ବିଷମ କଟକ:ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଡହଲ ବିକଳ, ଚାତକ ପରି ଅନେଇ ବସିଛନ୍ତି ଘର ଖଣ୍ଡିଏ ପାଇବା ପାଇଁ,ବାର ଦ୍ବାର ଶୁଣ୍ଡି ପିଣ୍ଡା ହେଉଛନ୍ତି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ, ଅନେକ ଅଫିସର, ରାଜନେତା ର ଦ୍ବାରସ୍ଥ ହେଉଛନ୍ତି ଆବାସ ଯୋଜନା ପାଇଁ, ଦରଖାସ୍ତ ଉପରେ ଦରଖାସ୍ତ ଦେଉଛନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁ ଆରମ୍ଭ କରି ଜିଲ୍ଲା ପାଳ, MLA,MP ଯାଇ,, ଯେତେବେଳେ ଆବାସ ଯୋଜନା ପାଇଗଲେ , ଫାଉଣ୍ଡେସନ ବାବଦରେ ଆକାଉଣ୍ଟ ରେ ଟଙ୍କା ଚଢ଼ିଗଲା ଆଉ ସେ ହିତାଧିକାରୀ ମାନଙ୍କ ଦେଖାନାହିଁ, ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ଘର ବାନ୍ଧିବା ପ୍ରଶ୍ନ ହିଁ ଉଠୁନାହିଁ, ଏଭଳି ଏକ ଚିତ୍ର ଆମେ ଦେଖିବାକୁ ପାଉଛୁ, ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ ଡାଲିଆକୁଜି ପଞ୍ଚାୟତ ର ଡାଲିଆକୁଜି ଗ୍ରାମରେ,ଅସପୁର୍ଣ ରେ ପଢ଼ି ରହିଛି ୩୨ ଗୋଟି ଘର, ପଞ୍ଚାୟତ ସରପଞ୍ଚ,PEO,JE,କହିକହି ଥକି ଗଲେଣି ହେଲେ କୈାଣସି ସୁଫଳ ମିଲୁନି, ଗୋଟିଏ କାନରେ ଶୁଣି ଆଉ ଗୋଟାଏ କାନ ରେ ଛାଡି ଦେଉଛନ୍ତି ହିତାଧିକାରୀ,ଏଣୁ ଆଜି ଅସପୁର୍ଣ ଥିବା ୩୨ ଗୋଟି ଘରକୁ ସଂପୂର୍ଣ୍ଣ କରିବା ପାଇଁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଡାଲିଆକୁଜି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା,ଏଠାରେ ସମସ୍ତ ହିତାଧିକାରୀ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ, ବିଡିଓ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ହିତାଧିକାରୀ ମାନଙ୍କୁ ଗୋଟି ଗୋଟି କରି ଘର କାହିଁକି ଅସୁପୁର୍ଣ ରହିଲା,ସେ ବିଷୟରେ ପଚାରିବୁଝିଥିଲେ, ଉକ୍ତ ବୈଠକରେ ବିଡିଓ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ସମେତ,ପିଇଓ-ମଲୟ ନାୟକ, କନିଷ୍ଠ ଯନ୍ତ୍ରୀ -ସାଗରଗୈ!ଡ଼, ସରପଞ୍ଚ -ଜୟକାଡ୍ରାକା, ସମିତି ସଭ୍ୟ -କରୁଣାକର ସୂନା,ଅସନ୍ତ ବାଗ୍,ଦେବ ଗରଡିଆ,ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ, ଆସନ୍ତା ୩୦/୦୯/୨୫ ସୁଧା ଅସପୁର୍ଣ ଥୂବା ଘରକୁ ସଂପୂର୍ଣ୍ଣ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ସମସ୍ତ ହିତାଧିକାରୀ ସମେତ ଗ୍ରାମବାସୀ ଙ୍କୁ ଅନୁରୋଧ କରୀ କହିଥିଲେ,!
