏତେ ଖରାରେ କାମ କରି ଆନ୍ଦୋଳନ ଆଜି ଯାଏ କରିନି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- କାନ୍ଦୁଚି ପ୍ରକୃତି ହସୁଛି ମାଫିଆ ଆଉ କେତେଦିନ #environment #story #real #sad #environment #odisha #all #odisha #India1
- ମହା ଶିବରାତ୍ରୀ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଶୈବ ପୀଠ ମାନଙ୍କ ରେ ଉତ୍ସାହ ଓ ଉଦ୍ଦୀପନାର ସହ ଏବଂ ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯାଇ ଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା, ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା କୁ କଡାକଡି ଭାବରେ ପାଳନ କରାଯାଇ ଥିବାରୁ ଜିଲ୍ଳା ପ୍ରଶାସନ କୁ ଆନ୍ତରିକ ଭାବେ ଜିଲ୍ଲା ବାସୀ ତରଫରୁ ଧନ୍ୟବାଦ୍1
- ମୋହନା ଥାନା ଲାଦ୍ରୁମା ନିକଟରେ ବାଇକ କୁ ପଛ ପଟୁ ଧକା ଦେଲା ବାଇକ ଯାହା ଦ୍ୱାରା ଜଣେ ଗୁରୁତର ଦୁଇ ଆହାତ ଅବସ୍ଥା ରେ ମୋହନା ମେଡିକାଲ ରେ ଭର୍ତ୍ତୀ ଗୁରୁତର ହେଲେ କିରାମା ଅଂଚଳ ରେ ଦୁଇ ଆହାତ ଓ ଗୁରୁତର ଅନ୍ୟ ଆହାତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବଡ଼ଗାଡ ଅଂଚଳ ର ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି1
- ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ1
- Post by Samanta Sekhar Nayak1
- ଗାଁ ଗାଁ ରେ ବିକ୍ରି ହେଉଛି ମଦ କିଏ ଯୋଗାଉଛି ମଦକୁ ରାଜ୍ୟ ବାସିଙ୍କୁ ରକ୍ଷାକିଏକରିବ ଗଣେଶ ପାଣିଗ୍ରାହୀ ରିପୋର୍ଟ1