logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କିଏ ଓ କାହିଁକି ବିକିଙ୍କୁ ଗୁଳି କଲା ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଆଜି ତଦନ୍ତ କରୁଛନ୍ତି।

3 hrs ago
user_Shree News
Shree News
ବୀରମହାରାଜପୁର, ସୋନପୁର, ଓଡ଼ିଶା•
3 hrs ago
5b33a4fb-31ec-4a72-9179-a6b14116a857
62f86106-4e7c-434e-936f-6b870d518aa5

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କିଏ ଓ କାହିଁକି ବିକିଙ୍କୁ ଗୁଳି କଲା ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଆଜି ତଦନ୍ତ କରୁଛନ୍ତି।

More news from ଓଡ଼ିଶା and nearby areas
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଚୋର ମାଛାଏ ସୋର
    1
    ଚୋର ମାଛାଏ ସୋର
    user_ସମାଜସେବା ସୁବର୍ଣ୍ଣପୁର news 89
    ସମାଜସେବା ସୁବର୍ଣ୍ଣପୁର news 89
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର: ବୀରମହାରାଜପୁର ଥାନାରୁ ସହେ ମିଟର ଦୂରରେ ଗୁଳି ଫୁଟିଲା। ଅଞ୍ଚଳରେ ଭୟର ବାତାବରଣ।
    1
    ସୁବର୍ଣ୍ଣପୁର: ବୀରମହାରାଜପୁର ଥାନାରୁ ସହେ ମିଟର ଦୂରରେ ଗୁଳି ଫୁଟିଲା। ଅଞ୍ଚଳରେ ଭୟର ବାତାବରଣ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଗୁଳିକାଣ୍ଡ ଅଜଣା ଦୁର୍ବୁତ୍ତଙ୍କ ଗୁଳିରେ ଜଣେ ମୃତ ମୃତକ ହେଲେ ଚମ୍ପାମାଳ ଗାଁର ବିକି ମହାରଣା
    3
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଗୁଳିକାଣ୍ଡ ଅଜଣା ଦୁର୍ବୁତ୍ତଙ୍କ ଗୁଳିରେ ଜଣେ ମୃତ ମୃତକ ହେଲେ ଚମ୍ପାମାଳ ଗାଁର ବିକି ମହାରଣା
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by ଶ୍ରୀ ବଳଦେବ ବେଦବାକ୍
    1
    Post by ଶ୍ରୀ ବଳଦେବ ବେଦବାକ୍
    user_ଶ୍ରୀ ବଳଦେବ ବେଦବାକ୍
    ଶ୍ରୀ ବଳଦେବ ବେଦବାକ୍
    Lawyer ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣାଙ୍କ ବାପା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ 
ବିକ୍ରମ ମହାରଣାଙ୍କ ବାପା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.