ବିଷମ କଟକ:ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଡହଲ ବିକଳ, ଚାତକ ପରି ଅନେଇ ବସିଛନ୍ତି ଘର ଖଣ୍ଡିଏ ପାଇବା ପାଇଁ,ବାର ଦ୍ବାର ଶୁଣ୍ଡି ପିଣ୍ଡା ହେଉଛନ୍ତି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ, ଅନେକ ଅଫିସର, ରାଜନେତା ର ଦ୍ବାରସ୍ଥ ହେଉଛନ୍ତି ଆବାସ ଯୋଜନା ପାଇଁ, ଦରଖାସ୍ତ ଉପରେ ଦରଖାସ୍ତ ଦେଉଛନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁ ଆରମ୍ଭ କରି ଜିଲ୍ଲା ପାଳ, MLA,MP ଯାଇ,, ଯେତେବେଳେ ଆବାସ ଯୋଜନା ପାଇଗଲେ
, ଫାଉଣ୍ଡେସନ ବାବଦରେ ଆକାଉଣ୍ଟ ରେ ଟଙ୍କା ଚଢ଼ିଗଲା ଆଉ ସେ ହିତାଧିକାରୀ ମାନଙ୍କ ଦେଖାନାହିଁ, ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ଘର ବାନ୍ଧିବା ପ୍ରଶ୍ନ ହିଁ ଉଠୁନାହିଁ, ଏଭଳି ଏକ ଚିତ୍ର ଆମେ ଦେଖିବାକୁ ପାଉଛୁ, ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ ଡାଲିଆକୁଜି ପଞ୍ଚାୟତ ର ଡାଲିଆକୁଜି ଗ୍ରାମରେ,ଅସପୁର୍ଣ ରେ ପଢ଼ି ରହିଛି ୩୨ ଗୋଟି ଘର, ପଞ୍ଚାୟତ ସରପଞ୍ଚ,PEO,JE,କହିକହି ଥକି ଗଲେଣି ହେଲେ କୈାଣସି ସୁଫଳ ମିଲୁନି, ଗୋଟିଏ କାନରେ ଶୁଣି
ଆଉ ଗୋଟାଏ କାନ ରେ ଛାଡି ଦେଉଛନ୍ତି ହିତାଧିକାରୀ,ଏଣୁ ଆଜି ଅସପୁର୍ଣ ଥିବା ୩୨ ଗୋଟି ଘରକୁ ସଂପୂର୍ଣ୍ଣ କରିବା ପାଇଁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଡାଲିଆକୁଜି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା,ଏଠାରେ ସମସ୍ତ ହିତାଧିକାରୀ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ, ବିଡିଓ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ହିତାଧିକାରୀ ମାନଙ୍କୁ ଗୋଟି ଗୋଟି କରି ଘର କାହିଁକି
ଅସୁପୁର୍ଣ ରହିଲା,ସେ ବିଷୟରେ ପଚାରିବୁଝିଥିଲେ, ଉକ୍ତ ବୈଠକରେ ବିଡିଓ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ସମେତ,ପିଇଓ-ମଲୟ ନାୟକ, କନିଷ୍ଠ ଯନ୍ତ୍ରୀ -ସାଗରଗୈ!ଡ଼, ସରପଞ୍ଚ -ଜୟକାଡ୍ରାକା, ସମିତି ସଭ୍ୟ -କରୁଣାକର ସୂନା,ଅସନ୍ତ ବାଗ୍,ଦେବ ଗରଡିଆ,ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ, ଆସନ୍ତା ୩୦/୦୯/୨୫ ସୁଧା ଅସପୁର୍ଣ ଥୂବା ଘରକୁ ସଂପୂର୍ଣ୍ଣ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ସମସ୍ତ ହିତାଧିକାରୀ ସମେତ ଗ୍ରାମବାସୀ ଙ୍କୁ ଅନୁରୋଧ କରୀ କହିଥିଲେ,!
- KISS SCHOOL, UNIVERSITY, COLLEGE1
- ଦେଖନ୍ତୁ ଆପଣମାନେ କେମିତି ଲାଗୁଛି1
- #ଏ ଧନ ତ ମେ କା ଣା ଦୀ ସୁ ଛ 🇹🇯🇹🇯🇹🇯🌹🌹🌹🌹🌹🌹🌹🇹🇯🇹🇯🇹🇯1
- girls ହଷ୍ଟେଲ viral ଭିଡ଼ିଓ 😱1
- MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate1
- Jay Jagannath 🙏1
- Post by ସୁବୁଦବାସକେ2
- କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ #boudhnews1