Shuru
Apke Nagar Ki App…
महिला के नाक से निकला जोंक 5 दिनों से परेशान थी महिला
Anuj Shrma
महिला के नाक से निकला जोंक 5 दिनों से परेशान थी महिला
- User2406Govindpur, Sambalpur💣on 18 February
More news from Sambalpur and nearby areas
- रेल मंत्री श्री अश्विनी वैष्णव जी ने संसद में ओडिशा के रेलवे विकास की जो तस्वीर पेश की, वह बहुत उत्साह बढ़ाने वाली है .खोरधा-बलांगीर प्रोजेक्ट की तेज़ रफ़्तार, यह राज्य के पूरे विकास में एक मील के पत्थर की तरह है।1
- ସମ୍ବଲପୁର ଜିଲ୍ଲା ଜୁଯୁମୁରା ଥାନା ଅଞ୍ଚଳରୁ ଗତ ଡିସେମ୍ବର 10 ତାରିଖରୁ ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ନାବାଳିକା ଘରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ଜୁଯୁମୁରା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ର ଖାମଖିଆଲି ମନବୃତି ଯୋଗୁଁ ନାବାଳିକା ଜଣକ ଆଜି ପର୍ଯ୍ୟନ୍ତ ଠାବ ହୋଇପାରିନାହାନ୍ତି l ଏନେଇ ନାବାଳିକା ଙ୍କ ପରିବାର ଲୋକ ଜୁଯୁମୁରା ଥାନା କୁ ବାରମ୍ବାର ଦୌଡି ନିରାଶ ହେବା ପରେ ଆଜି ସମ୍ବଲପୁର ଏସପି ଙ୍କ କାର୍ଯ୍ୟାଳୟ କୁ ଆସି ଏସପି ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଙ୍କୁ ଏନେଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି l ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ନାବାଳିକା ଙ୍କୁ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବକ ମିଛସତ କହି କୁଆଡେ ନେଇଯାଇଛନ୍ତି l ତେବେ ଜୁଯୁମୁରା ଥାନା ଏ ବିଷୟରେ ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି l ତେବେ ଆଜି ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବ ଓ ଯଥାଶୀଘ୍ର ନାବାଳିକା ଙ୍କୁ ଠାବ କରିବା ବୋଲି ଆଶ୍ବସନା ଦେଇଛନ୍ତି l1
- Post by Mangulu Sahu1
- ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।3
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ର ଯୁବରାଣୀସୀତାପୁର ଗ୍ରାମ ରେ ଚାଷ ଜମି ରେ ଲାଗିଥିବା ନିଆଁ ବ୍ୟାପି ଜଣେ ଚାଷୀ ଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି l ସୁଚନା ଅନୁସାରେ ଗୁରୁବାର ଅପରାହ୍ନ ରେ ଯୁବରାଣି ସୀତାପୁର ଗ୍ରାମର ର ଚାଷୀ ବିଷ୍ଣୁ ପଧାନ ଙ୍କ ଘର ପାର୍ଶ୍ୱ ରେ ଥିବା ଖାଲି ଜମି ରେ କେହି ନିଆଁ ଲଗେଇ ଦେଇଥିଲେ l ଉକ୍ତ ନିଆଁ ଧୀରେ ଧୀରେ ବ୍ୟାପି ବିଷ୍ଣୁ ଙ୍କ ଘରକୁ ବ୍ୟାପି ଥିଲା l ଘରେ ହଠାତ ନିଆଁ ଲାଗିଯିବ ରୁ ପ୍ରଥମେ ନିଆଁ ଲିଭାଇବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଅଣାୟତ୍ତ ହେବାରୁ ବୀରମହାରାଜପୁର ଅଗ୍ନିଶମ ବାହିନୀ କୁ ସୂଚନା ଦିଆଯାଇଥିଲା।ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କଲା ବେଳକୁ ସମ୍ପୂର୍ଣ ଘର କୁ ଗ୍ରାସ କରିଥିଲା l ନିଆଁ ଲାଗି ଘରେ ଥିବା ସମସ୍ତ ଆସବାବପତ୍ର ସହିତ ପ୍ରାୟ ୨୦ ବସ୍ତା ଚାଉଳ ଏବଂ ୧୦ ବସ୍ତା ଧାନ ପୋଡ଼ିଯାଇଥିଲା। ଏହା ସହିତ ଘର ର ସମସ୍ତ ଙ୍କ ପିନ୍ଧା ବସ୍ତ୍ର ପୋଡି ଯାଇଛି l ଫଳ ରେ ବିଷ୍ଣୁ ଙ୍କ ପରିବାର ସମ୍ପୂର୍ଣ ନିରାଶ୍ରୟ ହୋଇ ପଡିଛନ୍ତି। ଏବେ ବିଷ୍ଣୁ ଙ୍କୁ ସରକାରି ସହାୟତା ଦାବି ହେଉଛି l3
- Post by Sonepur news khulasa1
- 🔴 ଅଜଣା ଗାଡି ଧକ୍କାରେ ତରଭା ଏନଏସି ଜେଇଙ୍କ ମୃତ୍ୟୁ 🔴 ସୋନପୁର–ବଲାଙ୍ଗୀର ରାସ୍ତା ସାନ ଝିଙ୍କି ଛକରେ ଦୁର୍ଘଟଣା 🔴 ମୃତକ ଜେଇ ଅଶୋକ ପଧାନ, ତରଭା ଏନଏସିରେ କାର୍ଯ୍ୟରତ 🔴 ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଲା ଅଜଣା ଗାଡି 🔴 ଘଟଣାସ୍ଥଳରେ ହିଁ ଜେଇ ଅଶୋକ ପଧାନଙ୍କ ମୃତ୍ୟୁ 🔴 ଉଲୁଣ୍ଡା ବ୍ଲକ ବାଘଲପୁର ଗାଁର ଥିଲେ ମୃତ ଅଶୋକ ପଧାନ1
- आजकल LPG को लेकर कुछ लोग panic create करने का प्रयास कर रहे हैं, वो अपना एजेंडा चलाना चाहते हैं। मैं उन पर राजनीतिक टिप्पणी करना नहीं चाहता। लेकिन इतना जरूर कहूंगा कि ऐसा करके वो जनता के समक्ष तो खुद expose हो ही रहे हैं और देश का भी बड़ा नुकसान कर रहे हैं। : Narendra Modi जी1