Shuru
Apke Nagar Ki App…
ରାୟଗଡ ବସଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
AK14TV
ରାୟଗଡ ବସଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
More news from ଓଡ଼ିଶା and nearby areas
- Post by AK14TV1
- ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ପତାକା ଉତ୍ତୋଳନ କଲେ2
- ରାୟଗଡ ବସ୍ ଷ୍ଟାଣ୍ଡ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ବସ୍ ଷ୍ଟାଣ୍ଡ ନିକଟରେ ଆଜି ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାରିକ ତ୍ରିରଙ୍ଗା ପତକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ଵ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ରାୟଗଡ଼ ବ୍ଲକ ର ସମାଜ ସେବୀ ତଥା ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ଵାଲସିଂ ଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ, ରାୟଗଡ ର ବହୁ ବୁଦ୍ଧିଜିବୀ ଓ ସମାଜ ସେବୀ ଏବଂ ଯୁବକଙ୍କ ସହ କୁମୁଳାସିଂ ଓ ଜଲାଙ୍ଗ ଗ୍ରାମର ଅଟୋ ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଏହି ପରୀପ୍ରେକ୍ଷୀରେ ରାୟଗଡ ବସଷ୍ଟାଣ୍ଡ ନିକଟରୁ ଏକ ବାଇକ୍ ଶୋଭା ଯାତ୍ରା ପଦ୍ମପୁର ପର୍ଯ୍ୟନ୍ତ ବାହାରି ସହର ପରିକ୍ରମା କରି ଗଣତନ୍ତ୍ର ଦିବସ ଉପଲକ୍ଷେ ଜନସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା। ରାୟଗଡ ରୁ1
- ମୋହନା ରେ ହନୁମାନ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ରେ କଳସ ଯାତ୍ରା ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମୋହନା ରେ ହନୁମାନ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ଅବସର ରେ କଳସ ଯାତ୍ରା ଅନୁଷ୍ଠିତ ନୀଳକଣ୍ଠ ଶିବ ମନ୍ଦିର ନିକଟ ନଦୀରୁ ଗଙ୍ଗା ଆହ୍ୱାନ କରି ଆଣି ନଗର ପରିକ୍ରମା କରାଯାଇ ହନୁମାନ ମନ୍ଦିର ରେ ପହଁଚି ଥିଲା ବହୁ ସଂଖ୍ୟା ରେ ଭକ୍ତ ଙ୍କ ଭିଡ଼ ଜମିଛି1
- ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ1
- Post by Jay jagannath1
- ହଠାତ୍ ଲାଗିଗଲା ନିଆଁ ଆଉ ଚାଲିଗଲା 7ଜଣଙ୍କ ଜୀବନ ... #Kolkatta #fire #rending1
- Post by AK14TV1