🙏ଜୟ ଜଗନ୍ନାଥ 🙏 🌸🙏 ଶୁଭ ସକାଳର ହାର୍ଦ୍ଦିକ ଶୁଭେଚ୍ଛା 🙏🌸 🌺 ଆଜିର ଦିନଟି ଆପଣ ଓ ଆପଣଙ୍କ ପରିବାର ପାଇଁ ଶୁଭ, ସୁଖମୟ, ଶାନ୍ତିମୟ, ସଫଳତାମୟ ଓ ମଙ୍ଗଳମୟ ହେଉ। 🌺 ୨୮ ଅଗଷ୍ଟ ୨୦୨୬, ଶୁକ୍ରବାର 🌿 ସିଂହ (ଭାଦ୍ରବ) ଦି୧୨ନ 🌿 ଶ୍ରାବଣ ପୂର୍ଣ୍ଣିମା — ଗହ୍ମା ପୂର୍ଣ୍ଣିମା 🌿 ଶତଭିଷା ନକ୍ଷତ୍ର — କୁମ୍ଭ ରାଶି 🌿 ସଂସ୍କୃତ ଦିବସ 🌿 ଝୁଲଣ ଯାତ୍ରା ସମାପନ 🌿 ଶ୍ରୀଶ୍ରୀ ନିଗମାନନ୍ଦ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ━━━━━━━━━━━━━━ 🌺💫 ଆଜିର ସୁବାର୍ତ୍ତା 💫🌺 «“ମୁହଁର ହସ ବୟସକୁ ନୁହେଁ, ମନକୁ ଯୁବା ରଖେ। ତେଣୁ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ହସିବାକୁ ଶିଖନ୍ତୁ।” 😊🌿» ହସ ହେଉଛି ଜୀବନର ଏକ ଅମୂଲ୍ୟ ଉପହାର। ଏହା ନିଜ ମନକୁ ଖୁସି ରଖିବା ସହିତ ଅନ୍ୟମାନଙ୍କ ମନରେ ମଧ୍ୟ ଆନନ୍ଦ ଭରିଦିଏ। ତେଣୁ ଚିନ୍ତାକୁ ଦୂରେଇ ରଖନ୍ତୁ, ହସନ୍ତୁ, ଖୁସି ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ବାଣ୍ଟନ୍ତୁ। 🌸😊 🙏 ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ଆପଣ ଓ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହୁ। 🙏 🌺 ଆପଣଙ୍କ ଦିନଟି ସୁଖମୟ, ଶାନ୍ତିମୟ, ସଫଳତାମୟ ଓ ମଙ୍ଗଳମୟ ହେଉ। 🌺 ━━━━━━━━━━━━━━━━━━ 🙏 Jai Jagannath 🙏 🌸 Warm wishes for a blessed morning 🌸 🌺 May this day bring you and your family happiness, peace, success, good health and prosperity. 🌺 28 August 2026, Friday 🌿 Simha (Bhadrava) — Day 12 🌿 Shravana Purnima — Gahma Purnima 🌿 Shatabhisha Nakshatra — Aquarius (Kumbha) 🌿 Sanskrit Day 🌿 Conclusion of Jhulan Yatra 🌿 Birth anniversaries of Sri Sri Nigamananda and Swabhaba Kabi Gangadhar Meher ━━━━━━━━━━━━━━ 🌺💫 Thought for the Day 💫🌺 «“A smile does not make you younger in age; it keeps your mind young.” 😊» Keep smiling, keep spreading happiness, and never let the difficulties of life take away the joy within you. 🙏 May the infinite grace and blessings of Lord Jagannath always be upon you and your family. 🙏 🌺 May your day be filled with happiness, peace, success, prosperity and auspiciousness. 🌺

- ଯାତ୍ରା ମଞ୍ଚରୁ ପଡିଗଲେ ପିୟୂଷ :ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ମୁଣ୍ଡ ବୁଲାଇବାରୁ ଅସୁସ୍ଥ ହୋଇଗଲେ । ଯାତ୍ରା ପରିବେଷଣ ସମୟରେ ମଞ୍ଚରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଛନ୍ତି ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାସୁପାଲି ଗାଁ।ମଞ୍ଚରେ ଅଭିନୟ କରୁଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ଳଳି ପଡ଼ିଥିଲେ।ଅଭିନେତା ଅସୁସ୍ଥ ହେବା ପରେ ସେଠାରେ ଯାତ୍ରା ପରିବେଷଣ ବନ୍ଦ କରାଯାଇଥିଲା।1
- ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରାଯାଇଛି।1
- କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha1
- ଗଞ୍ଜାମରୁ ପଠାଇଲେ ସୁଭଦ୍ରା ଭଉଣି ଙ୍କ ପାଖକୁ ଟଙ୍କା ମୋହନ ସରକାର1
- ଢେଙ୍କାନାଳ ସୁଭଦ୍ରା କାଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ମୂଖ୍ୟମନ୍ତ୍ରୀ ନୟାଗଡ ର ଲାଠି ପଡ଼ା ରୁ ସିଧ। ସୁଭଦ୍ରା ଙ୍କୁ ସିଧା ବ୍ୟା ଙ୍କ ଖାତା କୁ1
- 🙏🙏🙏ଅତୀତର ମହାଭାରତ ଏବଂ ଏବେର ରାଜନୀତି ମଧ୍ୟରେ ତୁଳନାତ୍ମକତା 🙏🙏🙏1
- ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha1
- ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି। ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।1