Shuru
Apke Nagar Ki App…
ପାର୍ବତୀପୁରରେ ପବନସୁତଙ୍କ ଜୟନ୍ତୀ ପାଳିତ ଗାଣ୍ଡିବେଡ଼, ପାର୍ବତୀପୁରରେ ପବନସୁତ ହନୁମାନ ଜୟନ୍ତୀ ମହା ସୋମହରରେ ପାଳିତ ହୌଇଯାଇଛି
RAKESH KUMAR MOHANTY
ପାର୍ବତୀପୁରରେ ପବନସୁତଙ୍କ ଜୟନ୍ତୀ ପାଳିତ ଗାଣ୍ଡିବେଡ଼, ପାର୍ବତୀପୁରରେ ପବନସୁତ ହନୁମାନ ଜୟନ୍ତୀ ମହା ସୋମହରରେ ପାଳିତ ହୌଇଯାଇଛି
More news from ଓଡ଼ିଶା and nearby areas
- ଓଡ଼ିଶା ଦିବସ ଅବସରରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ସମସ୍ତ ଓଡ଼ିଆଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଭାଷାକୁ ଆମେ ସମସ୍ତେ ମିଶି ସୁରକ୍ଷିତ ରଖିବା ଆବଶ୍ୟକ। ଏହି ପବିତ୍ର ଦିନରେ ରାଜ୍ୟର ଉନ୍ନତି ପାଇଁ ସମସ୍ତଙ୍କୁ ଏକତାର ସହିତ କାମ କରିବାକୁ ସେ ଆହ୍ୱାନ କରିଥିଲେ। ବିଧାୟକ ଆହୁରି କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସ ଓ ପରମ୍ପରାକୁ ଆଗକୁ ନେବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଉଲ୍ଲେଖ୍ୟ, ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ମାନସ କୁମାର ଦତ୍ତ ୨୦୨୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। � Wikipedia1
- ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ।1
- Post by MN.NEWS ODIA1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 30.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by AT News1
- Post by Rajib Behera1
- ଜିଲ୍ଲା କଂଗ୍ରେସ ପକ୍ଷରୁ ନବନିର୍ବାଚିତ ଓକିଲ ସଙ୍ଘ ସଭାପତି ଙ୍କୁ ସମର୍ଧ୍ଵନା ବାରିପଦା --ଆଜି ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ନବନିର୍ବାଚିତ ବାରିପଦା ବାର ଆସୋସିଏସନ ର ନବ ନିର୍ବାଚିତ ସଭାପତି ଓ ସଦସ୍ୟ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ବ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା. ଜିଲ୍ଲା କଂଗ୍ରେସ ସଭାପତି ସହିତ ଅନ୍ୟ କଂଗ୍ରେସ ନେତା ମାନେ ପୁଷଗୁଛ ଓ ଉତ୍ତରୀୟ ଦେଇ ସ୍ୱମୋର୍ଦ୍ଧିତ କରିବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ. ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ, ଯୁଗ୍ମ ସମ୍ପାଦକ ସ୍ୱରପ କୁମାର ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶ୍ରୀ ସୁସ୍ମିତା ଘୋସେଲ ଙ୍କୁ କଂଗ୍ରେସ କର୍ମୀ ଅଭିନନ୍ଦନ ଜଣାଇଥିଲେ. ଏହି ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଏସ ଟି ସେଲ ରାଜ୍ୟ ଉପସଭାପତି ଚୈତନ୍ୟ ହାଁସଦା, ମୀନକେତନ ବେହେରା ଅଶୋକ ଗିରି, ଅଂଶୁମାନ ଦାଶ, ସମର ରଞ୍ଜନ ଦାଶ ଚନ୍ଦନ କିସ୍କୁ, ରଣା ସତ୍ୟକାମ ସେନାପତି, ଅସିତ ବେହେରା, ରକିମ ଭାଇ, ନଳିନୀ ପଟ୍ଟନାୟକ, ଉତ୍ତମ ବେହେରା, ମହିଳା ନେତ୍ରୀ ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା,ସହିତ ଶତାଧିକ କଂଗ୍ରେସ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ.1
- ବାଲେଶ୍ୱର ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ କଲ୍ୟାଣ ମଣ୍ଡପରେ ଆଜି ରସୋଗୁଲା ମହୋତ୍ସବ ବଡ଼ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଗଲା। ଏହି ଅବସରରେ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ଓଡ଼ିଶାର ପ୍ରସିଦ୍ଧ ମିଠା ‘ରସୋଗୁଲା’ର ସ୍ବାଦ ଉପଭୋଗ କରିଥିଲେ। ମହୋତ୍ସବରେ ବିଭିନ୍ନ ପ୍ରକାରର ରସୋଗୁଲା ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା ହୋଇଥିଲା। ଏହା ସହିତ ସାଙ୍ଗେ ସାଙ୍ଗେ ସାଂସ୍କୃତିକ କାର୍ୟକ୍ରମ, ସଙ୍ଗୀତ ଓ ନୃତ୍ୟ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ଦର୍ଶକମାନଙ୍କ ମନକୁ ଆକର୍ଷିଥିଲା। ଏହି ପର୍ବ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହକୁ ବଢ଼ାଇବା ଉଦ୍ଦେଶ୍ୟ ରହିଛି।1