ସରକାରୀ ବୃତ୍ତିରେ କଳମଛୁଇଁ ସରସ୍ବତୀ ଶିଶୁମନ୍ଦିରର ଅଦ୍ଭୁତପୂର୍ବ ସଫଳତା ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ୨୦୨୫-୨୬ ଶିକ୍ଷାବର୍ଷ ସରକାରୀ ବୃଦ୍ଧି ପରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ତୃତୀୟ ଶ୍ରେଣୀ ବୃଦ୍ଧି ପରୀକ୍ଷା ଫଳାଫଳରେ ଅର୍ଚ୍ଚିତା ସାହୁ, ଦିପେନର ବେହେରା, ହାର୍ଷିକ ନାୟକ ଓ ଋଷିରାଜ ସାହୁ ବୃଦ୍ଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ପଞ୍ଚମ ଶ୍ରେଣୀ ବୃଦ୍ଧି ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ବିଶ୍ୱଜିତ୍ ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସାହୁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରାଇଛନ୍ତି । ଛାତ୍ରଛାତ୍ରୀମାନଙ୍କର ଏଭଳି ସଫଳତା ପଛରେ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍କା ତଥା ଗୁରୁଜୀ, ଗୁରୁମାମାନଙ୍କର ତ୍ୟାଗ, ପରିଚାଳନା ସମିତିର ପ୍ରୋତ୍ସାହନ ଓ ଅଭିଭାବକମାନଙ୍କର ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ, ଉପସଭାପତି ତପନ କୁମାର ସାହୁ, ସମ୍ପାଦକ ବିଭୂତି ଭୂଷଣ ସ୍ଵାଇଁ, ଯୁଗ୍ମ ସମ୍ପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଞ୍ଚାନନ ବେହେରାଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମାମାନଙ୍କ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି ।

- चीन ने बिना पटरी चलने वाली ट्रेन तकनीक ART (Autonomous Rail Rapid Transit) विकसित की है। यह ट्रेन सामान्य सड़कों पर चलती है और सेंसर, कैमरा व GPS की मदद से सड़क पर बनी वर्चुअल लाइनों को फॉलो करती है। पारंपरिक ट्राम के मुकाबले यह सस्ती, तेज़ और आसान है। ART बस की लचीलापन और मेट्रो जैसी क्षमता को एक साथ जोड़ती है। #FutureTech #ChinaInnovation #SmartTransport #NextGenTransit #ViralNews #TechExplained #PublicTransport1
- ବାଧକାମହେଉଛିଦେଖତୁ1
- ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଖେଳକୁଦ ସମାରୋହରେ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ବକ୍ତବ୍ୟ1
- Dhenkanal ଜିଲ୍ଲାର ମେରାମଣ୍ଡଳି ରେଲୱେ devlopment ପାଇ କୋଟି କୋଟି ଟଙ୍କା ଆସିଥିଲା।କିନ୍ତୁ ରେଲୱେ ବିଭାଗ ବିରିଷ୍ଟ ଅଧିକାରୀ ଓ କଟ୍ରାକ୍ଟର ମଧ୍ୟ ଚନ୍ଦ୍ରିକା ରେ ଏତେ ନିମ୍ନ ମାନର କାମ ଖାଇଗଲେ କୋଟି କୋଟି ଟଙ୍କା।ଆଜି ବର୍ଷେ ନ ପୁରୁଣୁ ଭାଙ୍ଗିଯାଇଛି ନାଲ।ଯେତେ ଅପରିଷ୍କା ର ପାଣି ରାସ୍ତା ଉପରେ ବହିଁ ଚାଲିଛି । ରାସ୍ତାରେ ଯିବା ପାଇଁ ଲୋକେ ହନ୍ତସନ୍ତ।4
- ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା TATA STEEL, Dhenkanal, Marathon 20261
- Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି1
- ଆମ ବସ୍ ର ମନ ମାନି ଚାଲୁଛି ଓଡିଶା ସରକାର କୋ ବସ୍ ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,1
- ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026 ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))4